Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
dd894051
Commit
dd894051
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1d45bbf2
Changes
1
Hide whitespace changes
Inline
Side-by-side
Showing
1 changed file
with
33 additions
and
0 deletions
+33
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia192.txt
...gual-corpora/vikaspedia.in/vikashpedia_health_odia192.txt
+33
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia192.txt
0 → 100644
View file @
dd894051
ସୂର୍ଯ୍ୟ କିରଣର ଉପକାରିତା
ହୃଦ୍ରୋଗରୁ ରକ୍ଷା କରିଥାଏ ସୂର୍ଯ୍ୟ କିରଣ
ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ହୃଦ୍ ଜନିତ ରୋଗ ବୃଦ୍ଧି ପାଇବାରେ ଲାଗିଛି ।
ଯାହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ତେବେ ଏପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ନୂଆ ପଦ୍ଧତି ବାହାର କରିଛନ୍ତି ଗବେଷକମାନେ ।
ଗବେଷଣାରୁ ଜଣାପଡ଼ିଛି ସକାଳର ସୂର୍ଯ୍ୟକିରଣ ସେବନ କରୁଥିବା ମହିଳାମାନଙ୍କ କ୍ଷେତ୍ରରେ ହୃଦ୍ରୋଗ କମ୍ ଦେଖାଦେଇଥାଏ ।
ଏହି ମହିଳାମାନେ ଅନ୍ୟମାନଙ୍କ ତୁଳନାରେ ସୁସ୍ଥ ରହିଥାନ୍ତି ।
ଏହି ଗବେଷଣାରେ ସାମିଲ ମହିଳାଙ୍କ ଉପରେ ୨୦ ବର୍ଷ ଧରି ନଜର ରଖାଯାଇଥିଲା ।
ତେବେ ଗବେଷକମାନେ ଆହୁରି କହିଛନ୍ତି, ଅଧିକ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସୁଥିବା ମହିଳାଙ୍କୁ ତ୍ୱଚା କ୍ୟାନସର ହେବାରେ ସମ୍ଭାବନା ରହିଥିଏ ।
ତେଣୁ ଅଧିକ ଖରାରେ ରହିବା ଶରୀର ପ୍ରତି କ୍ଷତିକାରକ ହୋଇଥାଏ ।
ଏକ ସର୍ଭେ ଅନୁସାରେ ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ରହୁଥିବା ଲୋକଙ୍କଠାରେ ଅଧିକ ହୃଦ୍ ଜିନତ ସମସ୍ୟା ଦେଖା ଦେଇଥାଏ ।
ବ୍ଲଡ କ୍ୟାନସର ହେବା ଆଶଙ୍କା କମାଇଥାଏ
ସମସ୍ତଙ୍କୁ ଜଣା ଅଛି ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ହୋଇଥାଏ ।
ସୂର୍ଯ୍ୟକିରଣଠାରୁ ଦୂରରେ ରହିଲେ କିମ୍ବା କମ୍ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନର ରହୁଥିବା ଲୋକେ ମଧ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ଏକ ପରୀକ୍ଷାରୁ ଜଣାପଡିଛି ।
ତେବେ ଶୀତଦିନିଆ ସକାଳର ସୂର୍ଯ୍ୟକିରଣ ବହୁ ମାତ୍ରାରେ ଏହି ରୋଗଠାରୁ ଦୂରେଇ ରଖିଥାଏ ।
ଶୀତଦିନିଆ ସକାଳର ସୂର୍ଯ୍ୟକିରଣରେ ଭରପୂର ମାତ୍ରାରେ ଭିଟାମିନ-ଡି ରହିଥାଏ ।
ଶୀତଦିନେ ସକାଳେ ଖରାରେ ବସିଲେ ଶରୀରକୁ ବହୁତ ଭିଟାମିନ-ଡି ମିଳିଥାଏ ।
ଯାହା ବ୍ଲଡ କ୍ୟାନସର ପରି ରୋଗ ହେବାର ଆଶଙ୍କାକୁ କମାଇ ଥାଏ ।
୧୩୨ଟି ଦେଶରେ ବ୍ଲଡ କ୍ୟାନସରକୁ ନେଇ ଏକ ସର୍ଭେ କରାଯାଇଥିଲା ।
ଯେଉଁଥିରୁ ବୈଜ୍ଞାନିକମାନେ ପ୍ରମାଣ ପାଇଛନ୍ତି ଯେ, ଭୂମଧ୍ୟ ସାଗରୀୟ ଅଞ୍ଚଳରେ ରହୁଥିବା ଲୋକଙ୍କ ତୁଳନାରେ ଉଚ୍ଚ ଅକ୍ଷାଂଶରେ ବସବାସ କରୁଥିବା ଲୋକଙ୍କୁ ବ୍ଲଡ କ୍ୟାନସର ହେବାର ଅଧିକ ସମ୍ଭାବନା ରହିଛି ।
ଫିଲୋଫାନିଆ ୟୁନିଭର୍ସିଟି ପ୍ରଫେସର ସେର୍ଡିକ ଗାରଲେଡଙ୍କ କହିବା ଅନୁସାରେ ଭିଟାମିନ-ଡି ଅଭାବରୁ ବ୍ଲଡ କ୍ୟାନସର ଭଳି ମାରାତ୍ମକ ରୋଗ ହେବାର ଆଶଙ୍କା ଅଧିକ ଥାଏ ।
ବିଶେଷ କରି ମେରୁ ଅଞ୍ଚଳରେ ଥିବା ଦେଶ ଅଷ୍ଟ୍ରେଲିଆ, ନ୍ୟୁଜଲ୍ୟାଣ୍ଡ, ଆୟାରଲ୍ୟାଣ୍ଡ ଓ ଚିଲି ଭଳି ଦେଶରେ ବ୍ଲଡ କ୍ୟାନସର ରୋଗୀ ଅଧିକ ଦେଖାଯାଇଥାନ୍ତି ।
ଗାରଲେଡ କହିଛନ୍ତି, ଯେଉଁ ବ୍ୟକ୍ତି ପରାବୈଜ୍ଞାନୀ-ବି(ୟୁୱିବି) କିରଣଠାରୁ ଦୂରରେ ରହିଥାନ୍ତି କିମ୍ବା ଏମିତି ସ୍ଥାନରେ ରୁହନ୍ତି ଯେଉଁଠାରେ ସୂର୍ଯ୍ୟକିରଣ କମ୍ ପଡିଥାଏ ସେମାନଙ୍କ ରକ୍ତରେ ଭିଟାମିନ-ଡିର ଅଭାବ ଦେଖାଦେଇଥାଏ ।
ରକ୍ତଚାପକୁ ନିୟନ୍ତ୍ରିତ କରେ ସୂର୍ଯ୍ୟକିରଣ
ସୂର୍ଯ୍ୟ କିରଣରୁ ଭିଟାମିନ୍ ଡି ମିଳଥାଏ ।
ସୂର୍ଯ୍ୟ କିରଣ ରକ୍ତଚାପ ମଧ୍ୟ ହ୍ରାସ କରିଥାଏ ।
ତେବେ ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡିଛି, ବ୍ରିଟେନ୍ ସ୍ଥିତ ୟୁନିଭରସିର୍ଟି ଅଫ୍ ସାଉଥମେଟନ୍ର ଗବେଷକ କହିଛନ୍ତି ଯେ, ସୂର୍ଯ୍ୟକିରଣ ଚର୍ମର ଓ ରକ୍ତରେ ମହଜୁଦ୍ ଥିବା ନାଇଟ୍ରିକ୍ ଅକ୍ସାଇଟର ସ୍ତର ପରିବର୍ତ୍ତନ କରିଥାଏ ।
ଚର୍ମରୁ ମିଳୁଥିବା ନାଇଟ୍ରିକ୍ ଅକ୍ସାଇଟ୍ ରକ୍ତଚାପ ନିୟନ୍ତ୍ରିତ କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଥାଏ ।
ସୂର୍ଯ୍ୟ କିରଣର ସଂର୍ଶ୍ପରେ ଆସିବା ଦ୍ୱାରା ଏହା କିଛି ପରିମାଣର ଚର୍ମ ବ୍ୟତୀତ ରକ୍ତ ପ୍ରବାହରେ ସାମିଲ ହୋଇଥାଏ ।
ଏହା ଦ୍ୱାରା ରକ୍ତ ଧମନୀରେ ଚାପ କମ୍ ହେବା ସହ ରକ୍ତଚାପ ହ୍ରାସ ହୋଇଥାଏ ।
ଗବେଷକଙ୍କ ମତରେ, ଅଧିକ ସମୟ ଯାଏଁ ସୂର୍ଯ୍ୟ କିରଣରେ ରହିବା ଦ୍ୱାରା ଚର୍ମ କର୍କଟ ହେବାର ଆଶଙ୍କା ରହିଛି ।
ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସକାଳ ପ୍ରଥମ ସୂର୍ଯ୍ୟ କିରଣରେ ଭ୍ରମଣ କରିବା ଉଚିତ ।
ଯାହାଦ୍ୱାରା ଆମ ସ୍ୱାସ୍ଥ୍ୟ ଭଲ ରହିଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment