Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
25d2ee00
Commit
25d2ee00
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
12c714d5
Changes
1
Hide whitespace changes
Inline
Side-by-side
Showing
1 changed file
with
20 additions
and
0 deletions
+20
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia221.txt
...gual-corpora/vikaspedia.in/vikashpedia_health_odia221.txt
+20
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia221.txt
0 → 100644
View file @
25d2ee00
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (RSBY)
ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟତା
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ସରକାରଙ୍କର ଦାରିଦ୍ର ସୀମାରେଖା ତଳେ ଥିବା (BPL) ଏବଂ ଅଣସଂଗଠିତ ଶ୍ରମିକ ମାନଙ୍କର ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ।
୨୦୧୩ -୧୪ ମସିହାରେ BPL ପରିବାର ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ଶ୍ରମିକ ଓ ପଞ୍ଜୀକୃତ କୋଠାବାଡି ନିର୍ମାଣ ଶ୍ରମିକ (OB&OCW) ମାନଙ୍କୁ ଏହି ଯୋଜନାରେ ୬୪ KBRSBY Smart Card ଦିଆଯାଉଛି ।
ଏହି ଯୋଜନାରେ ପଞ୍ଜୀକୃତ ପରିବାରର ୫ଜଣ ସଦସ୍ୟଙ୍କୁ ବାର୍ଷିକ ୩୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ପାନେଲଭୁକ୍ତ ୪୨୩ ଗୋଟି ସରକାରୀ ଓ ୧୫୮ ଗୋଟି ବେସରକାରୀ ଚିକିସ୍ଛାଳୟରେ ମିଳୁଅଛି ।
ଏହାଛଡା RSBY ଯୋଜନାରେ ପଞ୍ଜୀକୃତ ପରିବାରଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନା (BKKY Stream – II) ମାଧ୍ୟମରେ ଦୂରାରୋଗ୍ୟ ବ୍ୟାଧି (critical care disease) ପାଇଁ ମଧ୍ୟ ବାର୍ଷିକ ଆଉ ୭୦,୦୦୦ ଟଙ୍କା ଏହିଭଳି ମୋଟ ୧,୦୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ମିଳିବାର ବ୍ୟବସ୍ଥା ରହିଛି ।
ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ମଢ ରେ RSBY ହିତାଧିକାରୀ ପରିବାର ଆଉ ୩୦,୦୦୦ ଟଙ୍କା ର ଚିକିସ୍ଛାଳୟ ସୁବିଧା ପାଇପାରିବେ ।
ପ୍ୟାନେଲଭୁକ୍ତ ଚିକିସ୍ଛାଳୟ ଏହି ଯୋଜନାର ହିତାଧିକାରୀଙ୍କୁ କୌଣସି ଖଚ କରିବାକୁ ପଡେନାହଁ ।
ଚିକିସ୍ଛାଳୟ ହିତାଧିକାରୀଙ୍କର ଚିକିସ୍ଛା ବାବଦକୁ ସମସ୍ତ ଦେୟ ତାଙ୍କର RSBY Smart Card ରୁ କାଟି ରଖିଥାନ୍ତି ଓ ଯାତାୟତ ଖଚ ବାବଦକୁ ଥରକୁ ୧୦୦ ଟଙ୍କା ପ୍ରଦାନ କରିଥାନ୍ତି ।
ପଞିକୃତ ପରିବାର RSBY Smart Card କୁ ବ୍ୟବହାର କରି ନିମ୍ନ ଲିଖିତ ପ୍ୟାନେଲଭୁକ୍ତ ଚିକିସ୍ଛାଳୟରେ ମାଗଣାରେ ଚିକିସ୍ଛା ସୁବିଧା ହାସଲ କରନ୍ତୁ ।
ସ୍ମାର୍ଟ କାର୍ଡ
ଏହା ହେଉଛି ଏକ ବାୟୋମେଟ୍ରିକ କାର୍ଡ, ଯାହା ବିମଧାରୀଙ୍କୁ ଦିଆଯିବ ।
ଏଥିରେ ବିମଧାରୀଙ୍କ ସମସ୍ତ ବିବରଣୀ ତଥା ତାଙ୍କର ଆଙ୍ଗୁଠିଚିହ୍ନର ଛାପ ମଧ୍ୟ ସଂରକ୍ଷିତ ହୋଇରହିଥାଏ ।
ବିମଧାରୀଙ୍କୁ ଏହି ଯୋଜନା ମାଧ୍ୟମରେ ପାଇବା ପାଇଁ କାର୍ଡଟିକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇବାକୁ ପଡିବ ।
କାର୍ଡ କୌଣସି କାରଣରୁ ଖରାପ ହୋଇଯାଇଥିଲେ, ଆପଣ ଜିଲ୍ଲା କାର୍ଯାଳୟ ପାଖରେ ଟ.୬୦/- ପଇଠ କରାଇ ନୂଆ କାର୍ଡ ପାଇପାରିବେ ।
ଯଦି କାର୍ଡରେ ସଂରକ୍ଷିତ ବିବରଣୀ ଯଥା-ନାମ ଓ ବୟସ ଇତ୍ୟାଦିରେ କୌଣସି ପରିବର୍ତନ କିମ୍ବା ପରିବାରର ସଦସ୍ୟଙ୍କ ନାମ କାର୍ଡରେ ଦେବା ଆବଶ୍ୟକ ହୋଇଥାଏ, ତେବେ ସେହି କ୍ଷେତ୍ରରେ ବିମଧାରୀ ଜିଲ୍ଲା କିଓସ୍କଙ୍କ ସହ ସମ୍ପର୍କ କରି ଏହି ସୁବିଧା ସହଜରେ ପାଇପାରିବେ ।
ଯୋଜନରୁ ଫାଇଦା ପାଇବା ପାଇଁ ଉପାୟମାନ
ଏହି ଯୋଜନାରେ ଫାଇଦା ପାଇବା ପାଇଁ ବିମଧାରୀଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବାକୁ ପଡିଥାଏ ।
ଯୋଜନା ଅନ୍ତର୍ଗତ କାର୍ଡକୁ ପଞ୍ଜୀକୃତ ସରକାରୀ ଏବଂ ବେସରକାରୀ ସ୍ଵାସ୍ଥକେନ୍ଦ୍ରରେ ଦେଖାଇବା ।
ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଦ୍ଵାରା ଦାବି କରାଯାଉଥିବା ଧନରାଶି ପାଇଁ କାର୍ଡକୁ ସ୍ବାଇପ୍ କରାଯିବ (କାର୍ଡରେ ଖର୍ଚ୍ଚ ପରିମାଣ ଧନରାଶି ସମ୍ବନ୍ଧିତ ଅଙ୍କମାନ ରହିଥାଏ ), ଏହି ଧାନରାଶିକୁ କାର୍ଡରେ ସଂରକ୍ଷିତ ସର୍ବମୋଟ / ଧନରାଶି ପରିମାନରୁ କଟା ଯାଇଥାଏ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment