Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
2893e253
Commit
2893e253
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
08b5cc9f
Changes
1
Hide whitespace changes
Inline
Side-by-side
Showing
1 changed file
with
39 additions
and
0 deletions
+39
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia98.txt
...ngual-corpora/vikaspedia.in/vikashpedia_health_odia98.txt
+39
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia98.txt
0 → 100644
View file @
2893e253
ସୁସ୍ଥ ରହିବାକୁ ଚାହୁଁଛନ୍ତି କି ତେବେ ଆପଣାନ୍ତୁ କିଛି ଘରୋଇ ଉପାୟ
ସୁସ୍ଥ ରହିବ
ଆପଣଙ୍କର ଯଦି ଡାଇବେଟିସ୍ ଅଛି, ତା’ହେଲେ ଆପଣଙ୍କୁ ବିଶେଷ ଧ୍ୟାନ ଦେବାକୁ ପଡିବ ।
ବେଶି ମିଠା ଖାଇବା ଦ୍ୱାରା ବ୍ଲଡ୍ ସୁଗାର ଅଧିକ ହୋଇଯାଏ ।
ଫଳରେ ଏହା ଶରୀରର ଅଙ୍ଗକୁ ନଷ୍ଟ କରିବାରେ ପ୍ରଭାବ ପକାଇଥାଏ ।
ସେଥିପାଇଁ ମିଠା ବଦଳରେ ଆମେ ଡ୍ରାଇ ଫ୍ରୁଟ୍ସ ମଧ୍ୟ ଖାଇପାରିବା ।
ଯେତେ ପର୍ବ ପାଳନ କଲେ ମଧ୍ୟ ଠିକ୍ ସମୟରେ ଠିକ୍ ପରିମାଣର ଖାଦ୍ୟ ଖାଇବା ଉଚିତ୍ ।
ଏହା ଆମ ପାଇଁ ଭଲ ।
ଏହି ପର୍ବରେ ବହୁତ ସଂପର୍କୀୟମାନଙ୍କୁ ମଧ୍ୟ ମିଠା ଦେବାକୁ ପଡିଥାଏ ।
ସେଥିପାଇଁ ଆମେ କମ୍ ବଜେଟ୍ରେ ସବୁ କରିବା ସେହି କଥା ଭାବିଥାଉ ।
ସେଥିପାଇଁ ଆମେ ଦୂର ସଂର୍ପକୀୟଙ୍କପାଇଁ କମ୍ ଦାମରେ ମିଠା କିଣିଥାଉ ।
କିନ୍ତୁ ଧ୍ୟାନ ରଖନ୍ତୁ ଶସ୍ତାରୁ ହିନସ୍ତା ହୋଇଥାଏ ।
ଯେମିତି କମ୍ ଦାମ୍ରେ ମିଠା ଦେବେ ସେମିତି ଆପଣଙ୍କ ପକେଟ୍ରୁ ହସ୍ପିଟାଲ ପାଇଁ ବିଲ୍ ଯିବ ।
ସେଥିପାଇଁ ସବୁ ଜିନିଷ ହାଇଜେନିକ୍ ହେବା ଦରକାର ।
ଘରୋଇ ଉପାୟ
ଆମେ କାମବ୍ୟସ୍ତରେ ପାଣି ପିଇବା ପାଇଁ ଭୁଲି ଯାଇଥାଉ ।
ସେଥିପାଇଁ ମନେ ରଖନ୍ତୁ ଯେତେ କାମ ଥିଲେ ମଧ୍ୟ ପାଣି ପ୍ରଚୁର ପରିମାଣରେ ପିଇବା ଉଚିତ୍ ।
ଆମେ ଭାବୁକି ହଁ ଦୀପାବଳି ଆସିଛି, ଆଜି ଦିନକ ମିଠା ଖାଇଦେବା ।
କିନ୍ତୁ ଏହି ଅଧିକ କ୍ୟାଲୋରୀ ପରେ ଆମ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।
ଆମେ ଘରେ ବିଭିନ୍ନ ପ୍ରକାରର ମିଠା, ପିଠା ବନେଇଥାଉ ।
ତେଣୁ ଧ୍ୟାନ ରଖିବା ଉଚିତ୍ କି ଆମେ ଏସବୁ ପ୍ରସ୍ତୁତ କରିବା ସମୟରେ କମ୍ ତେଲ ବ୍ୟବହାର କରିବା ।
ନହେଲେ ଆମ କୋଲେଷ୍ଟ୍ରଲ୍ ବଢିଯିବାର ସମ୍ଭାବନା ରହିଛି ।
ରାତ୍ରିରେ ଅଧିକ ଭୋଜନ କରିବା ଫଳରେ ହଜମ ପ୍ରକ୍ରିୟାରେ ମଧ୍ୟ ବାଧା ସୃଷ୍ଟି ହୋଇପାରେ ।
ତେଣୁ ଯାହା ବି ଖାଇବେ, ହଜମ ଯେମିତି ହୋଇପାରିବ ସେଥିପ୍ରତି ଧ୍ୟାନ ରହିବା ଦରକାର ।
ଖାଦ୍ୟ ଗ୍ରହଣ କରିସାରିଲା ପରେ ଶୋଇବା ନିହାତି ଦରକାର ।
ଅନହେଲଦି ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ ।
ଯେମିତ ଡ୍ରିଙ୍କିଙ୍ଗ୍ , ସ୍ମୋକିଙ୍ଗ୍ ଓ ଡ୍ରଗ୍ସ ଆଦି ।
ଏସବୁ ନେଳେ ଖରାପ ପ୍ରଭାବ ପକେଇଥାଏ ।
ଆୟୁର୍ବେଦରେ ଉଲ୍ଲେଖ ଅଛି ଯେ ଶୀଘ୍ର ଶୋଇ କି ଶୀଘ୍ର ଉଠିବା ଠିକ୍ ।
ସେଥିପାଇଁ ରାତିରେ ୧୦.୩୦ ପରେ ଶୋଇବା ଉଚିତ୍ ।
ଫଳରେ ଭୋରୁ ଉଠିହେବ ।
ସକାଳେ ଓଜନ ସ୍ତର ଅଧିକ ଥାଏ, ଯାହା ଶରୀର ଉପରେ ଭଲ ପ୍ରଭାବ ପକେଇଥାଏ ।
ଯଦି ଆପଣଙ୍କର ହଜମ କରିବାର କ୍ଷମତା ନଥାଏ, ତା’ହେଲେ ଆପଣ ବିଭିନ୍ନ ପ୍ରକାର ମିଠା ଖାଇବା ଉଚିତ୍ ନୁହେଁ ।
ଏହା ଫଳରେ ଲୁଜ୍ ମୋସନ୍ ମଧ୍ୟ ହୋଇପାରେ ।
ସବୁବେଳେ ଯେମିତି ବ୍ୟାୟାମ କରୁଛନ୍ତି, ସେମିତି ମଧ୍ୟ ଦୀପାବଳି ଦିନ କରିବେ ।
ଦୀପାବଳି ଅଛି କହି ଅଳସୁଆ ହୋଇଯିବା ଉଚିତ୍ ନୁହେଁ ।
ନିଜ ଡାଏଟ୍ରେ ଫାଇବର୍ ପରିମାଣ ବଢାନ୍ତୁ ।
ଲୁଣ କମ୍ ଖାଆନ୍ତୁ ।
ଯଦି ଘରେ ପାର୍ଟି ରଖିବାକୁ ଚାହୁଁଛନ୍ତି , ତା’ହେଲେ ଘରେ ମହୁ , ଗୁଡ ଓ ସ୍କିମ୍ଡ ମିଲକ୍ ଆଦି ବ୍ୟବହାର କରି ଡେଜର୍ଟ ବନାନ୍ତୁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment