Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
06bd1ae6
Commit
06bd1ae6
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
84e4b25c
Changes
1
Hide whitespace changes
Inline
Side-by-side
Showing
1 changed file
with
30 additions
and
0 deletions
+30
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia85.txt
...ngual-corpora/vikaspedia.in/vikashpedia_health_odia85.txt
+30
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia85.txt
0 → 100644
View file @
06bd1ae6
ଯୋନିକନ୍ଦ
ଗର୍ଭାଶୟ ମୁଖ ବା ଶରୀରର ଆଂଶିକ ବା ସମ୍ପୁର୍ଣ୍ଣ ଭାଗ ଯୋନି ମଧ୍ୟ ଦେଇ ବାହାରକୁ ବାହାରି ଦେଖାଗଲେ ତାକୁ ଯୋନିକନ୍ଦ ( prolapse uterus) କୁହାଯାଏ ।
ଲକ୍ଷଣ
ଯଦି ଯୋନି ବାହାରକୁ ଯୋନିଦ୍ଵାର ଦେଇ ଗର୍ଭାଶୟର କୌଣସି ଜିନିଷ ବାହାରକୁ ବାହାରି ଦେଖାଯାଏ ତାକୁ ଯୋନିକନ୍ଦ କୁହାଯାଏ ।
ଯୋନିଦ୍ଵାର ଭାରୀ ଭାରୀ ଲାଗିବ ।
ସହବାସ ସମୟରେ ଯୋନି ମଧ୍ୟରେ ଅସ୍ଵସ୍ତିବୋଧ ହେବା ।
କାରଣ
ଗର୍ଭାଶୟ ଉପରେ ଅତ୍ୟଧିକ ଉର୍ଦ୍ଧ୍ଵଚାପ ପଡିଲେ ।
ସନ୍ତାନ ଜନ୍ମ ସମୟରେ ସାବଧାନତାର ସହ ସନ୍ତାନ ଜନ୍ମ କଲେ ବା ଟଣାଓଟରା କଲେ ।
ବହୁତ ସନ୍ତାନ ଲାଗି ଲାଗି ଜନ୍ମ ହେଲେ ।
ଗର୍ଭାଶୟର ମାଂସପେଶୀ ଶିଥିଳ ହେଲେ ।
ସନ୍ତାନ ଜନ୍ମ ପରେ ସଙ୍ଗେ ସଙ୍ଗେ ଅତ୍ୟଧିକ ସହବାସ କଲେ ।
ସନ୍ତାନ ଜନ୍ମ ପରେ ଅତ୍ୟଧିକ ଭାରୋତ୍ତଳନଜନିତ ପରିଶ୍ରମ କଲେ ।
ଗର୍ଭାଶୟରେ ସଂକ୍ରମଣ ହେଲେ ।
ଚିକିତ୍ସା
ଉପରୋକ୍ତ କାରଣଗୁଡିକ ନିଷେଧ ବା ବର୍ଜ୍ୟ ।
ଚିକିତ୍ସା ସମୟରେ ସହବାସ ନିଷେଧ ।
ଗର୍ଭାଶୟରେ ଯେଉଁ ଅଂସ ବାହାରକୁ ବାହାରି ଦେଖାଯାଉଥିବା ସେ ଅଂଶକୁ ପେଲି ତା ସ୍ଥାନରେ ରାଖୀ ବା ଡାକ୍ତରଙ୍କ ଦ୍ଵାରା ସ୍ଵ- ସ୍ଥାନରେ ସ୍ଥାପନ କରି ନିମ୍ନୋକ୍ତ ଔଷଧଗୁଡିକ ପ୍ରୟୋଗ ବିଧେୟ ଓ ବେସୀ ଓଜନ ଥିବା ଜିନିଷ ଉଠାଇବା ଅନୁଚିତ ।
ଝାଡା ସଫା ଔଷଧ ଖାଇବେ ଅର୍ଥାତ୍ ଅମୃତଭଣ୍ଡା ଆଦି ପାରିବା ବେଶିଖାଇବେ ।
ରାତ୍ରିଭୋଜନରେ ରୋଟିକୁ ଧୋଇ କରି ଖାଇବା ଉଚିତ ।
ସର୍ବଦା ବସିବା ।
ମସଲା ଓ ଗରିଷ୍ଠ ଖାଦ୍ୟ ଖଟା ପଖାଳ ଆଦି ନିଷେଧ ।
ତୁଟୁକା ଚିକିତ୍ସା
ଲାଜକୁଳି ଲତାର ଚେର ଓ ପ୍ରତିକୁ ବାଟି ସେଥିରେ ଖଇବ 2 ଗ୍ରାମ୍ମିଶାଇ ଯୋନିଦ୍ଵାରରେ ଓ ଭିତରେ ରଖି ପିନ୍ଧିବେ ।
ଲାଜକୁଳି ଭତାର ଚେର ଏବଂ ଅଶ୍ଵଗନ୍ଧା ସମଭାଗ ନେଇ ଛାଚି ଯୋନିରେ ଧାରଣ କରିବେ ।
ଦୂର ଘାସ ଲାଜକୁଳି ଲତାର ଚେର ବେଲପତ୍ର ମୁଠା ସମଭାଗ ନେଇ ଛେଚି ମଣ୍ଡ କରି ଯୋନିଦ୍ଵାରରେ ଧାରଣ କରିବେ ।
ଔଷଧ
ସୋମଘୁତ ବା କୁମାର କଳ୍ପଦ୍ରୁମ ଘୁତ ଧାରଣ କରିବ ଓ ଯୋନିରେ ମାଲିସ କରିବ ।
ମେଥିମୋଦକ ୫ ଗ୍ରାମ୍ ବା ୧ ଚାମଚ ଲେଖାଏଁ ଉଷୁମ ଜଳରେ ଦିନକୁ ୨ ଥର ।
ଦଶମୁଲାରିଷ୍ଟ ୩ ଚାମଚ ଲେଖାଏଁ ଦିନକୁ ଥର ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment