Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
344c2f56
Commit
344c2f56
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
62e8651d
Changes
1
Hide whitespace changes
Inline
Side-by-side
Showing
1 changed file
with
48 additions
and
0 deletions
+48
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia111.txt
...gual-corpora/vikaspedia.in/vikashpedia_health_odia111.txt
+48
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia111.txt
0 → 100644
View file @
344c2f56
ଖରାଦିନର ସମସ୍ୟା
ଖରାଦିନେ ମହିଳାଙ୍କ ସନ୍ ପଏଜନିଂ
ସନପଏଜନିଂ କହିଲେ ପ୍ରକୃତରେ ସୂର୍ଯ୍ୟ କିରଣ ଦ୍ଵାରା ଆମ ଦେହରେ କୌଣସି ବିଷାକ୍ତିକରଣ ହୋଇନଥାଏ, ସୂର୍ଯ୍ୟକିରଣ ଦ୍ଵାରା ଆମ ଚର୍ମରେ ହେଉଥିବା ଅତ୍ୟଧିକ କ୍ଷତି ( ସନ୍ ବର୍ଣ୍ଣ) କୁ ସନ୍ ପଏଜନିଂ କୁହାଯାଇଥାଏ ।
ଅଲ୍ଟ୍ରାଭାୟୋଲେଟ ରେଡିଏସନ୍ ଯୋଗୁଁ ଏହି ସନ୍ ପଏଜନିଂ ହୋଇଥାଏ ଯାହାଦ୍ୱାରା ଆମର ଚର୍ମ ଭୀକ୍ଷଣ ଭାବରେ କ୍ଷତିଗ୍ରସ୍ତ ହୋଇଥାଏ ।
ସନ୍ ପଏଜନିଂର ଲକ୍ଷଣ
ଖରା ଦିନେ ଅତିବେଶୀରେ ପନ୍ଦର ମିନିଟ୍ ଖରାରେ ରହିଲେ ଆପଣଙ୍କୁ ସନ୍ ବୁର୍ଣ୍ଣ ହୋଇବା ସମ୍ଭାବନା ରହିଥାଏ କେବେ କେବେ ଏହା ସଙ୍ଗେ ସଙ୍ଗେ ଜଣାପଡିଯାଉଥିବା ବେଳେ ଆଉ କେତେକ ସ୍ଥଳେ ଏହା ଡେରିରେ ଜଣାପଡିଥାଏ ।
ଅଧିକ ସମୟ ଆମେ ଖରାରେ ରହିଲେ ଚର୍ମ ନାଲି ପଡିବା, ଚର୍ମରେ ଜ୍ଵଳନ ହେବା ଆଦି ଲକ୍ଷଣ ଦେଖାଦେଇଥାଏ ।
ଯଦି ଆପଣଙ୍କ ଚର୍ମ ପତଳା ହୋଇଥାଏ ତେବେ ଅଧିକ ସମୟ ଖରାରେ ରହିବା ଦ୍ଵାରା ସନବର୍ଣ୍ଣର ଶିକାର ହୋଇପାରନ୍ତି ।
ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହେବା ଦ୍ଵାରା ନିମ୍ନଲିଖିତ ଲକ୍ଷଣ ମାନ ପ୍ରକାଶ ପାଇଥାଏ ।
ଚର୍ମ ନାଲି ପଡିଯିବା ଏବଂ ଚର୍ମ ଜ୍ଵଳନ ହେବା ।
ଯନ୍ତ୍ରଣା ଏବଂ ଚର୍ମ ହାଲକା ଭାବରେ କୁଣ୍ଡାଇ ହେବା ।
ଚର୍ମ ଫୁଲିଯିବା ।
ଜ୍ଵର ଏବଂ ଥଣ୍ଡା ହେବ ବାନ୍ତି ଲାଗିବା, ମୁଣ୍ଡ ବୁଲାଇବା, ଶରୀରର ଜଳୀୟ ଅଂଶ କମିଯିବା, ଦୁର୍ବଳ ଲାଗିବା ଆଦି ଲକ୍ଷଣ ଦେଖାଦେଇଥାଏ ।
କିପରି କରିବେ ଚିକିତ୍ସା
ଅତ୍ୟଧିକ ସନବର୍ଣ୍ଣ କିମ୍ବା ସନ ପଏଜନିଂ ହୋଇଥିଲେ ନିମ୍ନଲିଖିତ ଭାବରେ ଉପଚାର କରାଯାଇପାରେ ।
ଅଧିକ ସମୟ ଖରାରେ ରୁହନ୍ତୁ ନାହିଁ ।
ଥଣ୍ଡା ପାଣିରେ ଗାଧାନ୍ତୁ ।
ପର୍ଯ୍ୟାପ୍ତ ପରିମାଣର ତରଳ ଖାଦ୍ୟ କିମ୍ବା ଜୁସ୍ ପିଆନ୍ତୁ ।
ସନବର୍ଣ୍ଣ କିମ୍ବା ସନ୍ ପଏଜନିଂ ହୋଇଥିଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ଶରୀରର ଯେଉଁ ସ୍ଥାନରେ ସନ୍ ବର୍ଣ୍ଣ ହୋଇଛି ସେଠାରେ ଆଲୋଭେରା ଜେଲ୍ କିମ୍ବା ମଶ୍ଚରାଇଜର ଲଗାନ୍ତୁ ।
ଯଦି ବାହାରକୁ ଯିବାର ଥାଏ ତେବେ ଯେଉଁଠାରେ ସନବୁର୍ଣ୍ଣ ହୋଇଛି ତାହାକୁ ସମ୍ପୁର୍ଣ୍ଣ ଭାବରେ ଲୁଗାରେ ଢାଙ୍କି ଯାଆନ୍ତୁ ।
ପ୍ରାଥମିକ ଉପଚାର କରିବା ପରେ ନିଶ୍ଚୟ ଚର୍ମ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ ।
ସନ ପଏଜନିଂ ହେବା ଦ୍ଵାରା ଚର୍ମ କଟୁ ହେବା ସହିତ ଏହା ଶରୀରର ବ୍ୟାପକ ଅଞ୍ଚଳରେ ବ୍ୟାପିଯାଇଥାଏ ଏବଂ ଯନ୍ତ୍ରଣା ଦେଇଥାଏ, ଏହା ବ୍ୟତୀତ ମୁହଁ ଫୁଲିଯିବା, ଜ୍ଵର ଏବଂ ଥଣ୍ଡା ହେବା, ପେଟ ଯନ୍ତ୍ରଣା ହେବା, ମୁଣ୍ଡ, ଶରୀର ନିସ୍ତେଜ ହେବ ।
ଏବଂ ଶରୀର ଶୁଷ୍କତା ଆଦି ଦେଖାଦେଇଥାଏ ।
କିପରି ପ୍ରତିହତ କରିବେ?
ଖରାରେ ବାହାରକୁ ଯିବା ପୂର୍ବରୁ ଏକ ସନସ୍କ୍ରିନ୍ ଲୋଶନ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ।
ଆପଣସନସ୍କ୍ରିନ୍ ଲୋଶନ ୟୁଭିଏ ଏବଂ ୟୁଭିବି ପ୍ରୋଟେକ୍ଟଡ୍ ହୋଇଥିବା ଆବଶ୍ୟକ ।
ବାହାରକୁ ଯିବାର ପନ୍ଦରରୁ ତିରିଶ ମିନିଟ୍ ପୂର୍ବରୁ ଏହି ଲୋଶନ ବ୍ୟବହାର କରନ୍ତୁ ।
ଆବଶ୍ୟକସ୍ଥଳେ ଦୁଇଘଣ୍ଟା ବ୍ୟବଧାନରେ ଲୋଶନ ବ୍ୟବହାର କରିପାରନ୍ତି ।
ଦିନ ଦଶଟାରୁ ଚାରିଟା ମଧ୍ୟରେ ଖରାରେ ବାହାରକୁ ନଯିବାକୁ ଚେଷ୍ଟା କରନ୍ତୁ ।
ମନେରଖନ୍ତୁ ପାଣି, ବରଫ ଏବଂ ବାଲି ସୂର୍ଯ୍ୟଙ୍କର କ୍ଷତିକାରକ ରଶ୍ମୀର ପ୍ରଭାବକୁ ବଢାଇ ଦେଇଥାଏ ।
ବାହାରକୁ ଯିବା ସମୟରେ ସନବୁର୍ଣ୍ଣ କିମ୍ବା ସନ ପଏଜନିଂରୁ ରକ୍ଷା ପାଇବା ପାଇଁ ସନ୍ ଗ୍ଲାସ, ଟୋପି ଏବଂ ଉପଯୁକ୍ତା ପୋଷାକ ପରିଧାନ କରନ୍ତୁ ଯେପରି ପୋଷାକ ଆପଣଙ୍କ ଶରୀରକୁ ସମ୍ପୂର୍ଣ୍ଣ ଆବୃତ କରି ରଖିବ ।
ଯଦି ଆପଣଙ୍କ ଚର୍ମ ଅଧିକ ସ୍ପର୍ଶକାତର ହୋଇଥାଏ ତେବେ ପୂର୍ବରୁ ଡାକ୍ତରଙ୍କ ସହିତ ନିଶ୍ଚିତ ପରାମର୍ଶ କରନ୍ତୁ ।
କାରଣ କେତେକ ଔଷଧ ରହିଛି ଯାହା ଚର୍ମର ସ୍ପର୍ଶକାତରତାକୁ ବଢାଇ ଦେଇଥାଏ ।
ଏହି ଔଷଧ ଗୁଡିକ ମଧ୍ୟରେ ଆଣ୍ଟିବୟୋଟିକ୍, ଆଣ୍ଟିଡିପ୍ରେସାଣ୍ଟ, ଡ୍ୟୁରେଟିକ୍, ହାର୍ଟ ଡ୍ରଗ୍ସ, ବାର୍ଥ କଣ୍ଟ୍ରୋଲ ପିଲ ଆଦି ଔଷଧ ଚର୍ମକୁ ସ୍ପର୍ଶକାତର କରିଥାଏ ।
ଖରାଦିନେ ମହିଳାଙ୍କ କର୍ମବ୍ୟସ୍ତତା ପାଇଁ ପ୍ରାୟତଃ ସେମାନେ ନିଜ ତ୍ଵଚାର ଯତ୍ନ ନେବା ପାଇଁ ହେଲା କରିଥାନ୍ତି ।
କିନ୍ତୁ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣ ବିଶେଷକରି ଚର୍ମ ସମ୍ବନ୍ଧୀୟ ସ୍ୱାସ୍ଥ୍ୟଗତ ଦ୍ରୁଷ୍ଟିକୋଣରୁ ଖରାଦିନଟି ସତର୍କତାର ସମୟ ।
ମହିଳାମାନେ ପ୍ରଚୁର ପାଣି ପିଅନ୍ତୁ ।
ଅତ୍ୟଧିକ ଖରାକୁ ସେପରି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ନଥିଲେ ଯାଆନ୍ତୁ ନାହିଁ ।
ପ୍ରତ୍ୟୁଷରୁ ଉଠିବା ଖୁବ୍ ଭଲ ଅଭ୍ୟାସ ।
କୋଷ୍ଠ କାଠିନ୍ୟ ସମସ୍ୟା ଠାରୁ ଦୂରେଇ ରୁହନ୍ତୁ ।
ନିଶାଦ୍ରବ୍ୟ ସେବନ ସର୍ବାଦୌ ବର୍ଜନୀୟ ।
ତୁଟୁକା ତୁଟୁକି କିମ୍ବା ଚେରମୂଳୀ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନନେଇ ମୁହଁରେ ଲଗାନ୍ତୁନାହିଁ ।
ଶରୀରର ବିଶେଷ କରି ତ୍ଵଚା କୁଣ୍ଡାଇ ହେଲେ ରଗଡା ରଗଡି କରନ୍ତୁ ନାହିଁ ବା କୁଣ୍ଡାନ୍ତୁ ନାହିଁ ।
ସ୍ୱାସ୍ଥ୍ୟ ଅନୁକୂଳ ପାଉଡର ବ୍ୟବହାର କରନ୍ତୁ ।
ତୀବ୍ରଗନ୍ଧଯୁକ୍ତ ଅତର ବ୍ୟବହାର କରନ୍ତୁ ନାହିଁ ।
ଖୋଲା ସ୍ଥାନରେ ରାତିରେ ଶୋଇବା ଅଭ୍ୟାସ ଚର୍ମଗତ କାରଣ ପାଇଁ ଭଲ ନୁହେଁ ।
ସନବୁର୍ଣ୍ଣ ବା ପଏଜନିଂ ସମସ୍ୟା ପାଇଁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ର ଅଭିଜ୍ଞ ଚର୍ମ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment