Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
d1105dbf
Commit
d1105dbf
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
62089c07
Changes
1
Show whitespace changes
Inline
Side-by-side
Showing
1 changed file
with
30 additions
and
0 deletions
+30
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia136.txt
...gual-corpora/vikaspedia.in/vikashpedia_health_odia136.txt
+30
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia136.txt
0 → 100644
View file @
d1105dbf
କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ହୁଏ ଅଧିକ ହାର୍ଟ ଆଟାକ
ବ୍ଲଡ ଗ୍ରୁପ
ପରିବର୍ତ୍ତିତ ଜୀବନଶୈଳୀ ଯୋଗୁଁ ଶରୀରରେ ଏବେ ବିଭିନ୍ନ ପ୍ରକାର ରୋଗ ଦେଖିବାକୁ ମିଳୁଛି ।
ଆଧୁନିକ ଲାଇଫଷ୍ଟାଇଲ ଓ ଅଧିକ ଚିନ୍ତା କରିବା ଯୋଗୁଁ ଏବେ ହାର୍ଟ ଆଟାକ ବା ହୃଦଘାତ ଭଳି ସମସ୍ୟା ଅଧିକ ଦେଖିବାକୁ ମିଳୁଛି ।
କେବଳ ବୟସ୍କ ଲୋକ ନୁହଁନ୍ତି ବରଂ ଯୁବଗୋଷ୍ଠୀ ମଧ୍ୟରେ ଏଭଳି ସମସ୍ୟା ଦେଖିବାକୁ ମିଳୁଛି ।
ତା ଛଡା ଶୀତ ଋତୁ ହୋଇଥିବାରୁ ହାର୍ଟ ସମ୍ବନ୍ଧୀୟ ରୋଗୀଙ୍କ କ୍ଷେତ୍ରରେ ବିଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି ।
କାରଣ ଅଧିକ ଥଣ୍ଡା ତାପମାତ୍ରାରେ ହାର୍ଟ ଆଟାକ ହେବାର ସମ୍ଭାବନା ଅଧିକ ଦେଖା ଯାଇଥାଏ ।
ଏହାଛଡା ଅଧିକ ସମୟ ବାହାରେ କାଟୁଥିବା ଲୋକମାନେ ଶୀତଦିନେ ସାବଧାନତା ଅବଲମ୍ବନ କରିବା ଆବଶ୍ୟକ ।
ଏକ ଗବେଷଣା ଅନୁଯାୟୀ, ବ୍ଲଡ ଗ୍ରୁପରୁ ମଧ୍ୟ ହାର୍ଟ ଆଟାକ ବିଷୟରେ ଜଣା ପଡିଥାଏ ।
ଏପରିକି କେଉଁ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ଭଳି ସମସ୍ୟା ଅଧିକ ଦେଖାଯାଇଥାଏ ତାହା ଏହି ଗବେଷଣାରୁ ଜଣାପଡିଛି ।
‘O’ ବ୍ଲଡ ଗ୍ରୁପ
ବ୍ଲଡ ଗ୍ରୁପ ଭିତରେ ‘O’ ପଜିଟିଭିକୁ ସବୁଠାରୁ ମୂଲ୍ୟବାନ ଶ୍ରେଣୀର ରକ୍ତ ବୋଲି କୁହାଯାଏ ।
ଏହି ଗ୍ରୁପର ରକ୍ତ ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥାଏ ।
କାରଣ ପ୍ରତ୍ୟେକ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ‘O’ ପଜିଟିଭ ବ୍ଲଡ ଗ୍ରୁପର ବ୍ୟକ୍ତି ରକ୍ତ ଦେଇପାରିବେ ।
ଏହାଛଡା ଏହି ବ୍ଲଡ ଗ୍ରୁପର ଅନ୍ୟ ଏକ ବିଶେଷ୍ୱତ ହେଉଛି ହାର୍ଟ ସମ୍ବନ୍ଧୀୟ କୌଣସି ରୋଗ ଏହି ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ କ୍ଷେତ୍ରରେ କମ ଦେଖାଯାଇଥାଏ ।
ହାର୍ଟ ସମ୍ବନ୍ଧୀୟ ରୋଗ ଉପରେ ଏହି ବ୍ଲଡ ଗ୍ରୁପ ଅଧିକ ଭାରି ପଡିଥାଏ ।
ନେଦରଲାଣ୍ଡର ଗ୍ରୋନିଗନ ବିଶ୍ୱବିଦ୍ୟାଳୟର ମେଡିକାଲ ସେଣ୍ଟରର ଛାତ୍ର ତିସା କୋଲେଙ୍କ କହିବା ଅନୁଯାୟୀ, ହାର୍ଟ ଆଟାକର ସମ୍ଭାବନା ସବୁଠାରୁ ଅଧିକ ‘A’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଠାରେ ଦେଖିବାକୁ ମିଳେ ।
କାରଣ ଏ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କ ଶୀରରରେ ଅଧିକ ପରିମାଣର କୋଲେଷ୍ଟ୍ରଲ ରହିଥାଏ ।
ଯାହା ଦ୍ୱାରା ଏହି ଶ୍ରେଣୀର ଲୋକଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ଦେଖାଯାଇଥାଏ ।
ଗବେଷକଙ୍କ ଅନୁଯାୟୀ, ‘O’ ବ୍ଲଡ ଗ୍ରୁପର ବ୍ୟକ୍ତିଙ୍କୁ ଛାଡି ଅନ୍ୟ ବ୍ଲଡ ଗ୍ରୁପରେ ଅଧିକ ପରିମାଣର ଗ୍ଲେକୋଟିନ-୩ ରହିଥାଏ ।
ଯାହା ଶରୀରକୁ ଫୁଲାଇବା ସହ ହାର୍ଟ ଉପରେ ଖରାପ ପ୍ରଭାବ ପକାଇଥାଏ ।
କେବଳ ‘A’ ଗ୍ରୁପ ନୁହେଁ ‘B’ ଓ ‘AB’ ଶ୍ରେଣୀର ରକ୍ତ ଗ୍ରୁପ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ହାର୍ଟ ଆଟାକ ହେବାର ଅଧିକ ସମ୍ଭାବନା ରହିଥାଏ ।
ଏହି ଶ୍ରେଣୀର ବ୍ୟକ୍ତିଙ୍କ କ୍ଷେତ୍ରରେ ହାର୍ଟ ଆଟାକ ହେବାର ସମ୍ଭାବନା ୯ ପ୍ରତିଶତ ଅଧିକ ରହିଥାଏ ।
ହୃଦଘାତର କାରଣ :
ଆଧୁନିକ ଖାଦ୍ୟପେୟ ଓ ଦୂଷିତ ପରିବେଶ
ଉଚ୍ଚ ରକ୍ତଚାପ
ଅଧିକ ଚିନ୍ତା
ଅଧିକ ସମୟ ଶୋଇ ରହିବା
ମୋଟାପଣ
ଧୂମ୍ରପାନ ଓ ଅଧିକ ମଦ ପିଇବା ଯୋଗୁଁ
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment