Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
141f0ca7
Commit
141f0ca7
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
76be03c0
Changes
1
Hide whitespace changes
Inline
Side-by-side
Showing
1 changed file
with
13 additions
and
0 deletions
+13
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia202.txt
...gual-corpora/vikaspedia.in/vikashpedia_health_odia202.txt
+13
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia202.txt
0 → 100644
View file @
141f0ca7
କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଏବଂ ଜୀବନରେଖା ଉଡାଣ ବିମାନ ମାର୍ଗଦର୍ଶିକା
କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକ ଓ ସେମାନଙ୍କ ଦେଖାରଖା କରୁଥିବା ଲୋକଙ୍କ ନିମନ୍ତେ ମାର୍ଗଦର୍ଶିକା
କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୂଆଦିଲ୍ଲୀସ୍ଥିତ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନର ବୟସ୍କ ଭେଷଜ ବିଭାଗ ପକ୍ଷରୁ କୋଭିଡ-19 ଲକଡାଉନ କାଳରେ ବରିଷ୍ଠ ନାଗରିକମାନଙ୍କ ଯତ୍ନ ଓ ଦେଖାରଖା କରୁଥିବା ଲୋକଙ୍କ ପାଇଁ ଏକ ମାର୍ଗଦର୍ଶିକା ଜାରି କରାଯାଇଛି ।
ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କ ନିକଟକୁ ପତ୍ର ଲେଖି ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟର ସଚିବ ଶ୍ରୀ ଆର. ସୁବ୍ରମଣ୍ୟମ କହିଛନ୍ତି ଯେ, 60 ବର୍ଷରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକମାନେ କୋଭିଡ-19 ସଂକ୍ରମଣରେ ସଂକ୍ରମିତ ହେବାର ଅଧିକ ସମ୍ଭାବନା ରହିଛି ।
ସେ ଦୃଷ୍ଟିରୁ ବିଭିନ୍ନ ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ନାଗରିକଙ୍କ କଲ୍ୟାଣ ଦିଗରେ କାର୍ଯ୍ୟ କରୁଥିବା ସ୍ଵେଚ୍ଛାସେବୀ ସଙ୍ଗଠନଗୁଡିକ ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି ସହ ମାର୍ଗଦର୍ଶୀକାର ପ୍ରଚାର ପ୍ରସାର କରିବାକୁ ପତ୍ରରେ ଉଲ୍ଲେଖ କରିଛନ୍ତି ।
ମାର୍ଗଦର୍ଶିକାର ସବିଶେଷ ବିବରଣୀ ଲାଗି ନିମ୍ନ ପ୍ରଦତ୍ତ ଲିଙ୍କରେ ଯାଆନ୍ତୁ ।
ଜୀବନରେଖା ଉଡାଣ ବିମାନ ଦେଶର ବିଭିନ୍ନ ସ୍ଥାନରେ ପହଞ୍ଚାଇଲା 541 ଟନରୁ ଊର୍ଦ୍ଧ୍ଵ ଔଷଧ
କୋଭିଡ-19 ବିରୁଦ୍ଧରେ ସଂଗ୍ରାମ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଦ୍ଵାରା କରାଯାଇଥିବା ଜୀବନରେଖା ଉଡାନ କାର୍ଯ୍ୟରେ ଦେଶର ଦୂରଦୂରାନ୍ତ ଅଞ୍ଚଳରେ ଔଷଧପତ୍ର ପହଞ୍ଚାଯାଉଛି ।
ଏହି କାର୍ଯ୍ୟକ୍ରମ ଅନଧିନରେ ଏୟାର ଇଣ୍ଡିଆ, ଆଲିଆନ୍ସ ଏୟାର, ଭାରତୀୟ ବାୟୁସେନା ଓ ଅନ୍ୟାନ୍ୟ ଘରୋଇ ବିମାନ ସଂସ୍ଥା 316ଟି ଉଡାଣ କରିଛନ୍ତି ।
କେବଳ ଏୟାର ଇଣ୍ଡିଆ ଓ ଆଲିଆନ୍ସ ଏୟାର ଦ୍ଵାରା 196ଟି ଉଡାଣ କରାଯାଇଛି ।
ଏପର୍ଯ୍ୟନ୍ତ 541.33 ଟନ ଔଷଧପତ୍ର ପହଞ୍ଚାଯାଇଥିବାବେଳେ 3,14,965 କିଲୋମିଟର ଦୂର ରାସ୍ତା ଯାତ୍ରା କରାଯାଇଛି ।
ଜମ୍ମୁ-କଶ୍ମୀର, ଲଦାଖ, କେତେକ ଦୀପାଞ୍ଚଳ ଓ ଉତ୍ତରପୂର୍ବାଞ୍ଚଳରେ ରୋଗୀ ଓ ଔଷଧପତ୍ର ନେବା ପାଇଁ ପବନ ହଂସ ହେଲିକପ୍ଟରର ମଧ୍ୟ ସହାୟତା ନିଆଯାଇଛି ।
20 ତାରିଖ ପର୍ଯ୍ୟନ୍ତ ପବନ ହଂସ 1.90 ଟନ ମାଲ ପରିବହନ କରିଥିବା ବେଳେ 6,537 କିଲୋମିଟର ଯାତ୍ରା ଅତିକ୍ରମ କରିଛି ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment