Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
710a1afe
Commit
710a1afe
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
585073c1
Changes
1
Hide whitespace changes
Inline
Side-by-side
Showing
1 changed file
with
23 additions
and
0 deletions
+23
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia129.txt
...gual-corpora/vikaspedia.in/vikashpedia_health_odia129.txt
+23
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia129.txt
0 → 100644
View file @
710a1afe
ଏହି ପରିବା ଚୋପାମାନଙ୍କରେ ଅଛି ଭରପୁର ଭିଟାମିନ, ଖାଆନ୍ତୁ ଏବଂ ସୁସ୍ଥ ରୁହନ୍ତୁ
ପରିବା ଚୋପା
ଦେହ ପାଇଁ ଉପକାରୀ ସବୁଜ ପରିବା ।
ପ୍ରାୟ ସମୟରେ ପରିବା ଚୋପାକୁ ଅଦରକାରୀ ଭାବି ଲୋକ ଫୋପାଡି ଦିଅନ୍ତି ।
କିନ୍ତୁ କଣ ଆପଣ ଜାଣିଛନ୍ତି ଏପରି କିଛି ପରିବା ଅଛି ଯାହାର ଚୋପା ମଧ୍ୟରେ ପ୍ରଚୁର ମାତ୍ରାରେ ଭିଟାମିନ ଥାଏ ।
ଯାହା ଆମର ଶରୀରକୁ ସୁସ୍ଥ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ ।
ଚୋପା ଆପଣଙ୍କୁ ରଖିବ ନିରୋଗ :
ଗାଜର ଚୋପା : ଗାଜର ଚୋପା ଖାଇବା ଦ୍ୱାରା ଆଖିର ଶକ୍ତି ବଢ଼ିଥାଏ ।
ଏହାସହ ଗାଜରଚୋପାରେ କ୍ୟାନସର ପ୍ରଭାବ ମଧ୍ୟ କମ୍ ହୋଇଥାଏ ।
ଏହି ଚୋପାରେ ଭିଟାମିନ ବି ୬, ସି ଓ ଏ, ମ୍ୟାଗ୍ନେଶିୟମ, ପୋଟାସିୟମ ସହ ଫାଇଟ୍ରୋ ନ୍ୟୁଟ୍ରିଏଣ୍ଟସ୍ ଥାଏ ।
ଗାଜର ଚୋପା କ୍ୟାନସର କୋଷିକାକୁ ବଢ଼ିବାକୁ ଦିଏନି ।
ସେଉ ଚୋପା : ସେଉରେ ଭରପୁର ମାତ୍ରାରେ ମିନେରାଲ ଓ ଭିଟାମିନ ରହିଥାଏ ।
ଏହା ସହ ସେଉ ଚୋପାରେ ଭରପୁର ମାତ୍ରାରେ ପୋଷକ ତତ୍ତ୍ୱ ରହିଛି ।
ସେଉରେ ଥିବା ଫାଇବାର ଶରୀରର ଖରାପ କୋଲେଷ୍ଟ୍ରୋଲ୍ ଓ ବ୍ଲଡ ସୁଗାର କମ୍ କରେ ।
ଚୋପା ସହତ ସେଉ ଖାଇବା ବେଳେ ଭଲ ଭାବରେ ଧୋଇ ଦିଅନ୍ତୁ ।
ଆଳୁ ଚୋପା : ଆଳୁ ଠାରୁ ଅଧିକ ରୋଗପ୍ରତିରୋଧକ ଶକ୍ତି ରହିଛି ଆଳୁ ଚୋପାରେ ।
ଆଳୁ ଚୋପାରେ କ୍ୟାଲ୍ସିୟମ, ଭିଟାମିନ ବି, ସି, ଆଇରନ ଆଦି ରହିଛି ।
ଦେହରେ ଭିଟାମିନ ଏ ଅଭାବ ହୋଇଥିଲେ ଆଳୁ ଚୋପା ଖାଇ ପାରିବେ ।
ଆଳୁ ଚୋପା ଖାଇଲେ ଆଖି ଶକ୍ତି ଓ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ ।
ବାଇଗଣ ଚୋପା : ବାଇଗଣ ଚୋପାରେ ପୌଷ୍ଟିକ ତତ୍ତ୍ୱ ଭରପୁର ରହିଛି ।
ଏହା ବି ମସ୍ତିଷ୍କ କ୍ୟାନ୍ସର ପ୍ରଭାବ କମାଇଥାଏ ।
ବୟସ ମଧ୍ୟ କମ୍ ଜଣାପଡେ ବାଇଗଣ ଚୋପା ଖାଇଲେ
କାକୁଡି ଚୋପା :କାକୁଡି ଚୋପା ସହ ଖାଇଲେ ଶରୀରକୁ କ୍ୟାଲସିୟମ, ଫସ୍ଫରସ, ମାଗ୍ନେସିୟମ, ପୋଟାସିୟମ, ଭିଟାମିନ ଏ ଓ ଭିଟାମିନ କେ ର ଅଭାବ ପୂରଣ ହୁଏ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment