Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
7f15663e
Commit
7f15663e
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
53dd38c8
Changes
1
Show whitespace changes
Inline
Side-by-side
Showing
1 changed file
with
23 additions
and
0 deletions
+23
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia23.txt
...ngual-corpora/vikaspedia.in/vikashpedia_health_odia23.txt
+23
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia23.txt
0 → 100644
View file @
7f15663e
ଆମ୍ବପତ୍ରର ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ
ଆମ୍ବପତ୍ର
ଆମ୍ୱ ଏପରି ଏକ ସୁସ୍ୱାଦୁ ଫଳ, ଯାହାକୁ ଖାଇବା ପାଇଁ ସମସ୍ତେ ପସନ୍ଦ କରନ୍ତି ।
ଏଥିପାଇଁ ଆମ୍ୱକୁ ଫଳମାନଙ୍କ ରାଜା ବୋଲି ମଧ୍ୟ କୁହାଯାଏ ।
ଗ୍ରୀଷ୍ମ ଦିନରେ ପ୍ରଚୁର ମାତ୍ରାରେ ଫଳୁଥିବା ଆମ୍ୱ କେବଳ ସ୍ୱାଦିଷ୍ଟ ନୁହେଁ ଏଥିରେ ଭରି ରହିଛି ଅନେକ ଔଷଧୀୟ ଗୁଣ ।
ମୋତିଆବିନ୍ଦୁ, ମୋଟାପଣ ଆଦି ସହ କ୍ୟାନସର ଭଳି ରୋଗରୁ ରକ୍ଷା କରିବାର ଶକ୍ତି ଆମ୍ୱ ପାଖରେ ରହିଛି ।
ତେବେ ଆମ୍ବ ପରି ଆମ୍ବପତ୍ରରେ ମଧ୍ୟ ରହିଛି ଅନେକ ଔଷଧୀୟ ଗୁଣ ।
ମଧୁମେହ, ଶ୍ୱାସ ରୋଗ ଭଳି ଅନେକ ରୋଗ ପାଇଁ ଆମ୍ବପତ୍ର ବେଶ ଲାଭଦାୟକ ସାବ୍ୟସ୍ତ ହୋଇଥାଏ ।
ତେବେ ଆସନ୍ତୁ ଜାଣିବା ଆସନ୍ତୁ ଜାଣିବା ଆମ୍ବପତ୍ର ଆମ ସ୍ୱାସ୍ଥ୍ୟ ପାଇଁ କିପରି ଲାଭଦାୟକ ହୋଇଥାଏ ଓ ଏହାକୁ କେମିତି ବ୍ୟବହାର କରିବା
ଔଷଧୀୟ ଗୁଣ
ଆମ୍ୱପତ୍ରକୁ ପାଣିରେ ପକାଇ ସେହି ପାଣିରେ ସ୍ନାନ କଲେ ଉଚ୍ଚ ରକ୍ତଚାପରୁ ମୁକ୍ତି ମିଳିଥାଏ ।
ପେଟରେ ହେଉଥିବା ଷ୍ଟୋନର ଚିକିତ୍ସା ପାଇଁ ଆମ୍ବପତ୍ର ଖୁବ୍ ଉପକାରୀ ।
ଆମ୍ୱପତ୍ରକୁ ଗୁଣ୍ଡକରି ପ୍ରତିଦିନ ସେବନ କଲେ ପେଟରୁ ଷ୍ଟୋନ ବାହାରିଯାଏ ।
କିଛି ଲୋକଙ୍କର ବାରମ୍ବାର ହାକୁଟି ହୁଏ ।
ହାକୁଟି ସମସ୍ୟାରୁ ଆମ୍ୱପତ୍ର ମୁକ୍ତି ଦେଇ ପାରିବ ।
ଆମ୍ୱପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ କୁଳି କଲେ ହାକୁଟି ସମସ୍ୟା ଦୂର ହୋଇଥାଏ ।
ଶ୍ୱାସ ସମ୍ୱଦ୍ଧୀୟ ସମସ୍ୟା ଥିଲେ ଆମ୍ୱପତ୍ର ଲାଭକାରୀ ହୋଇଥାଏ ।
ଆମ୍ୱପତ୍ରର କାଢ଼ା ବନାଇ ପିଇଲେ ଏହି ସମସ୍ୟାରୁ ଆରାମ ମିଳେ ।
ଆମ୍ୱପତ୍ରରେ ଆଣ୍ଟି ଡାଏବେଟିସ୍ ଗୁଣ ରହିଥାଏ ।
ଏହା ଶରୀରର ସୁଗାର ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ।
ଆମ୍ୱପତ୍ରକୁ ଶୁଖାଇ ତାହାର ଗୁଣ୍ଡକୁ ନିୟମିତ ସେବନ କଲେ ସୁଗାର ନିୟନ୍ତ୍ରଣରେ ରହେ ।
ସତେଜ ଆମ୍ବପତ୍ରକୁ ପ୍ରତିଦିନ ସକାଳେ ଖାଲି ପେଟରେ ଖାଇଲେ ଟ୍ୟୁମର ପରି ରୋଗରୁ ମୁକ୍ତି ମିଳିପାରିବ ।
ଏହାଛଡା ଆମ୍ୱପତ୍ରରେ ଆଣ୍ଟିବ୍ୟାକ୍ଟେରିଆଲ ଗୁଣ ଥାଏ ଯାହା ଇନଫେକ୍ସନ୍ ବା ସଂକ୍ରମଣରୁ ଆମକୁ ସୁରକ୍ଷା ଦେଇଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment