Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
c1382510
Commit
c1382510
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
574dffff
Changes
1
Show whitespace changes
Inline
Side-by-side
Showing
1 changed file
with
22 additions
and
0 deletions
+22
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia2.txt
...ingual-corpora/vikaspedia.in/vikashpedia_health_odia2.txt
+22
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia2.txt
0 → 100644
View file @
c1382510
ଦୃଷ୍ଟିଶକ୍ତି ବଢାଇବା କେମିତି
ଦୃଷ୍ଟିଶକ୍ତି ବଢାଇବା
ଆଜିକାଲି ଦୈନନ୍ଦିନ ଜୀବନରେ ସମସ୍ତଙ୍କ ପାଇଁ ଆଖିର ସମସ୍ୟା ଏକ ନିତିଦିନିଆ ସମସ୍ୟା ହୋଇଯାଇଛି ।
ଆଖିର ସମସ୍ୟା ଆମର ଖାଦ୍ୟ ଖାଇବା ଉପରେ ନିର୍ଭର କରିଥାଏ ।
ଆମେ ଦୈନନ୍ଦିନ ପ୍ରାୟତଃ ୮ରୁ ୧୦ ଘଂଟା କମ୍ପ୍ୟୁଟର ସାମ୍ନାରେ ବସି ବିତାଇଥାଉ, ସେଥିପାଇଁ ଏହା ଆମ ଆଖି ଉପରେ ପ୍ରଭାବ ପକାଇଥାଏ, ଆମ ଆଖିକୁ ବିଶ୍ରାମ ମଧ୍ୟ ମିଳିନ’ଥାଏ ।
ଆମେ ଖାଉଥିବା ଖାଦ୍ୟରେ ମଧ୍ୟ ସେମିତି କିଛି ଖାସ୍ ନଥାଏ, ଯାହାଦ୍ୱାରା ଆମ ଆଖିକୁ ପୋଷଣ ମିଳିଥାଏ ।
ଆମର ନିତିଦିନିଆ ଖାଇବାରେ ଆମେ ଏମିତି କିଛି ଖାଦ୍ୟ ବ୍ୟବହାର କରିବା ଯାହାଦ୍ୱାରା ଆମର ଦୃଷ୍ଟିଶକ୍ତି ବଢିବା ସହିତ ଯାହାକିଛି ସମସ୍ୟା ଆଖିରେ ରହିଥିବ ତାହା ମଧ୍ୟ ଦୂର ହୋଇପାରିବ ।
ଉପାୟ
ଅଁଳାର ବ୍ୟବହାର କରିବା ଦ୍ୱାରା ଦୃଷ୍ଟିଶକ୍ତି କୁ ବର୍ଷବର୍ଷ ଧରି ଠିକ୍ ରଖିଥାଏ ।
ଆମେ ଚାହିଁଲେ କଂଚା ଅଁଳାକୁ ଆମ ଖାଦ୍ୟରେ ବ୍ୟବହାର କରିପାରିବା ।
ଏହାବ୍ୟତିତ ଖାଲି ପେଟରେ ଅଁଳା ରସକୁ ପିଇବାଦ୍ୱାରା ଏହା ବହୁତ ଉପକାରରେ ଆସିଥାଏ ।
ଅଳେଇଚ ଶରୀରର ତାପମାତ୍ରାକୁ ସନ୍ତୁଳିତ ଅବସ୍ଥାରେ ରଖିଥାଏ ।
ଏହାର ନିୟମିତ ବ୍ୟବହାର କରିବା ଦ୍ୱାରା ଆଖିକୁ ଥଣ୍ଡା ମିଳିବା ସହିତ ଦୃଷ୍ଟିଶକ୍ତିକୁ ବଢାଇଥାଏ ।
ଆମେ ଅଳେଇଚକୁ ପାଉଡର କରି ଏହାକୁ ଥଣ୍ଡା ଖିର ସହିତ ମିଶାଇ ବ୍ୟବହାର କରିପାରିବା ଏହାଦ୍ୱାରା ଆଖି ଠିକ୍ ରହିଥାଏ ।
ଖାଦ୍ୟରେ ବହୁଳ ପରିମାଣର ସବୁଜ ପନିପରିବାର ବ୍ୟବହାର କରିବା ଦ୍ୱାରା ଆଖିକୁ ପ୍ରଚୁର ପରିମାଣରେ ଆଇରନ ମିଳିପାରିଥାଏ ।
ଦୃଷ୍ଟିଶକ୍ତି ଅଖରୋଟର ବ୍ୟବହାର କରିବା ଦ୍ୱାରା ମଧ୍ୟ ବଢିଥାଏ ।
ଭିଟାମିନ୍-ଇ ଏବଂ ଫ୍ୟାଟି ଏସିଡ୍ ଅଖରୋଟରେ ରହିଛି, ଏହା ଆଖି ପାଇଁ ବହୁତ ଜରୁରୀ ଅଟେ ।
ଅଧିକ ସମୟ ପାଇଁ ଆଖିକୁ ଠିକ୍ ରଖିବାପାଇଁ ଆମ ଖାଦ୍ୟରେ ଅଖରୋଟର ବ୍ୟବହାର କରିବା ଜରୁରୀ ଅଟେ ।
ଗାଜରର ଜୁସ୍ କରି ପିଇବା ଦ୍ୱାରା ଆଖିକୁ ପୃଷ୍ଟି ମିଳିଥାଏ ।
ଦୈନନ୍ଦିନ ଏକ ଗ୍ଲାସ୍ ଗାଜରର ରସ ପିଇବା ଦ୍ୱାରା ଆଖି ପାଇଁ ଆମେ ବ୍ୟବହାର କରୁଥିବା ଚଷମା ମଧ୍ୟ ଆମକୁ ଆଉ ବ୍ୟବହାର କରିବାକୁ ପଡିବନି ।
ଶରୀର ପାଇଁ ପିସ୍ତାବାଦାମର ଆବଶ୍ୟକତା ବହୁତ ଅଧିକ ।
ପାଣିରେ ପିସ୍ତା ବାଦାମକୁ ଭିଜାଇ ଖାଇବାଦ୍ୱାରା ଏହା ଆଖିପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ଏବଂ ଦୃଷ୍ଟିଶକ୍ତି ମଧ୍ୟ ବଢାଇଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment