Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
06d1d980
Commit
06d1d980
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
4cbd4906
Changes
1
Hide whitespace changes
Inline
Side-by-side
Showing
1 changed file
with
21 additions
and
0 deletions
+21
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia196.txt
...gual-corpora/vikaspedia.in/vikashpedia_health_odia196.txt
+21
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia196.txt
0 → 100644
View file @
06d1d980
ହାର୍ଟ ରୋଗର ଚିକିତ୍ସା କରିବ ମେସିନ
ଇଂଟେଲିଜେନ୍ସ ଟେକନିକ୍
ଚିକିତ୍ସକ ଏବେ ହୃଦୟ ସମ୍ବନ୍ଧୀୟ ରୋଗରୁ ନେଇ କ୍ୟାନସର ଯାଏ , ସବୁ ରୋଗର ସଠିକ୍ ଚିକିତ୍ସାକରିପାରିବେ ।
ଏହା କେବଳ ସମ୍ଭବ ହୋଇପାରିବ ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଟେକନିକ୍ ଦ୍ୱାରା ।
ଡାକ୍ତରମାନେ ହୃଦୟ ସମ୍ବନ୍ଧୀୟ ରୋଗ ବିଷୟରେ ଜାଣିବାକୁ ହାର୍ଟବିଟର ଯାଂଚ କରିଥାନ୍ତି ।
ଅନୁଭବୀ ଡାକ୍ତର ମଧ୍ୟ ରୋଗକୁ ଜାଣିପାରିନଥାନ୍ତି ।
ଅନେକ ଥର ଦେଖାଯାଏ ରୋଗୀକୁ ସୁସ୍ଥ ଥିବା ଆଶ୍ୱାସନା ଦେଇ ଘରକୁ ପଠାଇଦେଇଥାନ୍ତି ।
ପୁଣି ଅନାବଶ୍ୟକ ରୂପରେ ସର୍ଜରୀ ପାଇଁ କୁହାଯାଇଥାଏ ।
ବ୍ରିଟେନର ବୈଜ୍ଞାନିକମାନେ ଏମିତି ଆର୍ଟିଫିସିଅଲ୍ ଇଂଟେଲିଜେନ୍ସ ଟେକନିକକୁ ବିକଶିତ କରିଛନ୍ତି ।
ଯାହା ହୃଦୟ ରୋଗର ଶୀଘ୍ର ଏବଂ ସଠିକ୍ ରୂପରେ ପତ୍ତା କରିପାରେ ସକ୍ଷମ ହେବ ।
ଏଆଇ ଟେକନିକ୍ ସ୍କାନ୍ ରେ ଦେଖାଯାଉଥିବା ଏହି ଛୋଟ ସୂଚନାଗୁଡିକ ମଧ୍ୟ ପତ୍ତା ଲଗାଇଥାଏ ।
ଯାହାକୁ ଡାକ୍ତରମାନେ ଦେଖିପାରିନଥାନ୍ତି ।
ଯାଂଚ ପରେ ସିଷ୍ଟମ ଏହା ବି ଜଣାଯେ ରୋଗକୁ ହୃଦଘାତର ସମସ୍ୟା ଅଛି ନା ନାହିଁ ।
ହୃଦୟର ସ୍କାନ୍
ବ୍ରିଟେନର ରାଡକ୍ଲିଫ୍ ହସ୍ପିଟାଲରେ ବିକଶିତ କରାଯାଇଥିବା ଅଲଟ୍ରୋମିକ୍ସ ନାମକ ଏହି ସିଷ୍ଟମକୁ ଏକ ହଜାର ରୋଗୀଙ୍କ ଠାରେ ପ୍ରୟୋଗ କରାଯାଇଥିଲା ।
ସେମାନଙ୍କର ହୃଦୟର ସ୍କାନ୍ କରି ରୋଗ ବିଷୟରେ ଜାଣିବାର ପ୍ରୟାସ କରାଯାଇଥିଲା ।
ଏହି ସବୁ ରୋଗୀଙ୍କ ଚିକିତ୍ସା ଚିକିତ୍ସକ ପ୍ରଫେସର ପାଉଲ ଲିଜନ କରିଥିଲେ ।
ପ୍ରୟୋଗରେ ଏଆଇ ସିଷ୍ଟମ ଲିଜନଙ୍କ ଠାରୁ ଭଲ ପ୍ରଦର୍ଶନ କରିଥିଲା ।
ବ୍ରିଟେନର ଏକ ଷ୍ଟାଟଅପ୍ , ଫୁସଫୁସରେ କ୍ୟାନସରର ପତ୍ତା ଲଗାଇବା ପାଇଁ ମଧ୍ୟ ଏଆଇଂ ସିଷ୍ଟମ ତିଆରି କରିଥିଲେ ।
ଏହା କୋଷିକାମାନଙ୍କ ସମୁହ Nodules ର ଯାଂଚ କରିଥାଏ ।
ପୁଣି ଏହା ମଧ୍ୟ ଦର୍ଶାଇଥାଏ ଯେ ଏହି Nodules ଆଗକୁ କ୍ୟାନସରର ରୂପ ନେବ ନା ନାହିଁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment