Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
e1d76b5f
Commit
e1d76b5f
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
af46448d
Changes
1
Hide whitespace changes
Inline
Side-by-side
Showing
1 changed file
with
45 additions
and
0 deletions
+45
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia116.txt
...gual-corpora/vikaspedia.in/vikashpedia_health_odia116.txt
+45
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia116.txt
0 → 100644
View file @
e1d76b5f
ଘିମିରି ଓ ଯାଦୁ
ଉପକ୍ରମ
ଖରାଦିନେ ବିଶେଷ କରି ଦେହରେ ଘିମିରି ଦେଖାଯାଏ ।
ଏହା ବହୁତ ଛୋଟ ରୋଗ ହୋଇଥିଲେ ବି ଭାରି ଯନ୍ତ୍ରଣା ଦାୟକ ।
ତାପମାତ୍ରା ବୃଦ୍ଧି ହେଲେ ଦେହରୁ ଝାଳ ବାହାରେ ।
ଘିମିରି
ଏହି ଝାଳ ଶୁଖି ନ ପାରି ଚର୍ମରେ କିଛି ସମୟ ଲାଗି ରହିବା ଦ୍ଵାରା ଦେହରେ ଘିମିରି ହୋଇଯାଏ ।
ଘିମିରିରକ୍ଷା ପାଇବା ଯେତେ ସମ୍ଭବ ପତଳା ସୂତା ଲୁଗା ଓ ସୂତା ଢିଲା ପୋଷାକ ପିନ୍ଧନ୍ତୁ ।
ଝାଳ ବୋହିଲେ ସଙ୍ଗେ ସଙ୍ଗେ ପୋଛି ଦିଅନ୍ତୁ ।
ସକାଳ ଓ ରାତିରେ ଦୁଇଥର ଗାଧାନ୍ତୁ ।
ରାତିରେ ବେଶୀ ନ ହେଲେ ଦୁଇ ମଗ ପାଣିରେ ଗାଧୋଇବା ଦରକାର ।
ଏହାଦ୍ୱାରା ଶରୀର ଥଣ୍ଡା ରହିବ ।
ଝାଳ ବାହାରିବ ନାହିଁ ।
ଖରାରୁ ଆସିବା ପରେ ଦେହରୁ ପୋଛି ଗାଧାନ୍ତୁ ।
ନଚେତ ଦୁଇ ମଗ ପାଣିରେ ପୋଛି ହୋଇ ଫ୍ୟାନ ତଳେ ବସନ୍ତୁ ।
ଏହାଦ୍ଵାରା ଦେହରେ ଝାଳ ରହିବ ନାହିଁ କି ଘିମିରି ହେବ ନାହିଁ ।
ଯଦି ଘିମିରି ହୋଇଯାଇଥାଏ, ତାହାଲେ ଘିମିରି ଉପରେ ବରଫ ଘଷନ୍ତୁ ।
ଏହାପରେ କାଲାମିନ୍ ଲୋସନ୍ ଲଗାନ୍ତୁ ।
ଏହାଦ୍ୱାରା ଘିମିରି କମିଯିବ ।
ଯାଦୁ
ଏହିଦିନରେ ଝାଳ ଲାଗି ଯାଦୁ ହୁଏ ।
ମୁଖ୍ୟତଃ ଜଂଘ କାଖ ଓ ମହିଳାଙ୍କ ଛାତିରେ ହୋଇଥାଏ ।
ଏହାବହୁତ କଷ୍ଟ ଦାୟକ ।
ଏଥିରୁ ରକ୍ଷା ପାଇବା ପାଇଁ ଢିଲା ପୋଷାକ ପିନ୍ଧନ୍ତୁ ।
ଦିନକୁ ଦୁଇଥର ଗାଧାନ୍ତୁ ।
ପୋଷାକ ମଧ୍ୟ ଦୁଇଥର ଧୂଅନ୍ତୁ ।
ଦିନରେ ପିନ୍ଧିଥିବା ପୋଷାକ ରାତିରେ ଧୂଅନ୍ତୁ ।
ରାତିରେ ପିନ୍ଧିଥିବା ପୋଷାକ ସକାଳେ ଧୂଅନ୍ତୁ ।
ଏହାଦ୍ଵାରା ପୋଷାକରେ ଜୀବାଣୁ ନାହିଁ ।
ଥଣ୍ଡା ପାଣିରେ ଯାଦୁ ଧୂଅନ୍ତୁ ।
ବ ମେଡିକେଟେଡ୍ ସାବୁନ୍ ଲଗାଇ ଯାଦୁ ଧୂଅନ୍ତୁ ।
ଡାକ୍ତର ପରାମର୍ଶରେ ସାବୁନ ବ୍ୟବହାର କରନ୍ତୁ ଓଁ ଚିକିତ୍ସା ହୁଅନ୍ତୁ ।
ପରିଷ୍କାର ପରିଚ୍ଛନ୍ନ ରହିବା ଦରକାର
ତାପମାତ୍ରା ୪୦ ଡିଗ୍ରୀ ଟପିଲେ ସନ୍ ବୁର୍ଣ୍ଣ ଆଶଙ୍କା ବଢିଯାଏ ।
ଦିନ ୧୦ ଟାରୁ ୩ଟା ପର୍ଯ୍ୟନ୍ତ ଖରାରେ ବାହାରକୁ ବାହାରନ୍ତୁ ନାହିଁ ।
ଯଦି ବାହାରୁଛନ୍ତି, ତେବେ ଭଲ ଭାବରେ ଶରୀରକୁ ଢାଙ୍କି ପଦାକୁ ବାହାରନ୍ତୁ ।
ଏହା ପୂର୍ବରୁ ସନ୍ ବୁର୍ଣ୍ଣ ଲୋସନ ଲଗାନ୍ତୁ ।
ଏହାପରେ ଯଦି ସନ୍ ବୁର୍ଣ୍ଣ ହୋଇଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
ବିଶେଷକରି ଖରାଦିନେ ଦେହରୁ ଝାଳ ବାହାରେ ।
ଝାଳ ବାହାରିବା ସଙ୍ଗେ ସଙ୍ଗେ ପୋଛି ଦେବା ଦରକାର ।
ନଚେତ୍ ଏହା ଦେହରେ ଲାଗି ରହି ଘିମିରି ଓ ଯାଦୁ ପରି ରୋଗ କରେ ।
ଏଣୁ ଦେହରେ ଝାଳ ଲାଗି ନରହିବା ପାଇଁ ଦିନକୁ ଦୁଇଥର ଗାଧାନ୍ତୁ ।
ପୋଷାକ ପାଟରା ପରିଷ୍କାର ପିନ୍ଧନ୍ତୁ ।
ବିଶେଷ କରି ଝାଳ ବୋହିବା ମାତ୍ରେ ପୋଛି ଦେଇ ଫ୍ୟାନ୍ ପବନରେ ବସନ୍ତୁ ।
ଏହାଦ୍ଵାରା ଚର୍ମରୋଗ ଦେଖାଦେବାର ଆଶଙ୍କା ହ୍ରାସ ପାଇବ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment