Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
dc1a1377
Commit
dc1a1377
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
71259db6
master
patch-3
patch-4
No related merge requests found
Changes
1
Show whitespace changes
Inline
Side-by-side
Showing
1 changed file
with
32 additions
and
0 deletions
+32
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia107.txt
...gual-corpora/vikaspedia.in/vikashpedia_health_odia107.txt
+32
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia107.txt
0 → 100644
View file @
dc1a1377
ଅଂଶୁଘାତ
ଉପକ୍ରମ
ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ ଯେତେବେଳେଶରୀରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟମ୍ ଅବା ୧୦୫.୧ ଡିଗ୍ରୀ ଫାରେନାଇଟ୍ ରୁ ଅଧିକ ହୁଏ ଅଂଶୁଘାତ ହୋଇଥାଏ ।
କାରଣ
ଅତ୍ୟଧିକ ଖରା ଯୋଗୁଁ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀରୁ ଅଧିକ ବୃଦ୍ଧି ପାଏ ।
ଅର୍ଥାତ୍ଶରୀରରତାପମାତ୍ରା ଅସ୍ଵାଭାବିକ ଭାବରେ ବଢିଯାଏ ।
ଲକ୍ଷଣ
ତ୍ଵଚା ଶୁଖିଯାଏ, ତାତିଯିବା ସହ ଲାଲ୍ ପଡିଯାଏ ।
ହୁତ୍ ସ୍ପନ୍ଦନ ହ୍ରାସ ଯାଏ ।
ଶ୍ଵାସକ୍ରିୟାର ବେଗ ବଢିଯାଏ, ଚେତା ଶୂନ୍ୟ ହୋଇଯାଏ, ମାଂସପେଶୀ ଦୁର୍ବଳ ହୋଇଯାଏ, ତଣ୍ଟି ଶୁଖିଯାଏ, ମୁଣ୍ଡବ୍ୟଥା ହୁଏ, ଦେହ ହାତ ଘୋଳାବିନ୍ଦ ହେବା ସହ ବାନ୍ତି ଓ ଦୁର୍ବଳ ଲାଗେ ଆଦି ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ ।
ନିରାକରଣ
ରୋଗୀକୁ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ ।
ଏୟାର – କଣ୍ଡିସନ୍ ର ରୁମ୍ କୁ ନେଇଗଲେ ଭଲ ।
ଯଦି ଏହି ସୁବିଧା ନଥାଏ ତେବେ ଛାଇ ସ୍ଥାନରେ ରଖନ୍ତୁ ।
ରୋଗୀକୁ ପ୍ରଚୁର ପରିମାଣରେ ଥଣ୍ଡା ପାଣି, ଲେମ୍ବୁ – ଲୁଣ ସରବତ ତୋରାଣି, କାଞ୍ଜି ପାଣି, ପଇଡ ପାଣି ଓ ଓ.ଆର.ଏସ୍ ପାଣି ପିଇବାକୁ ଦିଅନ୍ତୁ ।
ରୋଗୀଠାରେ ଥଣ୍ଡା ପାଣି ଛିଞ୍ଚନ କରିପାରିବେ, ଓଦା କପଡାରେ ଦେହକୁ ବାରମ୍ବାର ପୋଛନ୍ତୁ ।
ରୋଗୀକୁ ଥଣ୍ଡା ପାଣିରେ ଗାଧୋଇ ଦେଇପାରିବେ ।
ଉତ୍ତମ ରକ୍ତ ସଞ୍ଚାଳନପାଇଁ ରୋଗୀର ଚର୍ମକୁ ସମାଜ୍ କରନ୍ତୁ ।
ରୋଗୀ ଚେତାଶୁନ୍ୟ ହୋଇଥିଲେ, ତା’ ପାଟିରେ କୌଣସି ଜିନିଷ ପୁରାଇ ରଖନ୍ତୁ ନାହିଁ ।
ପାଟି ଖୋଲିବା ପାଇଁ କିଛି ପୁରାଉଥିଲେ , ସଙ୍ଗେ ସଙ୍ଗେ ବାହାର କରି ଆଣିବା ଦରକାର ।
ଆଚେତ ଅବସ୍ଥାରେ ରୋଗୀ ଥିଲେ ତାଙ୍କୁ ପାଣି ପିଆନ୍ତୁ ନାହିଁ ।
ରୋଗୀକୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ ।
ଅତ୍ୟଧିକ ତାପମାତ୍ରା ରୋଗର କାରଣ
ଆମେ ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ରହୁ ।
ତେଣୁ ଅଳ୍ପ ବହୁତେ ଅଧିକ ଖରା ସହ ଆମେ କିଛି ମାତ୍ରାରେ ଅଭ୍ୟସ୍ତ ।
ଏପ୍ରିଲ ମାସରେ ୪୫-୪୬ ଡିଗ୍ରୀ ସେଣ୍ଟିଗ୍ରେଡ୍ ର ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି ।
ଶରୀରର ବିଭନ୍ନ ଅଙ୍ଗରେ ଏହାର ପ୍ରଭାବ ପଡିଛି ।
ସାଧାରଣତଃ ଏହାର ପ୍ରଭାବ ଆଖି, ତ୍ଵଚା, ମୁହଁ, ଯାହାକି ବାହାରକୁ ଦେଖାଯାଏ, ତା’ର ଉପରେ ବେସୀ ପଡେ ।
ଏହାବ୍ୟତୀତ ଅତ୍ୟଧିକ ଖରାରେ କାମ କାଲେ ବ୍ୟକ୍ତି ଆଂଶୁଘାତର ଶିକାର ହୁଏ ।
ଏଣୁ ଅତ୍ୟଧିକ ଖରାରେ କାର୍ଯ୍ୟ କରନ୍ତୁ ନାହିଁ କି ବାହାରକୁ ବାହାରନ୍ତୁ ନାହିଁ ।
ଅତି ଜରୁରି ଥିଲେ ସାଙ୍ଗରେ ଛତା, କଳା ଚଷମା, ଟୋପି ପାଣି ଓ ଓଦା ଗାମୁଛା ନେଇ ଯାଆନ୍ତୁ ।
ବିଶେଷ କରି ଡାଇବେଟିସ୍, ବ୍ଲଡ୍ ପ୍ରେସର ଓ ମାନସିକ ରୋଗୀ ଏବଂ ଆଜ୍ମା ରୋଗରେ ଔଷଧ ଖାଉଥିବା ବ୍ୟକ୍ତି ଅଧିକ ସତର୍କ ରହିବା ଜରୁରି ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment