Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
f08af4c0
Commit
f08af4c0
authored
Sep 27, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
e480b10a
Changes
1
Hide whitespace changes
Inline
Side-by-side
Showing
1 changed file
with
46 additions
and
0 deletions
+46
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt
...gual-corpora/vikaspedia.in/vikashpedia_health_odia171.txt
+46
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt
0 → 100644
View file @
f08af4c0
ମଧୁମେହ ରୋଗୀ କିଭଳି କରିବେ ଉପବାସ
ଉପକ୍ରମ
ଓଷା ଓ ବ୍ରତ ଆଦି ଦୃଷ୍ଟିରୁ ଅନେକ ଲୋକ ଉପବାସ କରିଥାନ୍ତି ।
ଏହାଦ୍ଵାରା ଅନେକାଂଶରେ ଶରୀର ପାଇଁ ଉପକାର ମିଳିଥାଏ ।
ସମଗ୍ର ପୃଥିବୀରେ ପ୍ରାୟ 5 କୋଟି ମଧୁମେହ ରୋଗୀଅଛନ୍ତି ।
ଏହି ରୋଗୀମାନେ ଉପବାସ ସମୟରେ କିପ୍ରକାର ସତର୍କତା ଅବଲମ୍ଭନ କରିବେ ।
ଆଠ ଘଣ୍ଟା ଉପବାସ ପରେ ଆମ ଶରୀର ଗଚ୍ଛିତ ଶର୍କରାକୁ ବ୍ୟବହାର କରି ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିଥାଏ ।
ପରବର୍ତ୍ତୀ କାଳରେ ଶରୀର ଚର୍ବିକୁ ଶକ୍ତିସ୍ରୋତ ରୂପେ ଉପଯୋଗ କରିଥାଏ ।
ଏହା ସାଧାରଣ ଲୋକଙ୍କ ପାଇଁ କ୍ଷତି ଘଟାଏ ନାହିଁ ।
ବଟିକା ବା ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀଙ୍କ ପାଇଁ ହାଇପୋଗ୍ଲାଇସେମିଆ ପରି କ୍ଷତି ଘଟାଇଥାଏ ।
ହାଇପୋଗ୍ଲାଇସେମିଆର ଲକ୍ଷଣ
ଶରୀରରେ କମ୍ପନ ହେବା, ଝାଳ ବାହାରିବା, ଭଲଭାବରେ ଆଖିକୁ ଦେଖା ନ ଯିବା, ଓଠଓ ହାତ ଥରିବା, ଚିଡଚିଡା ଲାଗିବା, ମଥା ଭାରି ଲାଗିବା, ଛାତି ଧଡଧଡ ହେବା, ଧଇଁସଇଁ ଲାଗିବା ଆଦି ।
ଏହି ସମୟରେ କଠିନ ପରିଶ୍ରମ କଲେ ହାଇପୋଗ୍ଲାଇସେମିଆ ବଢିଯିବାର ସମ୍ଭାବନା ଥାଏ ।
ଦୀର୍ଘ ସମୟ ଧରି ଉପବାସ ରହିବା ଯୋଗୁଁ ହାଇପୋଗ୍ଲାଇସେମିଆ ଓ ଜାଲିୟ ଅଂଶର ଅଭାବ ଅଧିକ ମାତ୍ରାରେ ଦେଖାଯିବାର ସମ୍ଭାବନା ରହିଛି ।
ଜଳୀୟ ସ୍ତର ହ୍ରାସର ଲକ୍ଷଣ
ଜଳୀୟ ସ୍ତର ହ୍ରାସ ପାଇଲେ ଶୋଷ, ପରିସ୍ରା କମିବା, ଶୁଷ୍କ ଓଠ, ମୁଖ ଏବଂ ଚର୍ମ ଆଦିରେ ଶୁଷ୍କତା ଅନୁଭୂତ ହୋଇଥାଏ ।
ଏହା ଯୋଗୁଁ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ ।
ଏହାର ଲକ୍ଷଣ ହେଉଛି, ଯନ୍ତ୍ରଣା, ଫୁଲା ଏବଂ ନାଲିପଡିବା କଣ୍ଡିଆ ଏବଂ ଗରମ ଲାଗିବା ।
ବେଳେ ବେଳେ ଜମାଟ ଥିବା ଧନନୀ ସୁସ୍ପଷ୍ଟ ଦିଶିଥାଏ ।
ମଧୁମେହ ରୋଗୀଙ୍କ ଠାରେ ଉପବାସ ପୂର୍ବରୁ ଓ ଉପବାସ ପରେ ଅଧିକ ମାତ୍ରାରେ ଭୋଜନ ହେତୁ ରକ୍ତରେ ଶର୍କରାର ଅଂସ ଅତିମାତ୍ରାରେ ବଢିଯାଇ ଶରୀରରେ କ୍ଷତି ଘଟାଇଥାଏ ।
ରକ୍ତରେ ଶର୍କରା ମାତ୍ରା ଅଧିକ ବଢିବାର ଲକ୍ଷଣ
ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ମଣ୍ଡବ୍ୟଥା, ବହୁମାତ୍ରାରେ ଥକ୍କା ଲାଗିବା ଆଦି ।
ଉପବାସ ସମୟରେ ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ନିୟମିତ ପରକ୍ଷା କରିବା ଉଚିତ୍ ।
ଏହା ରୋଗୀଙ୍କୁ ନିରାପଦ ରଖିଥାଏ ।
ଏହାଦ୍ଵାରା ଆପଣଙ୍କ ଉପବାସ ଭଙ୍ଗ ହୋଇ ନ’ ଥାଏ ।
ମଧୁମେହ ରୋଗୀ ଉପବାସ ନକରିବା ଭଲ ।
ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଉପବାସ କରିବା ଉଚିତ୍ ।
ଏମାନଙ୍କ କ୍ଷେତ୍ରରେ ଉପବାସ କରିବା ବିପଦପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟହାନି ଘଟିଥାଏ ।
ପିଲାମାନେ (ଯୌବନାବସ୍ଥା ପୂର୍ବରୁ), ବୁଦ୍ଧ ବ୍ୟକ୍ତି, ଶାରୀରିକ ଅକ୍ଷମ, ଶାରୀରିକ ଅସୁସ୍ଥ ବ୍ୟକ୍ତି, ପର୍ଯ୍ୟଟକ, ଗର୍ଭାବସ୍ଥା ଆଦି ସମୟରେ ଉପବାସ କରିବା ଅନୋବଶ୍ୟକ ।
ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀମାନେ ବିଶେଅସ ସତର୍କତା ଅବଲମ୍ଭନ କରିବା ଆବଶ୍ୟକ ।
ମଧୁମେହ ଦ୍ଵାରା ଆକ୍ରାନ୍ତ ରୋଗୀମାନେ ଉପବାସ ଦ୍ଵାରା ପ୍ରଚଣ୍ଡ ହାଇପୋଗ୍ଲାଇସେମିଆ ଶିକାର ହୋଇଥାନ୍ତି ।
ଯଦି କୌଣସି ବ୍ୟକ୍ତି ଉପବାସ କରି ନପାରନ୍ତି ସେମାନେ ଗରିବଙ୍କୁ ଖାଦ୍ୟା ପ୍ରଦାନ କରି ତାଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରତିପାଦନ କରିପାରିବେ ଅଥବା ପରବର୍ତ୍ତୀ ସମୟରେ ଉପବାସ ରହି ସଂପୂର୍ଣ୍ଣ କରିପାରିବେ ।
ମଧୁମେହ ରୋଗୀମାନେ ଉପବାସ ଆରମ୍ଭ ପୂର୍ବରୁ ମଧୁମେହ ଡାକ୍ତର କିମ୍ବା ନର୍ସଙ୍କ ଠାରୁ ସଂପୂର୍ଣ୍ଣ ଭାବରେ ମଧୁମେହର ଉପଚାର ଉପରେ ପରାମର୍ଶ ନେବା ଆବଶ୍ୟକ ।
ମଧୁମେହ ରୋଗୀଙ୍କ ଖାଦ୍ୟ ସ୍ୱାସ୍ଥ୍ୟକର ହେବା ଉଚିତ୍ ।
ଅତ୍ୟଧିକ ଖାଦ୍ୟ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ଓଜନ ବଢାଇବା ସହିତ ରକ୍ତରେ- ଶର୍କରା ସ୍ତର ଅସନୁଳ ଅବସ୍ଥାକୁ ଆଣିଥାଏ ।
ଉପବାସ ସମୟରେ ଶ୍ଵେତସାର ସମ୍ଭାନ୍ଧୀୟ ଖାଦ୍ୟ ତଥା ଧୀରେ ଧୀରେ ଅବେଶୋକ୍ଷିତ ହେବା ଖାଦ୍ୟ ଯାହାକି ଧୀରେ ଧୀରେ ଶକ୍ତି ପ୍ରଦାନ କରିଥାଏ, ଖାଇବା ଉଚିତ୍ ।
ପାଉଁରୁଟି, ଯଅ, ବାସମତୀ ଚାଉଳ ତଥା ବିନସ, ଶିମ୍ବ, ଚନା ତଥା ଡାଲିଜାତୀୟ ଖାଦ୍ୟ ଏବଂ ଫଳ ଓ ପାଣିବାରିବା ଆଦି ଖାଇବା ଆବଶ୍ୟକ ।
ଏହି ସବୁ ଖାଦ୍ୟ, ତନ୍ତୁଅଥବା ଫାଇବାର୍ ଯୋଗୁଁ ଧୀରେ ଅବଶୋଷିତ ହୁଅନ୍ତି ।
ଚପାତି, ରୁଟି, ଖଜୁରି, ଦହି, ସିଝା ପନିପାରିବା, ବୀଜ ଏବଂ ଚଣା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ ।
ବିବିଧ ଏବଂ ସୁଷମ ଖାଦ୍ୟ ଖାଇବା ଗୁରୁତ୍ଵପୂର୍ଣ୍ଣ ଅତ୍ୟଧିକ ମିଠା ଏବଂ ଚର୍ବି ଜାତୀୟ ଖାଦ୍ୟ ( ପରଟା, ପୁରି, ପକୋଡା, ସିଙ୍ଗଡା) ଆଦି ଖାଇବା ଉଚିତ୍ ନୁହେଁ ।
ଯଥା ପରିମାଣରେ ପାଣି ପିଇବା ଆବଶ୍ୟକ ।
ଘରେ ତିଆରି ଖାଦ୍ୟ ଖାଇବା ଭଲ ।
ବହୁ ସମୟ ଧରି ନ ଖାଇବା ଯୋଗୁଁ ହାଇପୋଗ୍ଲାଇସେମିଆ କ୍ଷତି ହୋଇଥାଏ ।
ଯଦି ଉଚ୍ଚ ଶର୍କରା ସ୍ତର ଥିବା ମଧୁମେହ ରୋଗୀ ଅଧିକ ସମୟ ଉପବାସ କରନ୍ତି, ତେବେ ଶରୀରରୁ ଜଳୀୟ ଅଂସ କମିଯାଇ କ୍ଷତି ହୋଇଥାଏ ।
ଉପବାସ ଭଙ୍ଗ ସମୟରେ ବହୁତ ମାତ୍ରାରେ ପାନୀୟ ପଦାର୍ଥ ଶୁଦ୍ଧ ପାଣି ଫଳରସ ଆଦି ସେବନ କଲେ ଜଳୀୟ ଅଂଶ ହ୍ରାସ ପାଇବା ପରି କ୍ଷତିକୁ ଏଡାଇ ଦେଇହୋଇଥାଏ ।
ଡାକ୍ତରଙ୍କ ପରାମର୍ଶ ଅନୁସାରେ ଇନସୁଲିନ୍ ର ମାତ୍ରା ତଥା ସମୟ ନିର୍ଘଣ୍ଟ ପ୍ରଣାଳୀ ବଦଳାଇବା ଜରୁରୀ ମଧୁମେହ ରୋଗୀମାନେ ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment