Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
0858dd27
Commit
0858dd27
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ef6df318
Changes
1
Hide whitespace changes
Inline
Side-by-side
Showing
1 changed file
with
27 additions
and
0 deletions
+27
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia61.txt
...ngual-corpora/vikaspedia.in/vikashpedia_health_odia61.txt
+27
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia61.txt
0 → 100644
View file @
0858dd27
ପାଦର ହ୍ରାସ ଏବଂ ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର
ପାଦ ଫାଟିବା
ପାଦ ଫାଟିବା ପୁରୁଷ ଏବଂ ସ୍ତ୍ରୀ ମାନଙ୍କର ଏକ ସାଧାରଣ ରୋଗ ।
ଏହା ସାଧାରଣତଃ ଶୀତ ଦିନେ ହୋଇଥାଏ କିନ୍ତୁ କିଛି ଲୋକଙ୍କର ସବୁ ଋତୁରେ ହୋଇଥାଏ ।
ଘରୋଇ ଉପଚାର
ଝୁଣା
ଶଳା ଝୁଣାକୁ ଗୁଣ୍ଡ କରି ଘିଅ ସହ ମିଶାଇ ଫାଟିଥିବା ଜାଗାରେ ୫-୧୦ ମରାନ୍ତୁ ।
ଦିନକୁ ୨-୩ ଥର ଏମିତି କଲେ ପଢା ଫଟା ପାଇଁ ଭଲ କାମ ଦିଏ ।
ଆମ୍ବ ପତ୍ର
କିଛି ଆମ୍ବ ପତ୍ରକୁ ବାଟି ରସ ସଂଗ୍ରହ କରନ୍ତୁ |ଶୋଇବା ପୂର୍ବରୁ ଏହି ରସକୁ ପାଦ ଫାଟି ଥିବା ଜାଗାରେ ମାଲିସ କରି ଆମ୍ବ ପତ୍ରକୁ ପଟି କରି ତାଉପରେ ବାନ୍ଧି ଦିଅନ୍ତୁ |ସକାଳୁ ଏହାକୁ ବାହାର କରି ଟିକେ ଗରମ ପାଣିରେ ଧୋଇ ଦିଅନ୍ତୁ |
ଅଣ୍ଡା କେଶର
ଗୋଟେ ଅଣ୍ଡା ନେଇ ସେଇଥିରୁ ଅଣ୍ଡା କେଶରକୁ ଅଲଗା କରନ୍ତୁ |କେଶରକୁ ଟିକେ ଫେଣ୍ଟି ଫାଟିଥିବା ଜାଗାରେ ମାଲିସ କରନ୍ତୁ |୫ ମିନଟପରେ ଲେମ୍ବୁ ଚୋପରେ କିଛିଇ ଲୁଣ ଲଗାଇ ଏଥିରେ ମାଲିସ କରନ୍ତୁ |କିଛି ସମୟ ପରେ ଏହାକୁ ଧୋଇ ଦିଅନ୍ତୁ |
ଭିନେଗାର
ଭିନେଗାରରେ କିଛି ଦହି ମିଶାଇ ପାଦ ଫାଟିଥିବା ଜାଗାରେ ମାଲିସ କରନ୍ତୁ |୧୦ ମିନଟ ପରେ ଧୋଇ ଦିଅନ୍ତୁ |ଏହା ପଦଫଟା କୁ ଦୂର କରିବା ସହ ପାଦକୁ ନରମ ରଖେ |
ସୋରିଶ ତେଲ
ରସୁଣର କିଛିଇ କୋଲକୁ ସୋରିଷ ତେଲରେ ଫୁଟାନ୍ତୁ |ଶୋଇବା ପୂର୍ବରୁ ସେହି ଗରମ ତେଲକୁ ପାଦ ଫଟା ଜାଗାରେ ମାଲିସ କଲେ ପଦଫଟାରୁ ଭଲ ଉପଶମ ମିଳେ |
ବେକିଂଗ ସୋଢା ଏବଂ ସେଓ ରସ
ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ ଗୋଟିଏ କପ ସେଓ ରସ ମିଶାଇ ପଦାକୁ ଡୁବାଇ ରଖନ୍ତୁ |୧୫ ମିନଟ ପରେ ପଦାକୁ ବାହାରକରି ଗୋଟିଏ ଶୁଖିଲା ଟାୟେଲରେ ଭଲଭାବେ ପୋଛି ଦିଅନ୍ତୁ | ୧୫ ମିନଟ ପରେ ପୁଣିଥରେ ପତ୍ରରେ ପାଣିନେଇ ୪-୫ ଚାମଚ ବେକିଙ୍ଗ ସୋଢା ମିଶାଇ ୫ ମିନଟ ପାଇଁ ଡୁବାଇ ରଖନ୍ତୁ |ତାପରେ ବାହାରକରି ପଢାକୁ ଭଲଭାବେ ପୋଛି ଦିଅନ୍ତୁ |ଏହା ଆପଣଙ୍କ ପଦାକୁ ପଦଫଟା, ଜୀବାଣୁ ଏବଂ କଣନଖାରୁ ଉପଶମ ଦେବ|
ପାଦରୁ ଝାଳ ବହରିବା
ଗ୍ରୀଷ୍ମ ଋତୁରେ ପ୍ରାୟ ଲୋକଙ୍କ ପଦରୁ ଝାଳ ବାହାରିବା ସାଧାରଣ କଥା |
ଘରୋଇ ଉପଚାର :
ଶୋଇବା ପୂର୍ବରୁ ପାଦକୁ ୧୫ -୨୦ ପର୍ଯ୍ୟନ୍ତ ଥଣ୍ଡା ପାଣିରେ ଡୁବାଇ ରଖନ୍ତୁ
ତାପରେ କିଛି ନଡ଼ିଆ ତେଲ ମାଲିସ କରନ୍ତୁ |
ଶୋଇବାବେଳେ ପଦାକୁ କପଡା ଦ୍ଵାରା ଆବଦ୍ଧ କରି ସୋଆନ୍ତୁ|
ପାଦ ଯନ୍ତ୍ରଣା :
କିଛି ଲେମ୍ବୁ ରସକୁ ପାଣିରେ ମିଶାଇ ୧୦-୧୫ ମିନଟ ପାଇଁ ପଦାକୁ ଡୁବାଇ ରଖନ୍ତୁ |ଏହା ପଦରୁ ଜୀବାଣୁ ଦୁରକରେ |
କିଛି ଲୁଣ କୁ ପାଣିରେ ମିଶାଇ ସେଥିରେ ପଦାକୁ ୧୦ ମିନଟ ପାଇଁ ଡୁବାଇ ରଖନ୍ତୁ |ଏହା ପଦରୁ ଯନ୍ତ୍ରଣା ଏବଂ ପାଦ ଜଲା ଦୂର କରେ |
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment