Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
5f632206
Commit
5f632206
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
a1428c69
Changes
1
Hide whitespace changes
Inline
Side-by-side
Showing
1 changed file
with
30 additions
and
0 deletions
+30
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia83.txt
...ngual-corpora/vikaspedia.in/vikashpedia_health_odia83.txt
+30
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia83.txt
0 → 100644
View file @
5f632206
ମା’ କ୍ଷୀର ଅଭାବର ଆୟୁର୍ବେଦୀୟ ଉପଚାର
ମା’ର କ୍ଷୀର
ମା’ର କ୍ଷୀର ଶିଶୁ ପାଇଁ ଏକମାତ୍ର ଜୀବନ ଜିଇଁବାର ଆହାର ।
ଆୟୁର୍ବେଦରେ ବର୍ଣ୍ଣନା ଅଛି ‘ସ୍ତନ୍ୟ” ତୁ ଜୀବନଂ ମରଣ ତଦାଭାବେ ଚ’ ।
ଅର୍ଥାତ୍ ଶିଶୁ ପାଇଁ ମା’ କ୍ଷୀରଠାରୁ ବଳି ଅମୃତ ସଂସାରରେ ଆଉ କିଛି ନାହିଁ ।
ତେବେ ମା’ କ୍ଷୀର ଶିଶୁ ପାଇଁ କାହିଁକି ଓ କିପରି ମୂଲ୍ୟବାନ୍ ତାହା ଆଜିକାଲି ଅନେକ ମା' ଭୁଲିଯାଉଛନ୍ତି ।
କେତେକ ନିଜର ଯୌବନକୁ ଦୀର୍ଘକାଳୀନ କରିବା ଲାଗି ସ୍ତନ୍ୟପାନ କରାଇବାକୁ ଅବହେଳା କରିଥାନ୍ତି ।
ଯଦିଓ ପ୍ରକୃତି ମା’ ସ୍ତନରେ ତା’ ଶିଶୁ ପାଇଁ ଯଥେଷ୍ଟ ସ୍ତନ୍ୟ ଯୋଗାଇଦେଇଥାଏ ।
ହେଲେ ବେଳେବେଳେ ମା’ ନିଜ ଶିଶୁକୁ ଯଥେଷ୍ଟ ପରିମାଣରେ ସ୍ତନ୍ୟପାନ କରାଇ ପାରି ନ ଥାଏ ।
ହୁଏତ ଏଥିପାଇଁ ମା’ ଶରୀର ଭିତରେ ହରମୋନ୍ର ପ୍ରଭାବ, ମା’ କୁ ଆବଶ୍ୟକ ପୋଷକ ତତ୍ତ୍ୱର ଅଭାବ, ଗର୍ଭ ନିରୋଧ ବଟିକା ସେବନ ତଥା ମାନସିକ ଚିନ୍ତା, କାର୍ଯ୍ୟର ଚାପ, ଶାରୀରିକ ରୋଗ ଭଳି ବିଭିନ୍ନ କାରଣ ଦାୟୀ ।
ଆୟୁର୍ବେଦ ଉପଚାର
ଆୟୁର୍ବେଦରେ ଏପରି ଶିଶୁ ପାଇଁ ପ୍ରଚୁର ଦୁଗ୍ଧ ମା’ ସ୍ତନରେ ସୃଷ୍ଟି କରିବା ଲାଗି ଅନେକ ବିଧି ଓ ଔଷଧର ବ୍ୟବସ୍ଥା ରହିଛି ।
ମହର୍ଷି ଚରକ ତାଙ୍କ ପୁସ୍ତକର ସୂତ୍ର ସ୍ଥାନରେ କେତୋଟି ଔଷଧୀୟ ଦ୍ରବ୍ୟର ଉଲ୍ଲେଖ କରି କରିଛନ୍ତି ଯାହା ମା’ ସ୍ତନରେ ପ୍ରଚୁର ପରିମାଣରେ କ୍ଷୀର ଉତ୍ପନ୍ନ କରିଥାଏ ।
ଯଥାଶାଳୀଚାଉଳ, ଷଷ୍ଠିକଚାଉଳ, ଗୁଡ଼ୁଚୀ ଏବଂ କେତେକ ଜାତିର ତୃଣ ଭେଦ ଯଥା-ଆଖୁ, କାଶତଣ୍ଡୀ, କୁଶ, ରୋହିସତୃଣ ଇତ୍ୟାଦି ଯାହା ଉପରେ ଅନେକ ଗବେଷଣା କରାଯାଇ ପ୍ରତ୍ୟକ୍ଷ ମଧ ହୋଇସାରିଛି ।
ଏହାବ୍ୟତୀତ ମହର୍ଷି ସୁଶ୍ରୁତ ସ୍ତନ୍ୟକ୍ଷୟରେ ଶ୍ଲେଷ୍ମବର୍ଦ୍ଧକ(କଫ ବର୍ଦ୍ଧକ) ଦ୍ରବ୍ୟର ପ୍ରୟୋଗ କରିବା ପାଇଁ ସୁତ୍ର ସ୍ଥାନରେ କହିଛନ୍ତି ଯେପରି- ମାଷପୁର୍ଣ୍ଣୀ ମୁଦ୍ ଗପୁର୍ଣ୍ଣୀ କକଡାଶୃଙ୍ଗୀ, ଯଷ୍ଠିମଧୁ, ଦ୍ରାକ୍ଷା(କିସ୍ ମିସ୍), ଗୁଡ଼ୁଚୀ, ପଦ୍ମକ କିମ୍ବା କଇଁ ନାଡ ଆଦି ଅନେକ ପ୍ରକାର ଚୂର୍ଣ୍ଣ, କ୍ଵାଥ(ସିଝେଇ) ରୂପରେ ନେବାକୁ ଉପଦେଶ ଦେଇଛନ୍ତି ।
ତେବେ ଏ ସମ୍ପର୍କରେ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ।
ମା’ ସ୍ତନରେ ସୃଷ୍ଟି ଲାଗି ଅନ୍ୟ କେତେକ ମସଲା ଓ ପରିବା ଜାତୀୟ ଦ୍ରବ୍ୟ ରହିଛି, ସେଗୁଡିକୁ ମଧ୍ୟ ପ୍ରୟୋଗ କରାଯାଇପାରେ ।
ଯେପରି- ମେଥି ଏକ ପ୍ରଭାବଶାଳୀ କ୍ଷୀର ଉତ୍ପାଦକ ଦ୍ରବ୍ୟ ।
ଏହାକୁ ଅଳ୍ପମାତ୍ରାରେ ପାଣିରେ ବତୁରାଇ ଖାଲି ବା କ୍ଷୀର ସହ ଦୈନନ୍ଦିନ ସେବନକଲେ ଉତ୍ତମ ଫଳ ମିଳେ ।
ମେଥି ମୋଦକ ମଧ୍ୟ ନେଲେ ଭଲ ।
ସଜନା ଛୁଇଁ ମଧ୍ୟ ଏକ ଉତ୍କୃଷ୍ଟ ଦ୍ରବ୍ୟ ଯାହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରାଯାଇପାରେ ।
ସେହିପରି ଶତାବରୀ ବା ଛତୁଆରୀର କୋମଳ ଶୃଙ୍ଗ ବା ମୂଳକୁ ଭଲ ଭାବେ ଧୋଇ କ୍ଷୀର ତଥା ମିଶ୍ରି ସହିତ ପ୍ରତିଦିନ ଖାଇଲେ ମା’ର କ୍ଷୀର ବୃଦ୍ଧି ହୋଇଥାଏ ।
ସେହିପରି ପାନମଧୁରୀର ଚୂର୍ଣ୍ଣ ବା ଭିଜା ପାଣି ଦୈନନ୍ଦିନ ନେଲେ କ୍ଷୀର ବୃଦ୍ଧି ହୁଏ ।
ନିର୍ଗୁଣ୍ଡୀ ପତ୍ର(ବେଗୁନିଆ ପତ୍ର) ରସ, ଏରଣ୍ଡ ପତ୍ର (ଜଡ଼ାଗଛ ପତ୍ର) ରସ ମଧ୍ୟ ମା’ର କ୍ଷୀର ବୃଦ୍ଧି ରେ ସାହାଯ୍ୟ କରେ ।
ସ୍ତନ୍ୟଦାତ୍ରୀର କ୍ଷୀର ଅଭାବ ବା କ୍ଷୟରେ ଏହାକୁ ବୃଦ୍ଧି କେଉଁ କାଳରୁ ଆୟୁର୍ବେଦୀୟ ବର୍ଣ୍ଣିତ ଦ୍ରବ୍ୟର ପ୍ରୟୋଗ ହୋଇଆସୁଛି ।
ହେଲେ ଯୁଗ ବଦଳିବା ସହିତ ମନୁଷ୍ୟର ଜୀବନଶୈଳୀ ବଦଳିବା ଯୋଗୁଁ ମନୁଷ୍ୟ ଏହି ଚିରାଚରିତ ପ୍ରଥାକୁ ଭୁଲିଯାଇ କେମିକାଲ ଯୁକ୍ତ
ଦ୍ରବ୍ୟ ପ୍ରୟୋଗକରି ଅନେକ ରୋଗର ଶିକାର ହେଉଛି ।
ଏହିପରି ସମସ୍ତ ବର୍ଣ୍ଣିତ ଦ୍ରବ୍ୟ ମଧ୍ୟରୁ କେତେକାଂଶରେ ଗର୍ଭାବସ୍ଥାରେ ମନା କରାଯାଇଥିବା ବେଳେ ପ୍ରସବ ପରେ କ୍ଷୀର ବୃଦ୍ଧି ପାଇଁ ପରାମର୍ଶ ଦିଆଯାଇଛି ।
ତେବେ ଏହାର ପ୍ରୟୋଗ ଅତ୍ୟନ୍ତ ସତର୍କ ଓ ଯତ୍ନ ସହିତ କରାଯିବା ଆବଶ୍ୟକ ।
କାରଣ ସମୟ ଓ ପ୍ରକୃତି ଅନୁସାରେ ଶରୀରରେ ଏହାର ପ୍ରଭାବ ବେଳେ ବେଳେ ବେଳେ ନକାରାତ୍ମକ ପ୍ରଭାବ ପକାଇପାରେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment