Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
2becce7a
Commit
2becce7a
authored
Sep 22, 2022
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
8f8a72c4
Changes
1
Show whitespace changes
Inline
Side-by-side
Showing
1 changed file
with
19 additions
and
0 deletions
+19
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia68.txt
...ngual-corpora/vikaspedia.in/vikashpedia_health_odia68.txt
+19
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia68.txt
0 → 100644
View file @
2becce7a
ବଥ ଓ ବାଳମୂଳିଆ
ଉପକ୍ରମ
ବଥ ଓ ବାଳମୂଳିଆ ଯଦିଓ ଏକ ସାଧାରଣ କଷ୍ଟ, ତଥାପି ଖରାଦିନେ ଏହାର ପ୍ରାବଲ୍ୟ ବେଶି ।
ଜଣଜଣଙ୍କଠାରେ ମୁଥମୁଥ ହୋଇ ଛୋଟ ଛୋଟ ବାଳମୂଳିଆ ବାହାରି ବହୁତ ଯନ୍ତ୍ରଣା ଦିଏ ।
ଦିହ ମୁଣ୍ଡ ଦରଜ ଯେ ଛୁଇଁ ହେବନାହିଁ ।
ସେଥିରୁ କେତେକ ନ ପାଚି କଇଥା ପଡିଯାଏ ।
ଏଥିରେ ଆର୍ଣ୍ଣିକା ଏକ ପ୍ରକାର ଆମୋଘ ଔଷଧ ।
ଉପଚାର
ଦିନକୁ ୨-୩ ପାନ କରି ୨-୪ ଦିନ ଦିଅନ୍ତୁ ଓ ବାଳମୂଳିଆ ଗୁଡିକ ଶୁଖିଗଲେ ସଲଫର ଏକ ପାନ ଦେଇ ଦେବେ ।
କେତେକ ସ୍ଥଳରେ ଦେଖିବେ, ବଥଟି ଲାଲ ଟକଟକ କରି ଖାଲି ଧକଧକ କରି ବ୍ୟଥା କରିବ, ହାତ ହାତ ମାରିଲେ ଜାଗାଟି ଖୁବ ଗରମ, ତେବେ ବେଲାଡୋନା ଦିନକୁ ୩-୪ ଥର କରିଦିଅନ୍ତୁ ।
ଦେଖନ୍ତୁ ଏହିପରି ଲାଲ୍ ଦରଜ ଯେ କହିଲେ ନ ସରେ, ମାତ୍ର ରୋଗୀ ବଠଟିକୁ କେବଳ ସାଉଁଳୁଥିବ, ସତେ ଯେପରି ସେଥିରେ ସେ ଆରାମ ପାଉଛି ।
କାରଣ, ବଥ ଭିତରଟା ବା ସେ ଜାଗାଟା ଶରଶର କରୁଥିବ ଓ ରାତିହେଲେ ବିନ୍ଧାଛିଟିକା ବଢୁଥିବ, ତାହାଲେ ମର୍କସଲ ହିଁ ବ୍ୟବହାର କରିବେ ।
ଯେତେବେଳେ ଦେଖିବେ ବଥ ଜାଗାଟି ଖୁବ୍ ସ୍ପର୍ଶ କାତର, ଏତେ ଦରଜ ଯେ ଛୁଇଂବା ମଧ୍ୟ କଷ୍ଟ, ସାମାନ୍ୟ ଉଷୁମ ଶେକ ଦେଲେ ଉପଶମ, ତାହାହେଲେ ହିପାରସଲଫ ହିଁ ଦେବାକୁ ହେବ ।
ମାତ୍ର ଦେଖିବେ, ଯଦି ପୂଜ ହେଇଗଲାଣି, ଜାଗାଟି ବା ବଥଟି ଏତେ ସ୍ପର୍ଶକାତର ନୁହେଁ, ଗରମ ଶେକ ଦେବାକୁ ଭଲ ଲାଗୁଛି, ତାହା ହେଲେ ସାଇଲିସିଆ ପ୍ରୟୋଗରେ ବଥ ଫାଟି ପୂଜ ବାହାରି ଶୁଖିଯିବ ।
ବେଳେବେଳେ ଦେଖିବେ ଗୋଟାକ ପରେ ଗୋଟାଏ ବଥ ବାହାରିବାରେ ଲାଗିଛି, ଯେପରି ତାହାର ଶେଷ ନାହିଁ, ତାହାହେଲେ ସଲଫର ଉଚ୍ଚଶକ୍ତିର ଗୋଟିଏ ଦୁଇଟି ପାନ ଦେବେ ।
ମାତ୍ର, ରୋଗୀ ଯଦି ଖୁବ୍ ଶର୍ଦ୍ଦିପ୍ରବଣ ହୋଇଥାଏ ତାହାହେଲେ ଟ୍ୟୁବରକୁଲିନମ ଦେବାଟା ନିତାନ୍ତ ଜରୁରୀ ।
କେତେବେଳେ ଅବା ଦେଖିବେ, ବଥ ବା ବାଳମୂଳିଆଟି କଇଥିଆ ପଡିଯାଇଛି ।
ଯେତେ ଯାହାଦେଲେ ମଧ୍ୟ ପାଚୁନାହିଁକି ବସୁ ନାହିଁ ଆର୍ଣ୍ଣିକା ମଧ୍ୟ ଫେଲ୍, ଯନ୍ତ୍ରଣା ବଢି ବଢି ଚାଲିଛି, ସେତେବେଳେ ମାଇରିଷ୍ଟିକା ଦିନକୁ ୩-୪ ଥର ଦେବାକୁ ହେବ, ଆଉ ଦେଖିବେ ୩-୪ ଦିନ ମଧ୍ୟରେ ସୁଫଳ ମିଳିବହିଁ ମିଳିବ ।
ବଥ ପାଚି ଆସୁଛି, ବା ପାଚିବା ଡେରି ହେଉଛି, ଅଥବା ଭଲଭାବରେ ପୂଜ ବାହାରୁ ନାହିଁ, ତାହାହେଲେ କାଲେଣ୍ଡୁରା Q ୨୦-୩୦ ଟୋପା ଏକକପ୍ ଉଷୁମ ପାଣିରେ ପକାଇ, ତୁଳା ଭିଜାଇ ବଥ ଉପରେ ପକାଇ ରଖିଲେ ପୂଜସବୁ ଟାଣିହୋଇ ଗୋଟିଏ ଜାଗାରେ ରହି ମୁଁ କରିଦେବ ଓ ବଥଟି ଫାଟିଯିବ ବା ପୂଜସବୁ ଟାଣି ହୋଇ ବାହାରି ଯିବ ।
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment