Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
7200695e
Commit
7200695e
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
d075a6cc
Changes
1
Hide whitespace changes
Inline
Side-by-side
Showing
1 changed file
with
26 additions
and
0 deletions
+26
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt
...ngual-corpora/vikaspedia.in/vikashpedia_health_odia15.txt
+26
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia15.txt
0 → 100644
View file @
7200695e
ଅନ୍ଧାର କଣା
ଉପକ୍ରମ
ଏ ରୋଗରେ ଜଣେ, ଆଲୋକ କମିଥିଲେ ଦେଖିବାର ଅସୁବିଧା ଭୋଗ କରେ ।
ତେଣୁ ରାତିରେ ପ୍ରାୟତଃ ଦେଖିପାରେ ନାହିଁ ।
ସାଧାରଣତଃ ଗାଁ ଗହଳିର ଲୋକେ ଏହା ଭୋଗ କରିଥା’ନ୍ତି ।
ଭିଟାମିନ ‘A’ ଅଭାବରୁ ଏହା ହୋଇଥାଏ ।
ହୁଏତ ଗର୍ଭାବସ୍ଥାରେ ମା’ର ଏହି ଖାଦ୍ୟପ୍ରାଣର ଅଭାବ ବା ଜନ୍ମପରେ ଛୁଆର ପୁଷ୍ଟିସାର ଅଭାବ, ଏହାର ମୁଖ୍ୟ କାରଣ ।
ଅନେକ ସମୟରେ ଅବଶ୍ୟ ଏହାର ପରିମାଣ ଯଥେଷ୍ଟ ଥିଲେ ମଧ୍ୟ ସେସବୁକୁ ଉପଯୁକ୍ତ ଭାବରେ ପରିପୋଷଣ ଓ ଗ୍ରହଣ କରିବାର ଶକ୍ତି ଶାରୀରିକ ଯନ୍ତ୍ରମାନଙ୍କର ନଥିବା କାରଣରୁ ମଧ୍ୟ ଜଣକୁ ଏହା ଭୋଗ କରିବାକୁ ପଡେ ।
ସୁତରାଂ ଏହାର ଚିକିତ୍ସା ସମୟରେ ଏହି ଖାଦ୍ୟସାରର ଯୋଗାଣ ତଥା ଶରୀରରେ ଏହାର ଉପଯୁକ୍ତ ବିନିଯୋଗ ହେବା ଦିଗକୁ ମଧ୍ୟ ଦୃଷ୍ଟି ଦେବାର କଥା ।
ଖାଦ୍ୟ ଭିତରେ ଶାଗ, ମାଂସ, କଲିଜା, ଲହୁଣି, ମାଛତେଲ, ଅଣ୍ଡା ଇତ୍ୟାଦିର ଯଥେଷ୍ଟ ବ୍ୟବହାର ସହିତ ନିମ୍ନଲିଖିତ ଔଷଧ, ଅବସ୍ଥା ଭେଦରେ ବ୍ୟବହାର କରିବାକୁ ହେବ, ଏ ରୋଗ ଆରୋଗ୍ୟ କରିବା ପାଇଁ ।
ଲକ୍ଷଣଗୋଧୂଳିପରେ ଆଦୌ ଦେଖାଯାଉନଥିବ ; ଆଖି ଆଗରେ ଲାଲ ବା ଅଗ୍ନିସ୍ଫୁଲିଙ୍ଗ ଭଳି ଆଲୁଅ ଦେଖାଯାଉଥିବ ; ବତି ଚାରିପଟେ ନାନାରଙ୍ଗର ଆଲୋକମାନ ଘେରି ରହିଲା ଭଳି ଜଣାପଡୁଥିବ ତାହାହେଲେ ବେଲାଡୋନା – ୧୦୦୦ ସପ୍ତାହକୁ ପାନେକରି ଖା’ନ୍ତୁ ।
ଯଦି କେହି ଅନ୍ଧାର କଣା, ସନ୍ଧ୍ୟାବେଳେ ଆଲୁଅ ଆଖିରେ ପଡୁପଡୁ ଝିଲଝିଲ୍ କରିବା ଅନୁଭବ କରୁଥିବେ ଓ ଆଖି ଆଗରେ କଳାକଳା ପୋତକ ଉଡୁଥିବା ଭଳି ମନେ କରୁଥିବେ, ପେଟରେ ଅମ୍ଳ ହେଉଥିବ, ତାହାହେଲେ ଲାଇକୋପୋଡିୟମ – ୧୦୦୦, ପନ୍ଦର ଦିନରେ ଥରେ ଖାଇବା ତାଙ୍କର ଦରକାର ।
ଏହାର ରୋଗୀର ଅପରାହ୍ନ ଚାରିଟା ବାଜିଲେ ହିଁ କାମଦାମ ସବୁବନ୍ଦ ।
କିଛି ଦେଖିପାରେନା ।
ଭଲଥିଲେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇ ଯାଇଛି, ତାହାହେଲେ ତାଙ୍କର ସଲଫର ଖାଇବା ଦରକାର ।
ଅବଶ୍ୟ ସଲଫର ରୋଗୀ ଖୁବ୍ ଅପରିଷ୍କାର, ଗାଧୋଇବାକୁ ପସନ୍ଦ କରନ୍ତି ନାହିଁ, ସକାଳୁ ଉଠୁଉଠୁ ଅତର୍ଛିଆ ଝାଡା ଦଉଡନ୍ତି, ବହୁତ ପାଣି ପିଅନ୍ତି ଓ ସେ ଅନୁପାତରେ ତାଙ୍କର ଖାଇବା ବହୁତ କମ୍ ।
ଡେଙ୍ଗା ପତଳା ଲୋକ, ଆଖି ଆଗରେ ଜୁଳୁଜୁଳିଆ ପୋକ ଉଡିଲାଭଳି ମନେକରୁଥିବେ ; ଖୁବ୍ ଥଣ୍ଡାପାଣି, କୋଲ୍ଡ ଡ୍ରିଙ୍କ, ଆଇସକ୍ରିମ ଖାଇବାରେ ଅତ୍ୟଧିକ ଆଗ୍ରହ, ମେଘା ଘଡଘଡି ଚଡଚଡି କୁ ପ୍ରାଣଭୟ, ଏପରି ଲୋକଙ୍କୁ ଅନ୍ଧାରକଣା ହୋଇଥିଲେ ଫସଫରସ ଉଚ୍ଚଶକ୍ତିର ଦେବା ଦରକାର, ପୂର୍ବ ଔଷଧ ମାନଙ୍କ ଭଳି ।
ବେଲାଡୋନାର ଲକ୍ଷଣ ଥାଇ ଉପଶମ ନ ହେଲେ ଭେରାଟ୍ରମ – ଏଲକମ ଏହି ରୋଗ ଭଲ କରି ଦେଇଥାଏବୋଲି ଡା : ଝାରଙ୍କ ମତ ।
କେତେକ କ୍ଷେତ୍ରରେ ଦେଖିବେ, ମଝିରେ ମଝିରେ କେବଳ ଏଭଳି ଅସୁବିଧା ହେଉଛି, ଲଗାତାର ନୁହେଁ ।
କିଛିଦିନ ହେଲା, ପୁଣି ଆପେ ଆପେ ଭଲ ।
ଏଭଳି କ୍ଷେତ୍ରରେ ଷ୍ଟ୍ରାମୋନିୟାମ ଖୁବ୍ ଭଲ କାମ କରେ ବୋଲି ଡା: କେ : ସି: ଭଞ୍ଜ କୁହନ୍ତି ।
ବରାବର ବାଇଦୋଷ ଧରି ଅଜୀର୍ଣ୍ଣ ଝାଡା ଭୋଗୁଥିବ, ଦେହ ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିବ, ତାହାହେଲେ ଚାଇନା – ୩୦ ଦିନକୁ ଦୁଇଥର କରି କିଛିଦିନ ଖାଇଲେ ଅନ୍ଧାର କଣା ବେଶ୍ ଉପଶମ ହୁଏ ।
ଅତ୍ୟଧିକ ଶୁକ୍ରକ୍ଷୟ, ରଜଃସ୍ରାବ, ବହୁସନ୍ତାନର ଜନନୀଙ୍କ କ୍ଷେତ୍ରରେ ମଧ୍ୟ ଏହା ଉପକାରୀ ।
ଦିନସାରା ଆଖି ଝିଲଝିଲ୍ କରୁଥିବ ଓ ରାତିହେଲେ ସମ୍ପୂର୍ଣ୍ଣ ଅନ୍ଧ, ପେଟ ଦୋଷ, ପେଟମରା ରୋଗ – ଖାଇଲେ ଯନ୍ତ୍ରଣା ଲାଘବ, ବଦମେଜାଜି ହିଂସ୍ର ଲୋକଙ୍କ ପାଇଁ ଏନାକାର୍ଡିୟାମ ଅମୋଘ ସେହିଭଳି ଯେଉଁ ପିଲାମାନେ, ମାଟି, ଅଙ୍ଗାର, ଖଡି ଖାଉଥିବେ, ପରିସ୍ରା ଗନ୍ଧ ଖୁବ୍ ଯୋର ଥିବ , ସେମାନଙ୍କୁ ଏସିଡ ନାଇଟ୍ରିକ ଦେଲେ ନିଶ୍ଚିତ ଭଲ ହେବ ।
କେତେକଙ୍କ ମତରେ ହଠାତ୍ ଅନ୍ଧାରକଣା ଆରମ୍ଭ ହେଇଥିଲେ ରାନାନକୁଲସବଲ୍ ବ ଖୁବ୍ର ଭଲ କାମ କରେ ।
ସେ’ଟା ଅବଶ୍ୟ ଠିକ୍, ମାତ୍ର ଏଥିରେ ଯଦି ସାମାନ୍ୟ ଉପଶମ ହେବା ପରେ ଆଉ ଆଗାଏ ନାହିଁ, ଅଥବା କିଛି ଫଳ ଲାଭ ନ ହୁଏ ତାହାହେଲେ ସଲଫର ଦେବା ବାଞ୍ଛନୀୟ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment