Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
25d2ee00
Commit
25d2ee00
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
12c714d5
Changes
1
Hide whitespace changes
Inline
Side-by-side
Showing
1 changed file
with
20 additions
and
0 deletions
+20
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia221.txt
...gual-corpora/vikaspedia.in/vikashpedia_health_odia221.txt
+20
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia221.txt
0 → 100644
View file @
25d2ee00
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା (RSBY)
ଯୋଜନାର ମୁଖ୍ୟ ବୈଶିଷ୍ଟ୍ୟତା
ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ଯୋଜନା ସରକାରଙ୍କର ଦାରିଦ୍ର ସୀମାରେଖା ତଳେ ଥିବା (BPL) ଏବଂ ଅଣସଂଗଠିତ ଶ୍ରମିକ ମାନଙ୍କର ପରିବାର ପାଇଁ ଏକ ସ୍ୱାସ୍ଥ୍ୟ ବୀମା ଯୋଜନା ।
୨୦୧୩ -୧୪ ମସିହାରେ BPL ପରିବାର ସମେତ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (MGNREGA) ଶ୍ରମିକ ଓ ପଞ୍ଜୀକୃତ କୋଠାବାଡି ନିର୍ମାଣ ଶ୍ରମିକ (OB&OCW) ମାନଙ୍କୁ ଏହି ଯୋଜନାରେ ୬୪ KBRSBY Smart Card ଦିଆଯାଉଛି ।
ଏହି ଯୋଜନାରେ ପଞ୍ଜୀକୃତ ପରିବାରର ୫ଜଣ ସଦସ୍ୟଙ୍କୁ ବାର୍ଷିକ ୩୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ପାନେଲଭୁକ୍ତ ୪୨୩ ଗୋଟି ସରକାରୀ ଓ ୧୫୮ ଗୋଟି ବେସରକାରୀ ଚିକିସ୍ଛାଳୟରେ ମିଳୁଅଛି ।
ଏହାଛଡା RSBY ଯୋଜନାରେ ପଞ୍ଜୀକୃତ ପରିବାରଙ୍କୁ ବିଜୁ କୃଷକ କଲ୍ୟାଣ ଯୋଜନା (BKKY Stream – II) ମାଧ୍ୟମରେ ଦୂରାରୋଗ୍ୟ ବ୍ୟାଧି (critical care disease) ପାଇଁ ମଧ୍ୟ ବାର୍ଷିକ ଆଉ ୭୦,୦୦୦ ଟଙ୍କା ଏହିଭଳି ମୋଟ ୧,୦୦,୦୦୦ ଟଙ୍କାର ଚିକିସ୍ଛା ସୁବିଧା ମିଳିବାର ବ୍ୟବସ୍ଥା ରହିଛି ।
ରାଜ୍ୟର ସମସ୍ତ ୩୦ଗୋଟି ଜିଲ୍ଲାରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟବୀମା ମଢ ରେ RSBY ହିତାଧିକାରୀ ପରିବାର ଆଉ ୩୦,୦୦୦ ଟଙ୍କା ର ଚିକିସ୍ଛାଳୟ ସୁବିଧା ପାଇପାରିବେ ।
ପ୍ୟାନେଲଭୁକ୍ତ ଚିକିସ୍ଛାଳୟ ଏହି ଯୋଜନାର ହିତାଧିକାରୀଙ୍କୁ କୌଣସି ଖଚ କରିବାକୁ ପଡେନାହଁ ।
ଚିକିସ୍ଛାଳୟ ହିତାଧିକାରୀଙ୍କର ଚିକିସ୍ଛା ବାବଦକୁ ସମସ୍ତ ଦେୟ ତାଙ୍କର RSBY Smart Card ରୁ କାଟି ରଖିଥାନ୍ତି ଓ ଯାତାୟତ ଖଚ ବାବଦକୁ ଥରକୁ ୧୦୦ ଟଙ୍କା ପ୍ରଦାନ କରିଥାନ୍ତି ।
ପଞିକୃତ ପରିବାର RSBY Smart Card କୁ ବ୍ୟବହାର କରି ନିମ୍ନ ଲିଖିତ ପ୍ୟାନେଲଭୁକ୍ତ ଚିକିସ୍ଛାଳୟରେ ମାଗଣାରେ ଚିକିସ୍ଛା ସୁବିଧା ହାସଲ କରନ୍ତୁ ।
ସ୍ମାର୍ଟ କାର୍ଡ
ଏହା ହେଉଛି ଏକ ବାୟୋମେଟ୍ରିକ କାର୍ଡ, ଯାହା ବିମଧାରୀଙ୍କୁ ଦିଆଯିବ ।
ଏଥିରେ ବିମଧାରୀଙ୍କ ସମସ୍ତ ବିବରଣୀ ତଥା ତାଙ୍କର ଆଙ୍ଗୁଠିଚିହ୍ନର ଛାପ ମଧ୍ୟ ସଂରକ୍ଷିତ ହୋଇରହିଥାଏ ।
ବିମଧାରୀଙ୍କୁ ଏହି ଯୋଜନା ମାଧ୍ୟମରେ ପାଇବା ପାଇଁ କାର୍ଡଟିକୁ ସ୍ବାସ୍ଥ୍ୟକେନ୍ଦ୍ରରେ ଦେଖାଇବାକୁ ପଡିବ ।
କାର୍ଡ କୌଣସି କାରଣରୁ ଖରାପ ହୋଇଯାଇଥିଲେ, ଆପଣ ଜିଲ୍ଲା କାର୍ଯାଳୟ ପାଖରେ ଟ.୬୦/- ପଇଠ କରାଇ ନୂଆ କାର୍ଡ ପାଇପାରିବେ ।
ଯଦି କାର୍ଡରେ ସଂରକ୍ଷିତ ବିବରଣୀ ଯଥା-ନାମ ଓ ବୟସ ଇତ୍ୟାଦିରେ କୌଣସି ପରିବର୍ତନ କିମ୍ବା ପରିବାରର ସଦସ୍ୟଙ୍କ ନାମ କାର୍ଡରେ ଦେବା ଆବଶ୍ୟକ ହୋଇଥାଏ, ତେବେ ସେହି କ୍ଷେତ୍ରରେ ବିମଧାରୀ ଜିଲ୍ଲା କିଓସ୍କଙ୍କ ସହ ସମ୍ପର୍କ କରି ଏହି ସୁବିଧା ସହଜରେ ପାଇପାରିବେ ।
ଯୋଜନରୁ ଫାଇଦା ପାଇବା ପାଇଁ ଉପାୟମାନ
ଏହି ଯୋଜନାରେ ଫାଇଦା ପାଇବା ପାଇଁ ବିମଧାରୀଙ୍କୁ ନିମ୍ନଲିଖିତ କାର୍ଯ୍ୟଗୁଡିକ କରିବାକୁ ପଡିଥାଏ ।
ଯୋଜନା ଅନ୍ତର୍ଗତ କାର୍ଡକୁ ପଞ୍ଜୀକୃତ ସରକାରୀ ଏବଂ ବେସରକାରୀ ସ୍ଵାସ୍ଥକେନ୍ଦ୍ରରେ ଦେଖାଇବା ।
ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କ ଦ୍ଵାରା ଦାବି କରାଯାଉଥିବା ଧନରାଶି ପାଇଁ କାର୍ଡକୁ ସ୍ବାଇପ୍ କରାଯିବ (କାର୍ଡରେ ଖର୍ଚ୍ଚ ପରିମାଣ ଧନରାଶି ସମ୍ବନ୍ଧିତ ଅଙ୍କମାନ ରହିଥାଏ ), ଏହି ଧାନରାଶିକୁ କାର୍ଡରେ ସଂରକ୍ଷିତ ସର୍ବମୋଟ / ଧନରାଶି ପରିମାନରୁ କଟା ଯାଇଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment