Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
6e1f660d
Commit
6e1f660d
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
ee434068
master
patch-3
No related merge requests found
Changes
1
Hide whitespace changes
Inline
Side-by-side
Showing
1 changed file
with
48 additions
and
0 deletions
+48
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia159.txt
...gual-corpora/vikaspedia.in/vikashpedia_health_odia159.txt
+48
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia159.txt
0 → 100644
View file @
6e1f660d
ପୃଥୁଳତା ଓ ଓଜନବୃଦ୍ଧି
ପୃଥୁଳତା ଓ ଓଜନବୃଦ୍ଧି ରୋଗର କାରଣ
ପୃଥୁଳତାକୁ ଡ଼ାକ୍ତରୀ ଭାଷାରେ ବେସିଟି କୁହାଯାଏ ।
ଉଚ୍ଚତା ଓ ବୟସ ଅନୁସାରେ ଠିକ୍ ଓଜନ ରହିବା ଉଚିତ ।
ଏହି ଓଜନ ବଢ଼ିଗଲେ ଏହାକୁ ଲୋକ ମୋଟା ହୋଇଛି ବୋଲି କୁହାଯାଏ ।
ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ଗଣନା ଅନୁସାରେ ଏବେ ସାରା ପୃଥିବୀରେ ପ୍ରାୟ ଦୁଇ ବିଲିୟନ ଲୋକ ପୃଥୁଳ ଅଛନ୍ତି ।
ପୃଥିବୀର ଲୋକସଂଖ୍ୟା ସାତ ବିଲିୟନ ବା ୭ ଶହ କୋଟି ।
ପୃଥୁଳତା ମାପିବାକୁ ଏକ ସୂତ୍ର ଅଛି ।
ଏହାକୁ ବଡ଼ିମାସ ଇଣ୍ଡେକ୍ ବୋଲି କୁହାଯାଏ ।
ଓଜନକୁ କେଜିରେ ମପାଯାଏ ।
ଉଚ୍ଚତାକୁ ମିଟରରେମପାଯାଏ ।
ଓଜନକୁ ଉଚ୍ଚତାର ବର୍ଗରେ ହରିଦେଲେ ବଡିମାସ ଇଣ୍ଡେକ୍ ନିର୍ଣ୍ଣୟ ହୋଇଥାଏ ।
୨୦ ରୁ ୨୫ ମଧ୍ୟରେ ଏହି ସଂଖ୍ୟା ରହିଲେ ଠିକ ଓଜନ ବୋଲି କୁହାଯାଏ ।
ଭାରତରେ ଏହି ସଂଖ୍ୟାକୁ ଏବେ ୨୨.୯ ବୋଲି ଧରାଯାଇଛି ।
ଏହା ହେଲେ ଆହୁରି ଅଧିକ ସଂଖ୍ୟକ ଲୋକ ମୋଟାରହିବେ ।
ବଡ଼ିମାସ ଇଣ୍ଡେକ୍ସ (ବି.ଏମ.ଆଇ.) - ୩୦ରୁ ଅଧିକ ହେଲେ ୧୧ଟି ପ୍ରମୁଖ ରୋଗ ହୋଇଥାଏ ।
ରୋଗର ଆଶଙ୍କା
ଉଚ୍ଚ ରକ୍ତଚାପ
ମଧୁମେହ,
ହୃଦରୋଗ
ରକ୍ତରେ ଅଧିକ କୋଲେଷ୍ଟେରଲ,
କର୍କଟ
ବନ୍ଧ୍ୟାନ୍ଦୋଷ
ଅଣ୍ଟାରେଯନ୍ତ୍ରଣା ଓ ଆଶ୍ଚରେ ଯନ୍ତ୍ରଣା
ଚର୍ମରେ ଜୀବାଣୁ ଜନିତ ସଂକ୍ରମଣ
ପାକସ୍ଥଳୀରେ ଘା'
ପିତ୍ତକୋଷରେ ପଥର
ଶୋଇବା ବେଳେ ଘୁଙ୍ଗୁଡ଼ି
ମୋଟାପଣିଆ ରୋଗର ଗନ୍ତାଘର ।
ମୋଟା ହେଲେ ଶରୀରରେ ପ୍ରଦାହ ଅବସ୍ଥା ସୃଷ୍ଟି ହୋଇଥାଏ ।
ଚର୍ବିକୋଷ (ଫ୍ୟାଟସେଲ୍) ବହୁ ପ୍ରକାରର ବିଷ ହରମୋନ ବାହାର କରନ୍ତି ।
ସେମାନେ ଶରୀରରୁ ସବୁ କୋଷକୁ ସନ୍ତୁଳିତ କରି ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରନ୍ତି ।
ସେଗୁଡ଼ିକ ହେଲା ମଧୁମେହ, ଉଚ୍ଚ ରକ୍ତଚାପ, ହୃଦରୋଗ, ହୃଦରୋଗ ଓ କ୍ରନିକ କିଡ୍ନୀ ରୋଗ ।
ମୋଟାପଣିଆ ଏସବୁ ରୋଗର ମୁଖ୍ୟକାରଣ ।
କ'ଣ କଲେ ଓ କେଉଁ ଖାଦ୍ୟ ଖାଇଲେ ମୋଟାପଣିଆ ଦୂର ହୁଏ?
ଭାରତୀୟଙ୍କ ମୋଟାପଣିଆ ଟିକେ ଅଲଗା ପ୍ରକାରର ।
ଅନ୍ୟ କୌଣସିଅଙ୍ଗ ମୋଟା ନହୋଇ ପେଟରେ ଚର୍ବି ଜମିଯାଏ ।
ଏହାକୁ କୁହାଯାଏ ‘ଥିନ ଫ୍ୟାଟ ଇଣ୍ଡିଆନ୍ ପେଟରେ ଚର୍ବି ବଢ଼ିନାହିଁ, ଉପରେ ପେଟର ମାପ ୧୦୦ ସେଣ୍ଟିମିଟରରୁ ବେଶି ହେଲେ ତାଙ୍କୁ ମୋଟାପଣିଆର ମୁଖ୍ୟରୋଗଗୁଡ଼ିକ ଭୋଗିବାକୁ ପଡ଼େ ।
ଅତି ମୋଟା ଲୋକମାନେ ଦୈନିକ ୧୨ଶହ କନ୍ୟାଲୋରି ଖାଦ୍ୟ ଖାଇବା ଭଲ ।
।
କମ୍ ଖାଦ୍ୟ ସହିତ ପ୍ରତିଦିନ ଅତିକମରେ ଘଣ୍ଟାଏ ବ୍ୟାୟାମକରିବା ଆବଶ୍ୟକ ।
ପ୍ରାତଃ ଭ୍ରମଣ, ସନ୍ତରଣ, ଦୈଡକୁଦ, ଜିମ୍ନାସିୟମ ଯାଇ ଓଜନ ଉଠାଇବା ଆଦି ଦ୍ଵାରା ମଧ୍ୟ ଓଜନ ହ୍ରାସ ପାଇଥାଏ ।
ସରଳ ଭାବରେ ମୋଟାପଟ ଜାଣିବାକୁ ହେଲେ, ଖାଲି ଦେହରେ ତଳକୁ ଚାହିଁଲେ ଗୋଡ଼ନଖ, ଯୌନାଙ୍ଗ ଆଦି ଦେଖାଯିବା ଦରକାର ।
ଏହା ଦେଖା ନଗଲେ ମୋଟାପଣ ହୋଇଛି ବୋଲି କୁହାଯାଏ ।
ସବୁବେଳେ ମୋଟା ନ ହେବା ପାଇଁ ଚେଷ୍ଟା କରିବା ଉଚିତ ।
ଆଜିକାଲି ପୃଥୁଳତା କମାଇବା ପାଇଁ ବହୁପ୍ରକାର ଔଷଧ ମିଳୁଛି ।
ଖାଦ୍ୟରେ ପୁଷ୍ଟିସାର ଅଧିକ ଏବଂ ଶ୍ଵେତସାର, ସ୍ନେହସାର ଆଦି କମ ରହିଲେ ଓଜନ କମିଥାଏ ।
ଫଳ, ସବୁଜ ପନିପରିବା, ମାଛ, ଅଣ୍ଡା ଆଦି ଖାଇ ଭାତ, ରୁଟି, ଫାଷ୍ଟଫୁଡ଼ ବରା ପିଆଜି ଆଦି ଛାଡ଼ିଦେଲେ ଓଜନ କମିଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment