Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
1fd52341
Commit
1fd52341
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
3c7d7ce9
Changes
1
Hide whitespace changes
Inline
Side-by-side
Showing
1 changed file
with
71 additions
and
0 deletions
+71
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_37
...lingual-corpora/odiasahitya.com/sent_odiasahitya_galpa_37
+71
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_galpa_37
0 → 100644
View file @
1fd52341
ପୂଜା ନା ସଜା ?
ତା: ଡିସେମ୍ବର୍ ୩୦, ୨୦୧୧
ମୂଳ ପୃଷ୍ଠା → ଗଳ୍ପ →
ଆଗରୁ ପୂଜା ସିଜନ ଆସିଲେ ମଜା ଲାଗୁଥିଲା ।
ମନ ଫୁର୍ତ୍ତି ଲାଗୁଥିଲା ।
ମନରେ ଆନନ୍ଦ ଆସୁଥିଲା ।
ଆଜିକାଲି ପୂଜା ସିଜନ ଆସିଗଲେ କିଛି ମଜା ଲାଗୁନି, ବରଂ ସଜା ପାଇଲା ଭଳି ଲାଗୁଛି ।
ଆପଣ ପଚାରିବେ ତାହା କେମନ୍ତ ? କହୁଛି ।
ପ୍ରଥମେ ତ ଘର ଲୋକମାନଙ୍କ ନୂଆ ଲୁଗାପଟା କିଣିକିଣି ମୁଁ ଚନ୍ଦା ହେବା ଅବସ୍ଥାରେ ।
ପୂଜାରେ ନୂଆ ଲୁଗାପଟା ହେବ- ଏ ନୀତିଟି କିଏ ଆରମ୍ଭ କରିଛନ୍ତି ମୁଁ ଜାଣିପାରିଲେ ତାଙ୍କ ତଣ୍ଟି କଣା କରି ଦିଅନ୍ତି ।
ପୂଜାବେଳେ ପୁଣି ଦୋକାନୀମାନେ ନୂଆ ନୂଆ ଫେସନ୍ର ପୋଷାକପତ୍ରର ସମ୍ଭାର କ୍ରେତାମାନଙ୍କ ଆଗରେ ଢାଳିଦିଅନ୍ତି ।
ବାସ୍, ମୁଁ ଚନ୍ଦା ।
ମୋତେ ଆହୁରି ଚନ୍ଦା କରିବା ପାଇଁ ଏଇ ସମୟରେ ଆସି ପହଞ୍ଚି ଯାଇଛନ୍ତି ଚାନ୍ଦାବାଲାମାନେ ।
ହାତରେ ସେମାନଙ୍କର ରସିଦ୍ ବହି ।
କେତେକେ ସେତକ ବି ଆଣୁନାହାଁନ୍ତି ।
କଳା ଚଷମା ଉହାଡୁ ଆପଣଙ୍କ ଔକାତ୍ ମାପି ଫରମାନ ଜାରି କରିଦେଉଛନ୍ତି; ଆପଣଙ୍କ ଚାନ୍ଦା ଏତିକି ।
ପ୍ରତିବାଦ କଲେ ଚାନ୍ଦା ପରିମାଣ ବଢ଼ି ବଢ଼ି ଯାଏ ।
ନ ଦେଲେ ଆପଣଙ୍କ ଘରର ଫୁଲକୁଣ୍ଡଗୁଡ଼ିକ ଭାଙ୍ଗିବ ।
ଘର ସାମ୍ନାରେ ବୋଲୁଅ ପଡ଼ିବ ।
ଆହୁରି କଣ କଣ ହୋଇପାରେ ।
ତେଣୁ ଭଦ୍ରଲୋକମାନେ ଚାନ୍ଦା ଦେଇଦିଅନ୍ତି ।
ମୁଁ ବି ଦେଇଦିଏ ।
ଚାନ୍ଦାବାଲାମାନେ ଚାଲିଗଲା ପରେ ଆସିଯାଉଛନ୍ତି ବଖ୍ସିସ୍ ପ୍ରତ୍ୟାଶୀମାନେ ।
ସେମାନେ କୁଆଡ଼େ ବର୍ଷସାରା ମୋତେ ସର୍ଭିସ୍ ଦେଇଛନ୍ତି ।
ବର୍ଷସାରା ଏତେ ଲୋକ ମୋ ସେବାରେ ଥାଆନ୍ତି ତାହା ମୁଁ ପୂଜା ବେଳେ ହିଁ ଅନୁଭବ କରେ ।
ବଖ୍ସିସ-ଲୋକ ନିଜ ମର୍ଜିରେ ଯାହା ଖୁସି ଦେବା କଥା ।
କିନ୍ତୁ ଆଜିକାଲି ସେମିତି ଆଉ ହେଉନି ।
ବିଜୁଳିବାଲା ଆସି କହନ୍ତି- ବର୍ଷସାରା ଆଜ୍ଞା ଆପଣଙ୍କ ଘରେ ଲାଇନ୍ ଦେଲୁ, ବଖ୍ସିସ୍ ଦେଲାବେଳକୁ କୋଡ଼ିଏ ଟଙ୍କା ଦେଉଛନ୍ତି ।
ଅନ୍ତତଃ ପଚାଶ ଟଙ୍କା ନ ଦେଲେ ଆପଣଙ୍କ ଇଜ୍ଜତ୍ ରହୁଛି ନା ଆମ ଇଜ୍ଜତ୍ ରହୁଛି ! ଆପଣଙ୍କ ଇଜ୍ଜତ୍ ଆପଣ ନ ଜଗିଲେ ନାଇଁ, ଆମ ଇଜ୍ଜତ୍ ଆମେ ନିଶ୍ଚୟ ରକ୍ଷା କରିବୁ ।
ପଚାଶ ତଳକୁ ଆମେ ବଖ୍ସିସ୍ ନବୁନି ।
ବର୍ଷସାରା ଯେତେବେଳେ ଟେଲିଫୋନ୍ ଖରାପ ହେଲେ, ଟେଲିଫୋନ୍ ବାଲାଙ୍କୁ କମ୍ପ୍ଲାନ୍ ଦେଇ ଦେଇ ଥକିଯାଉ, ସେମାନଙ୍କ ଦେଖା ମିଳେନି, ପୂଜା ବେଳକୁ ସେମାନେ ଆସିଯାଆନ୍ତି ଆଉ କହନ୍ତି ମୋବାଇଲ୍ ହେଲା ପରେ ଆଉ ଆପଣ ଆମକୁ ଖୋଜୁନାହାନ୍ତି ଆଜ୍ଞା ।
ହେଲେ ଆମ ସମ୍ପର୍କ କଣ ଏତେ ଶୀଘ୍ର ତୁଟିଯିବ ! ବଖ୍ସିସ୍ଟା ଦିଅନ୍ତୁ ।
ତାପରେ ସେଲୁନବାଲା, ଧୋବା ଏପରିକି ଭୁସାମାଲ ଯେଉଁଠୁ ଆସେ ସେ ଦୋକାନର ପିଲାଟି ମଧ୍ୟ କହିଲା, ସାର୍ ମୋ ବଖ୍ସିସଟା ?
– ତୋର କି ବଖ୍ସିସ୍ ?
– ବାଃ ! ଆପଣଙ୍କୁ ଜିନିଷପତ୍ର ଓଜନ କରି ଦେଉଛି କିଏ ?
– ତୁ ।
– ତାହେଲେ ?
– ମାନେ ? ବୁଝିପାରିଲିନି ।
– ମୁଁ ଯଦି ଜିନିଷର ଓଜନ କମ ଦେଇଦେବି, ଆପଣ କଣ ବୁଝି ପାରିବେ ? ମୁଁ କହିଲି ନା ।
ହେଲେ ତା ସହିତ ବଖ୍ସିସ୍ର କଣ ସମ୍ପର୍କ ?
– ସମ୍ପର୍କ ଅଛି ନା ଆଜ୍ଞା ।
ଆପଣ ବଖ୍ସିସ୍ ନ ଦେଲେ ମୁଁ ସବୁବେଳେ ଆପଣଙ୍କ ଜିନିଷର ଓଜନ କମ କରି ଦେବି ।
ଚିନ୍ତା କରି ଦେଖନ୍ତୁ ମୋତେ ବଖ୍ସିସ୍ ଦେଲେ ଆପଣଙ୍କ ଲାଭ ।
– ତାହା କେମିତି ?
– ମୋତେ ବଖ୍ସିସ୍ ଦେଲେ ମୁଁ ଆଉ ଆପଣଙ୍କ ଜିନିଷପତ୍ରର ଓଜନ କମ୍ କରିବିନି ।
ବରଂ ଟିକେ ଅଧିକା କରି ଦେଇଦେବି ।
ବଖ୍ସିସ୍ ପର୍ବ ଅନ୍ତହୀନ ଭାବେ ଚାଲିଲା ।
ତା ଭିତରେ ପୂଜା ଆସିଗଲା ।
ପୂଜା ଆସିଲା ଯେ ମାଇକ୍ ନିର୍ଘୋସରେ ମୋର ନିଦର ସତ୍ୟାନାଶ ହୋଇଗଲା ।
ଦିବାରାତ୍ର କେତେ ଗୀତ ଶୁଣିବ ମଣିଷ ! ଗୋରୀ ତୋ ଗଛର କୋଳି ଭାରି ଖଟା, ଓଢ଼ଣୀ ହଲେଇ ଦେଲି ଲୋ ଓଡ଼ିଶା ଦୋହଲି ଗଲା- ଜାତୀୟ ଗୀତ ଶୁଣି ଶୁଣି ମୋ କାନ ତାବ୍ଦା ହୋଇଗଲା ।
ମଝିରେ ମଝିରେ କାନ ଅଇଁଠା କଲାପରି ଗୀତ ବି ବାଜୁଥିଲା ।
ତାକୁ ଶୁଣି ନ-ଶୁଣିଲା ହେଲି ।
ବଜାରକୁ ବାହାରିଲି ଯେ ଭିଡ଼ରେ ଅବସ୍ଥା ଖରାପ ।
ଇଆଡ଼େ ସବୁ ଜିନିଷର ଦାମ ଅଧିକ ।
କଣ- ନା ଆଜ୍ଞା ପୂଜା ବଜାର ।
– ପୂଜା ବଜାରରେ ଭେଣ୍ଡି ଦର କାହିଁକି ବଢ଼ିବ ?
– ପୂଜା ବଜାରରେ ସମସ୍ତଙ୍କ ଭାଉ ବଢୁଛି ଆଜ୍ଞା ।
ଭେଣ୍ଡିର ବଢ଼ିବନି ! ସମସ୍ତେ ଖୁସି ମେଜାଜରେ ଅଛନ୍ତି ।
ଆପଣ ଆଉ ଭେଣ୍ଡି ଦର ନେଇ ଝିକ୍ଝିକ୍ କରନ୍ତୁନି ।
ବଜାରରୁ ଘରକୁ ଫେରିଲି ଯେ, ଦେଖିଲା ବେଳକୁ ଘରେ ଅନେକ କୁଣିଆମଇତ୍ର ଆସି ପହଞ୍ଚିଯାଇଛନ୍ତି ।
କଣ- ନା ପୂଜାରେ ବୁଲି ଆସିଲୁ ।
ନିଅ ଏବେ ଏମାନଙ୍କ ପାଇଁ ଜଳଖିଆ ଆଣ ।
ଏମାନଙ୍କ ଦିପହର ଖାଇବା ବ୍ୟବସ୍ଥା କର ।
କୁଣିଆମାନେ ସବୁବେଳେ ସ୍ପେଶାଲ୍ କିଛି ଖାଆନ୍ତି ।
ସେଥିପାଇଁ ମୋତେ ପୁଣି ବଜାର ଧାଇଁବାକୁ ପଡ଼ିଲା ।
ପୂଜା ଅବସରରେ ମୋ ଘରଣୀ ଟିଭିରୁ ଯେଉଁ ରୋଷେଇ ଶିଖିଥିଲେ ତାକୁ କଲେ ।
କହିଲେ, ପୂଜା ବେଳେ ନୂଆ କିଛି ଖାଇବା ।
ସେ କଣ ରୋଷେଇ କରିଥିଲେ କହି ପାରିବିନି, ହେଲେ ତାକୁ ଖାଇ ମୋ ପେଟ ଗୋଳମାଳ ହୋଇଛି ।
ଏବେ ମୁଁ ଘରେ ଶୋଇଛି ।
ମୋ ଘର ଲୋକ ସମସ୍ତେ ପୂଜା ଦେଖିବାକୁ ଯାଇଛନ୍ତି ।
ଏବେ କୁହନ୍ତୁ ପୂଜା ମଜା ନା ସଜା ?
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment