Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
b218e866
Commit
b218e866
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
a77884f6
Changes
1
Hide whitespace changes
Inline
Side-by-side
Showing
1 changed file
with
26 additions
and
0 deletions
+26
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia114.txt
...gual-corpora/vikaspedia.in/vikashpedia_health_odia114.txt
+26
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia114.txt
0 → 100644
View file @
b218e866
ଗର୍ଭବତୀ ସତର୍କ ରହିବା ଆବଶ୍ୟକ
ଉପକ୍ରମ
ଖରାଦିନେ ସାଧାରଣ ମହିଳାଙ୍କ ଅପେକ୍ଷା ଗର୍ଭବତୀଙ୍କ ଶରୀରର ତାପମାତ୍ରା ଅଧିକ ରହେ ।
ଏଥିଯୋଗୁ ଶରୀରରୁ ଅଧିକ ଝାଳ ବାହାରେ, ଥକା ଲାଗେ ଓ ବାନ୍ତି ହୁଏ ।
ଏ ସମୟରେ ଗର୍ଭବତୀ ନିଜକୁ ଯେତେ କୁଲ୍ ରଖିବେ ସେତେ ଭଲ ।
ଡିହାଇଡ୍ରେଶନ୍
ଶରୀରକୁ ଥଣ୍ଡା ରଖିବା ଲାଗି ସୂତା କପଡାର ଡ୍ରେସ କିମ୍ବା ଶାଢି ପିନ୍ଧିବା ଆବଶ୍ୟକ ।
ଯଦି ଗର୍ଭାବତୀକର୍ମଜୀବୀ ହୋଇଥାନ୍ତି ତେବେ ସକାଳ ୧୧ ଟାରୁ ଦିନ ୪ ଟା ପର୍ଯ୍ୟନ୍ତ ବାହାରକୁ ଯିବାଠୁ ଦୂରେଇ ରୁହନ୍ତୁ ।
କାରଣ ଏ ଦିନେ ଶରୀରରୁ ଅଧିକ ଝାଳ ବାହାରିବା ଯୋଗୁ ଜଳୀୟଅଂଶ କମିଯାଏ ।
ଫଳରେ ପାଟି ଶୁଖିଯାଏ, ହାଲିଆଲାଗେ, କୌଣସି କାମ କରିବା ଲ୍ଲାଗୀ ଇଚ୍ଛା ହୁଏନି, ପରିସ୍ରା ହଳଦିଆହେବାଭଳି କେତେକ ସମସ୍ୟା ଦେଖାଯାଏ ।
ଯଦି ଏଭଳି ସମସ୍ୟା ଦେଖାଯାଏ ତେବେ ତାଙ୍କୁ ଡିହାଇଡ୍ରେଶନ୍ ହୋଇଛି ବୋଲି ଧରି ନିଆଯିବ ।
ଡିହାଇଡ୍ରେଶନ୍ ଦୂର ଲାଗି ପ୍ରଚୁର ପାଣି ଘୋଳଦହି, ଲେମ୍ବୁ ଚିନିଲୁଣ ପାଣି ପିଇବା ଆବଶ୍ୟକ ।
ଅ ତଟକା ଫଳ, କାକୁଡି ଓ ତରଭୁଜ ଆଦି ଖାଇବା ଦରକାର ।
ଏଦିନେ ଝାଳ ବାହାରିବା ଯୋଗୁ ଘିମିରି ହେବା, ଶରୀରରେ ପୋଡାଜଳା ଆଦିର ଆଶଙ୍କା ରହିଛି ।
ଏଥିପାଇଁ ଫଙ୍ଗାଲ ଇନଫେକଶନ୍ ହୋଇପାରେ ।
ଏହି ଫଙ୍ଗାଲ ଇନଫେକଶନ୍ ଦୂର କରିବାକୁ ହେଲେ ବଜାରରେ ଆଣ୍ଟି ଫଙ୍ଗାଲ ପାଉଡର ମିଳୁଛି ଯାହାକୁ ଲଗାଇବା ଦ୍ଵାରା ସୁଫଳ ମିଳିଥାଏ ।
ଏହି ଦିନରେ ଗର୍ଭବତା ଯଦି ଦୁଇଥର ଗାଧାନ୍ତି କିଛି ଅସୁବିଧା ନାହିଁ ।
ଡ୍ରେସ ପିନ୍ଧିବା ସମୟରେ ଟାଇଟ୍ ଏବଂ ସିନ୍ଥିଟିକ୍ ଲୁଗାଠାରୁ ଦୂରେଇ ରହିବା ଆବଶ୍ୟକ ।
ବ୍ୟାୟାମ
ଯଦି ବ୍ୟାୟାମ କରୁଥାନ୍ତି ଷ୍ଟ୍ରେସ ନେଲା ଭଳି ବ୍ୟାୟାମ କରନ୍ତୁ ନାହିଁ ।
ଅବଶ୍ୟ ଉପୟୁକ୍ତ ବିଶ୍ରାମ ନେବା ଆବଶ୍ୟକ ।
ଦ୍ଵିପ୍ରହର ସମୟରେ ମଧ୍ୟାହ୍ନଭୋଜନ ପରେ ୧ ରୁ ୨ ଘଣ୍ଟା ଏବଂ ରାତିରେ ଛଅରୁ ଆଠ ଘଣ୍ଟାଶୋଇବା ଦରକାର ।
ଯେତେ ସମ୍ଭବ ଚିନ୍ତାଗସ୍ତତାଠାରୁ ଦୂରେଇ ରହିବା ଆବଶ୍ୟକ ।
କାରଣ ଏ ସମୟରେ ଚାପଗ୍ରସ୍ତ ରହିବା ଯୋଗୁ ଇଚ୍ଚ ରକ୍ତଚାପ ହେବାର ଆଶଙ୍କା ଅଧିକ ରହିଛି ।
ଆଉ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ ।
ତେଲମସଲା ଖାଦ୍ୟଠାରୁ ଦୂରେଇ ରହି ପନିପରିବାରେ ପ୍ରସ୍ତୁତ ସନ୍ତୁଳା, ଭର୍ତ୍ତା ଡାଲି ଆଦି ଖାଇବା ଭଲ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment