Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
c2c44f8d
Commit
c2c44f8d
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2236bb1b
Changes
1
Hide whitespace changes
Inline
Side-by-side
Showing
1 changed file
with
51 additions
and
0 deletions
+51
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia71.txt
...ngual-corpora/vikaspedia.in/vikashpedia_health_odia71.txt
+51
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia71.txt
0 → 100644
View file @
c2c44f8d
ବାଡିର ଗଛଲତା ଓ ଔଷଧୀୟ ଗୁଣ
ଉପକ୍ରମ
ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି ।
ସେ ସମ୍ପର୍କରେ ଜାଣି ତାକୁ ଜୀବନ ଶୈଳୀରେ ଉପଯୋଗ କରିପାରିଲେ ବହୁ ଉପକାର ମିଳିଥାଏ ।
ଅରଖ
ସାପ କାମୁଡିଥିଲେ ଧଳା ଅରଖ ଗାଛର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ ।
ସେହିପରି ଦଂଶନର କ୍ଷତ ଜାଗାରେ ଅରଖ ଗଛର କ୍ଷୀର ବୋଲିଲେ ବିଷ ନଷ୍ଟ ହୋଇଥାଏ ।
ଯଦି ଏହି ସମୟରେ ରୋଗିର ଚେତା ନଥାଏ, ତେବେ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ତା’ର ଚେତା ଫେରିଆସିବ ।
ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ ତେବେ ଅରଖ କ୍ଷୀର ଲଗାଇ ଗରମ ସେକ ଦେଲେ ଉପସମ ମିଳିଥାଏ ।
କରଞ୍ଜ
କରଞ୍ଜ ଦାନ୍ତକାଠିରେ ଅନେକେ ଦାନ୍ତ ଘଷିଥାନ୍ତି ।
କରଞ୍ଜ ପ୍ରତି ୧୦ ଟି ସହ ନିମ୍ବ ପାତ୍ର ୧୦ ଟି ମିଶାଇ ବାଟି ଦେହରେ ଲଗାଇଲେ, ଧଲାଛଊ, କାଛୁକୁଣ୍ଡିଆ ଓ ଚର୍ମ ଉକୁଣୀ ଆଦି ଭଲ ହୋଇଥାଏ ।
ଯଦି ମୁଣ୍ଡରୁ ବାଲ ଝାଡୁଥାଏ, ତେବେ କରଞ୍ଜ ଗଛର ଛେଲି ସହ କନିଅର ଗଛର ଛେରକୁ ମିଶାଇ ସେଥିରେ ରାଶି ତେଲ ଦେଇ ଗରମ କରି ଛାଣି ଦୈନିକ ଲଗାଇଲେ ଏଥିରୁ ଉପଶମ ମିଳେ ।
ତେନ୍ତୁଳି
ତେନ୍ତୁଳି ମଞ୍ଜିକୁ ଗୁଣ୍ଡା କରି ଚାମଚେ ଗୁଣ୍ଡ ସହ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ ।
ସେହିପରି ଅର୍ଶ କିମ୍ବା ମଳ କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ଭଲ ହୋଇଥାଏ ।
ଜ୍ଵର ହୋଇଥିଲେ, ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ ଓ ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ ।
ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ବହୁଳ ଭାବରେ ରହିଥାଏ ।
ମେଥି
ମେଥି ଶାଗ ଯକୃତ ପାଇଁ ମହୌଷଧି ।
ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କାଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ ।
କଦଳୀ
ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ସେବନ କାଲେ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ ।
ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ ।
ଖାଦ୍ୟ ନଳୀରେ ଘା କିମ୍ବା ଗ୍ଯାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ ।
ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ ।
ମଞ୍ଜୁଆତି
ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ ।
ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କାରୀ ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହୋଇ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।
ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭେଦାଇ ତହିଁ ପରିଦୀନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ ।
ଆହୁରି ମଧ୍ୟ ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଏବଂ ଅରୁଆ ଚାଉଳ ପାଣିରେ ଭେଦାଇ ତା’ର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ ।
ପିପ୍ପଳି
ପିପ୍ପଳିଗୁଣ୍ଡାକୁ ୨ ଗ୍ରାମ୍ ସେବନ କଲେ ଲାଳ ଝାଡ଼ାରେ ଉପକାରୀ ହୋଇଥାଏ ।
ହଜମ ହେଉ ନଥିଲେ ପିପ୍ପଳି ଗୁଣ୍ଡା ୪ ଗ୍ରାମ ସହିତ ସୈନ୍ଧବ ଲବଣ ମିଶାଇ ସେବନ କଲେ, ଏହା ଉପକାରୀ ହୋଇଥାଏ ।
ନିଦ ହେଉ ନଥିଲେ ଦୈନିକ ରାତିରେ ୫ ଗ୍ରାମ୍ ପିପ୍ପଳି ଗୁଣ୍ଡ ସହ ଏକ ଚାମଚ ମିଶାଇ ସେବନ କଲେ ତାହା ଫଳପ୍ରଦ ହୋଇଥାଏ ।
କାଗେଜି ଲେମ୍ବୁ
କାଗେଜି ଲେମ୍ବୁ, ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ ।
ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ ।
ଲେମ୍ବୁ ରସ ନକାରାତ୍ଜକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ ।
ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନରେ ଉପକାର ମିଳିଥାଏ ।
ଲେମ୍ବୁରେ ଭିଟାମିନ୍ ଗ ଓ ପୋଟାସିୟମ ସାଇଟ୍ରେଟ ଥାଏ ।
ପାତାଳଗରୁଡ
ଏହି ଗଛକୁ ସର୍ପଗନ୍ଧା ବୋଲି ମଧ୍ୟ କୁହାଯାଏ; କିନ୍ତୁ ଗାଁ ଗହଳିରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ, ଏହି ଗଛକୁ ବାଡିରେ ଲଗାଇଲେ ସାପ ଆସନ୍ତି ନାହିଁ ।
ଏହି ସାପକୁ ଗାନ୍ଧୀଉଥିବାରୁ ତା;ର ନାମ ସର୍ପଗନ୍ଧା ରଖିଯାଇଛି ।
ଏହି ଗଛର ମୂଳ ଅଂଶକୁ ଗୋଲମରିଚ ସହ ବାଟି ସାମାନ୍ୟ ହଳଦୀ ମିଶାଇ ସାପ କାମୁଡାର ଶିକାର ହୋଇଥିବା ଲୋକଙ୍କ ସେବନ କରିବାକୁ ଦେଲେ ଶରୀରରୁ ବିଷ ନାଶ ହୋଇଥାଏ ।
ଏହି ସହିତ ମୂଷା କାମୁଡିଥିଲେ , ଏହାର ଚେରକୁ ବାଟି ସାମାନ୍ୟ ହଳଦୀ ମିଶାଇ ସେବନ କଲେ ବିଷ ନାଶ ହୋଇଥାଏ ।
ବଚ
ଏହି ଉଦ୍ଭିଦଟି ବହୁ ଶାଖା ବିଶିଷ୍ଟ ହୋଇଥିବାବେଳେ ସୁଗନ୍ଧଯୁକ୍ତ ।
ଏହି ଉଦ୍ଭିଦକୁ ସୁଖାଯାଇ ବଚ ଭାବେ ବ୍ୟବହାର କରାଯାଏ ।
ଏଥିରେ ତାନିନ୍ ଥାଏ, ଯାହାକି ଅତିସାର ରୋଗରେ ବ୍ୟବହାର କରାଯାଏ ।
ଏହାକୁ ସୈନ୍ଧବ ଲବଣ ସହ ମିଶାଇ ଖାଇଲେ ପେଟ ଫମ୍ପା, ଶ୍ଵାସନଳୀ ସଂକ୍ରମଣରୁ ଉପକାର ମିଳିଥାଏ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment