Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
4d2cb2a2
Commit
4d2cb2a2
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
e1a99216
Changes
1
Hide whitespace changes
Inline
Side-by-side
Showing
1 changed file
with
32 additions
and
0 deletions
+32
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia17.txt
...ngual-corpora/vikaspedia.in/vikashpedia_health_odia17.txt
+32
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia17.txt
0 → 100644
View file @
4d2cb2a2
ଅଶ୍ୱସ୍ତ ଗଛ ଦ୍ୱାରା ସ୍ୱାସ୍ଥ୍ୟର ହୋଇଥାଏ ଅନେକ ଲାଭ
ଅଶ୍ୱସ୍ତ ଗଛ
ପବିତ୍ର ଅଶ୍ୱସ୍ତ ଗଛକୁ ଅନନ୍ତକାଳରୁ ହିନ୍ଦୁମାନେ ପୂଜା କରିଅାସୁଛନ୍ତି ।
କିନ୍ତୁ ଧାର୍ମିକ ମାନ୍ୟତା ବ୍ୟତୀତ ଅଶ୍ୱସ୍ତ ଗଛର ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି ।
ଭାରତରେ ଏହି ଅଶ୍ୱସ୍ତ ଗଛକୁ ଔଷଧୀୟ ଗୁଣର ଭଣ୍ଡାର ବୋଲି ଧରାଯାଇଥାଏ ।
ଏହାର ବ୍ୟବହାରରେ ଶ୍ୱାସ, କିଡ୍ନୀ, କୋଷ୍ଠକାଠିନ୍ୟ, ପେଟ ବ୍ୟଥା ଆଦି ରୋଗର ଚିକିତ୍ସା କରାଯାଇଥାଏ ।
ଉପକାରିତା
ଦାନ୍ତ ବ୍ୟଥା:
ଅଶ୍ୱସ୍ତ ଗଛର ଛାଲିକୁ ବରାବର ମାତ୍ରାରେ ନେଇ ଏହାର ମିଶ୍ରଣ ପ୍ରସ୍ତୁତ କରନ୍ତୁ ।
ଏହି ମିଶ୍ରଣକୁ ଗରମପାଣିରେ ଫୁଟାଇ ସେଥିରେ କୁଳି କରିବା ଦ୍ୱାରା ଦାନ୍ତବ୍ୟଥା ଦୂର ହୋଇଥାଏ ।
ଗୋଇଠି ଫାଟ:
ଗୋଇଠି ଫଟା ପାଇଁ ଅଶ୍ୱସ୍ତ ପତ୍ରର ରସ ବା ତାର କ୍ଷୀର ଲଗାଇବା ଦ୍ୱାରା ସମସ୍ୟା ଦୂର ହୋଇଥାଏ ।
ରକ୍ତ ସଫା ହେବା :
୧-୨ ଗ୍ରାମ ଅଶ୍ୱସ୍ତ ମଞ୍ଜିର ପାଉଡରକୁ ମହୁରେ ମିଶାଇ ପ୍ରତିଦିନ ଖାଇବା ଦ୍ୱରା ରକ୍ତ ସଫା ହୋଇଥାଏ ।
ପେଟ ବ୍ୟଥା :
ଅଶ୍ୱସ୍ତ ଗଛର ୨ରୁ ୫ଟି ପତ୍ରର ପେଷ୍ଟ ପ୍ରସ୍ତୁତ କରି ତାକୁ ୫୦ ଗ୍ରାମ ଗୁଡ ସହିତ ମିଶାଇ ଦିଅନ୍ତୁ ।
ଏହି ମିଶ୍ରଣକୁ ଛୋଟ ଛୋଟ ଗୋଲି ତିଆରି କରି ଦିନରେ ୩-୪ ଥର ଖାଇବା ଦ୍ୱାରା ପେଟବ୍ୟଥାରୁ ମୁକ୍ତି ମିଳିଥାଏ ।
ଦାଦୁ ବା କୁଣ୍ଡିଆ ରୋଗ :
୫୦ ଗ୍ରାମ ଅଶ୍ୱସ୍ତ ଗଛର ଛାଲିର ପାଉଁଶ ତିଆରି କରି, ସେଥିରେ ଲେମ୍ବୁ ଓ ଘିଅ ମିଶାଇ ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଏହି ପେଷ୍ଟକୁ ପ୍ରଭାବିତ ହୋଇଥିବା ଅଂଶରେ ଲଗାଇବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।
ଶ୍ୱାସ :
ଅଶ୍ୱସ୍ତ ଗଛର ଛାଲ ତଥା ପାଚିଲା ଫଳର ଅଲଗା ଅଲଗା ପାଉଡର ପ୍ରସ୍ତୁତ କରି, ତାହାକୁ ସମାନ ପରିମାଣରେ ମିଶାଇ ଦିଅନ୍ତୁ ।
ଏହି ମିଶ୍ରଣକୁ ଦିନରେ ୩-୪ଥର ଖାଇବା ଦ୍ୱାରା ଶ୍ୱାସ ରୋଗରୁ ମୁକ୍ତି ମିଳିଥାଏ ।
ଆଖିବ୍ୟଥା :
ଅଶ୍ୱସ୍ତ ଗଛର ପତ୍ରର କ୍ଷୀରକୁ ଆଖିରେ ଲଗାଇବା ଦ୍ୱାରା ଆଖିବ୍ୟଥା କମ ହୋଇଥାଏ ।
ଯକୃତ ରୋଗ :
୩-୪ତାଜା ଅଶ୍ୱସ୍ତ ପତ୍ରକୁ ସ୍ପଟିକ ସହିତ ମିଳାଇ ଏହାର ପାଉଡର ପ୍ରସ୍ତୁତ କରନ୍ତୁ ।
ଏହି ପାଉଡରକୁ ୨୫୦ ଗ୍ରାମ ପାଣିରେ ମିଶାଇ ମିଶ୍ରଣକୁ ଛାଣି ଦିଅନ୍ତୁ ।
ଏହାକୁ ରୋଗୀକୁ ୫ଦିନ ପର୍ୟ୍ୟନ୍ତ ଦିନରେ ଦୁଇଥର ଦିଅନ୍ତୁ ।
ଏହି ମିଶ୍ରଣ ଜଣ୍ଡିସ୍ ରୋଗରେ ମଧ୍ୟ ଲାଭଦାୟକ ।
କୋଷ୍ଠ୍ୟକାଠିନ୍ୟ :
ଅଶ୍ୱସ୍ତର ୫-୧୦ ଟି ଫଳ ପ୍ରତିଦିନ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟରେ ଲାଭ ହୋଇଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment