Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
46bcff33
Commit
46bcff33
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1964fcd1
Changes
1
Hide whitespace changes
Inline
Side-by-side
Showing
1 changed file
with
30 additions
and
0 deletions
+30
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5
...lingual-corpora/odiasahitya.com/sent_odiasahitya_pustak_5
+30
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_pustak_5
0 → 100644
View file @
46bcff33
ଏକ ଅସୁନ୍ଦର କାହାଣୀର ‘କଭର ଷ୍ଟୋରି’ - ପୁସ୍ତକ ସମୀକ୍ଷା
- ଓଡ଼ିଆସାହିତ୍ୟ ପ୍ରବନ୍ଧକ
ତା: ଜାନୁଆରୀ ୨୮, ୨୦୧୧
ମୂଳ ପୃଷ୍ଠା → ପୁସ୍ତକ ସମୀକ୍ଷା →
ଲେଖକ : ସତ୍ୟପ୍ରିୟ ମହାଳିକଙ୍କ
ପ୍ରକାଶକ : ଟାଇମ୍ ପାସ୍ , କଟକ
ସମୀକ୍ଷକ : ଉମାକାନ୍ତ ମିଶ୍ର ( ଓଡିଆସାହିତ୍ୟ ଡଟ୍ କମ୍ )
ସତ୍ୟପ୍ରିୟ ମହାଳିକଙ୍କ ଦ୍ବାରା ଲିଖିତ ଓ ଟାଇମ୍ ପାସ୍ ଦ୍ବାରା ପ୍ରକାଶିତ ମାତ୍ର ଛୟାନବେ ପୃଷ୍ଠାର ଛୋଟ ଉପନ୍ୟାସ ‘କଭର ଷ୍ଟୋରି’ ।
ଆମ ସାମାଜିକ ଅସଙ୍ଗତି ଓ ଅବଜ୍ଞାର ଏକ ଶକ୍ତିଶାଳୀ କାରୁଣ୍ୟ ।
ଚାରିବର୍ଷର କୁନିଝିଅଟିଏ ଯିଏ ଜୀବନ କ’ଣ ବୁଝି ନାହିଁ, ଯିଏ ଯୌବନ କ’ଣ ଜାଣେ ନାହିଁ ତାକୁ ଧର୍ଷଣ କରାଯାଏ ଅତି ଭୀଷଣ ଭାବେ – ତା’ପରେ କ’ଣ ହୁଏ ?
ଦଳିତ ଜାତିର ଏକ ଧର୍ଷିତା କୁନି ଝିଅ ଓ ତା’ର ପରିବାର ନ୍ୟାୟ ପାଇଁ ଦଉଡନ୍ତି ଶାସନ ଓ ନ୍ୟାୟତନ୍ତ୍ରକୁ ଓ ପଶି ଯାଆନ୍ତି ଅନ୍ଧାରୀ ଗୁମ୍ଫା ଭିତରେ ।
ନ୍ୟାୟ ତା ପାଇଁ ଅପହଞ୍ଚ ପଦ୍ମଫୁଲ ।
ଅଣ୍ଟେ ପାଣିରେ ପଶି ତୋଳି ଆଣିବାର ଅଭିଶାପରେ ନୟାନ୍ତ ହୁଏ ଏ ପରିବାର ।
କୁନି ଝିଅର ମାନସିକ ପୀଡା, ସାମାଜିକ ପ୍ରତାରଣା ଓ ସର୍ବୋପରି ପୁରୁଷତାନ୍ତ୍ରିକ ବିଧିବ୍ୟବସ୍ଥାର କ୍ରୁର ଉପହାସ ଏ ସମଗ୍ର ଉପନ୍ୟାସକୁ ଯେତିକି କରୁଣ କରିଛି ସେତିକି କରିଛି କ୍ରାନ୍ତିକାରୀ ।
ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ ।
ତଥାକଥିତ କଳ୍ପନାର କାନଭାସ୍ରେ ମିଛ ଆଦର୍ଶ ଓ ଶସ୍ତା ସ୍ବପ୍ନ ଆଙ୍କିବା ତାଙ୍କର ସଉକ ନୁହେଁ ।
ବରଂ ଜୀବନର ଧୂଷର ବାସ୍ତବତା ଓ କାରୁଣ୍ୟ ଆଡେ ସେ ସଚେତନ ଦୃଷ୍ଟି ଚାହିଁ ରହିବାକୁ ଭଲ ପାଆନ୍ତି ।
ସେଇଥିପାଇଁ ‘କଭର ଷ୍ଟୋରି’ ଉପନ୍ୟାସ ସମ୍ବେଦନଶୀଳ ଓ ସଂକ୍ରାମକ ।
ଲେଖକଙ୍କ ଭାଷାରେ ଏହା ଏକ ସୁନ୍ଦର କାହାଣୀ ନୁହେଁ ।
ଏହା ଏକ ପରିକଳ୍ପନା ନୁହେଁ ବା ଏଥିରେ କେଉଁଠି ହେଲେ ବି ଏକ ଧାରାବାହିକ ଗଳ୍ପ ପ୍ରବଣତା ନାହିଁ ।
ଏହା ସତ୍ୟ ଓ କଳ୍ପନାର ଏକ ମଧ୍ୟମ ଅବସ୍ଥା ।
ଉପନ୍ୟାସର ଚରିତ୍ର, ତଥ୍ୟ, କାହାଣୀର ଉପସ୍ଥାପନା ଓ ନାମକରଣ ଆଦିରେ ଯେଉଁ ଅଭିନବତାର ସ୍ପର୍ଶ ରହିଛି ତାହା ଉପନ୍ୟାସକୁ ଏକ ସ୍ବତନ୍ତ୍ରତା ଆଣିଦିଏ ।
ଏହାର କଳାତ୍ମକ ଦିଗ ମଧ୍ୟ ଅଣ ପାରମ୍ପରିକ ।
ଲୋକକଥା, ମିଥ୍ ଓ ଅତିକଳ୍ପନାର ଏକ ମିଶ୍ରିତ ଉପସ୍ଥାପନରେ ଉପନ୍ୟାସଟି ସମୃଦ୍ଧ ।
ସତ୍ୟପ୍ରିୟଙ୍କ ଅନ୍ୟାନ୍ୟ ଉପନ୍ୟାସ (ଶୂନ୍ୟକାଳ, ଅର୍ଦ୍ଧକଥା, ଅଣପୁରୁଷ ଓ ଅପ୍ରାପ୍ତ ବୟସ୍କ) ଓ କାହାଣୀମାନଙ୍କରେ (ଅଳ୍ପଗଛ, ସେହିସବୁଦିନ, ଗଳ୍ପପୁରୁଷ, କଥାତନ୍ତ୍ର ଓ କୁହୁକଦର୍ପଣ) ସ୍ବତନ୍ତ୍ରତା ବ୍ୟବହୃତ ହୋଇଥାଏ ଓ ପ୍ରତ୍ୟେକ ଉପନ୍ୟାସ ପରସ୍ପରଠାରୁ ଭିନ୍ନ ହୋଇଥାଏ ।
ଏଥିରେ ମଧ୍ୟ ତାହା ପ୍ରତିପାଦିତ ହୋଇଛି ।
ସର୍ବୋପରି ଛୋଟ ଛୋଟ ପାରାଗ୍ରାଫ ଓ ଗୋଟିଏ ଗୋଟିଏ ପାରାଗ୍ରାଫକୁ ନେଇ ଗୋଟିଏ ଅଧ୍ୟାୟର ପରିକଳ୍ପନା ଅପୂର୍ବ ଓ ଅଭିନବ ।
ଭାଷା ସଂରଚନା ଓ କାହାଣୀ କଥନରେ ସତ୍ୟପ୍ରିୟ ଅଦ୍ବିତୀୟ ।
ସମକାଳୀନ କଥା ସାହିତ୍ୟରେ ଅନାଲୋଚିତ, ଅଭିନବ ଓ ଅସ୍ପୃଶ୍ୟ ଘଟଣାକୁ କଳାତ୍ମକ ଢଙ୍ଗରେ ପ୍ରକାଶ କରିବାରେ ସତ୍ୟପ୍ରିୟଙ୍କ ଦକ୍ଷତା ଅତୁଳନୀୟ ।
କଭର ଷ୍ଟୋରି ଏକ ଚମତ୍କାର ଉପନ୍ୟାସ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment