Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
3ccf5a69
Commit
3ccf5a69
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
01bc3fb1
Changes
1
Hide whitespace changes
Inline
Side-by-side
Showing
1 changed file
with
29 additions
and
0 deletions
+29
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia141.txt
...gual-corpora/vikaspedia.in/vikashpedia_health_odia141.txt
+29
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia141.txt
0 → 100644
View file @
3ccf5a69
କ୍ଷତରୁ ରକ୍ଷା ପାଇଁ ସାବଧାନତା
ଉପକ୍ରମ
ପ୍ରତି ବର୍ଷ ଶହ ଶହ ଶିଶୁ କ୍ଷତାକ୍ତ ହୋଇ ମୃତ୍ୟୁ ମୁଖରେ ପଡିଥାନ୍ତି ।
ଏହାଛଡା ହଜାର ହଜାର ଶିଶୁ ସାଂଘାତିକ ଭାବରେ କ୍ଷତାକ୍ତ ହୋଇଯାଆନ୍ତି ।
ବିଭିନ୍ନ ପ୍ରକାର କ୍ଷତର କାରଣରୁ ଶିଶୁ ସବୁଦିନ ପାଇଁ ଅକ୍ଷମ ହୋଇଯାଆନ୍ତି ଏବଂ ଏଥି ପାଇଁ ସେମାନଙ୍କ ମସ୍ତିଷ୍କକୁ କ୍ଷତି ପହଞ୍ଚିଥାଏ ।
କ୍ଷତାକ୍ତ ହେବା ହେଉଛି କମ୍ ବୟସର ଶିଶୁଙ୍କର ମୃତ୍ୟୁ ଓ ଅକ୍ଷମତାର ଏକ ମୁଖ୍ୟ କାରଣ ।
ପଡିଯିବା, ଜଳିଯିବା, ବୁଡିଯିବା କିମ୍ବା ଦୁର୍ଘଟଣାରୁ ଅଧିକାଂଶ କ୍ଷତ ହୋଇଥାଏ ।
ଏ ଭିତରୁ ଅଧିକାଂଶ କ୍ଷତ ଘର ଭିତରେ କିମ୍ବା ପାଖାପାଖି ସ୍ଥାନରେ ହୋଇଥାଏ ।
ପ୍ରାୟତଃ ଏ ସବୁଠାରୁ ଶିଶୁକୁ ସୁରକ୍ଷା ଦିଆଯାଇପାରିବ ।
ଯଦି ବାପା ମାଆଙ୍କୁ ଜଣାଥିବା, ଯେ କ୍ଷତ ହେଲେ କଣ କରାଯିବା ଉଚିତ୍ ତେବେ ଏଥିରୁ କ୍ଷତର ପ୍ରଭାବ କମ୍ କରାଯାଇପାରିବ ।
ମୁଖ୍ୟ ସୂଚନା
ଯଦି ପିତାମାତା ବା ଯତ୍ନ ନେଉଥିବା ବ୍ୟକ୍ତି ଛୋଟ ପିଲା ଉପରେ ଅତି ସାବଧାନତାର ସହ ନଜର ରଖିବେ ଏବଂ ତାଙ୍କର ଚତୁଃପାର୍ଶ୍ଵର ଅବସ୍ଥାକୁ ସୁରକ୍ଷିତ ରଖିବେ, ତେବେ ଶିଶୁକୁ ସାଂଘାତିକ କ୍ଷତରୁ ବଞ୍ଚାଯାଇପାରିବା ।
ଶିଶୁଙ୍କୁ ନିଆଁ, ଖାଦ୍ୟ ରନ୍ଧା ଯାଉଥିବା ଷ୍ଟୋଭ, ଲଣ୍ଠଣ, ଡିଆସିଲି କିମ୍ବା ବିଦ୍ୟୁତ ଉପକରଣ ଠାରୁ ଦୂରେଇ ରଖିବା ଉଚିତ୍ ।
ଛୋଟ ଶିଶୁକୁ ଉଚ୍ଚ ସ୍ଥାନ ଉପରେ ଚଢିବାକୁ ଭଲ ଲାଗେ ।
ତେଣୁ ସିଡି ଛାତ, ଝରକା ଏବଂ ପିଲାଙ୍କ ଖେଳିବା ସ୍ଥାନକୁ ସୁରକ୍ଷିତ ରଖିବା ଉଚିତ୍, ଯେମିତି କି ସେ ପଡି ନଯିବ
ଛୁରୀ, କଇଁଚି ବା ଧାର ଥିବା ଜିନିଷ କିମ୍ବା ଭଙ୍ଗା କାଚ ଗଭୀର କ୍ଷତ ପହଞ୍ଚାଇ ଥାଏ ।
ଏସବୁ ଜିନିଷକୁ ଶିଶୁ ଠାରୁ ଦୂରରେ ରଖିବା ଦରକାର, ଯାହାଫଳରେ କି ସେମାନେ ଏଗୁଡ଼ିକୁ ଗିଳି ପାରିବେ ନାହିଁ ।
ବିଷ ଔଷଧ, ଏସିଡ୍ ଏବଂ କିରୋସିନୀ ଯେମିତିକି ତରଳ ଇନ୍ଧନ, କେବେ ବି ପିଉଥିବା ପାଣି ବୋତଲରେ ରଖିବା ନାହିଁ ।
ଏହିସବୁ ତରଳପଦାର୍ଥକୁ ଡବାରେ ଚିହ୍ନ ଦେଇ ଶିଶୁଙ୍କ ନଜର ଠାରୁ ଦୂରରେ ରଖିବା ଦରକାର ।
ପିଲାମାନେ ଅଳ୍ପ ପାଣିରେ ଅଳ୍ପ ସମୟ ମଧ୍ୟରେ ବୁଡିଯାଇପାରନ୍ତି ।
ସେମାନଙ୍କୁ ପାଣି ଭିତରେ କିମ୍ବା ପାଣି ପାଖରେ ଏକୁଟିଆ ଛାଡିବା ଉଚିତ୍ ନୁହେଁ ।
ସାଧାରଣତଃ ପାଞ୍ଚ ବର୍ଷରୁ ଛୋଟ ପିଲାଙ୍କୁ ରାସ୍ତାରେ କ୍ଷତ ହେବାରେ ଅଧିକ ସମ୍ଭାବନା ଥାଏ ।
ତାଙ୍କ ସହିତ ସର୍ବଦା ବଡ ଲୋକ ରହିବା ଦରକାର ।
ସେମାନେ ଯେତେବେଳେ ଚାଲିବା ଶିଖିବା ଆରମ୍ଭ କରିବେ, ସେମାନଙ୍କୁ ରାସ୍ତାରେ ସାବଧାନରେ ଚାଲିବା ଶିଖାଇବା ଦରକାର ।
ସମସ୍ତେ ଜାଣିବା ଦରକାର
ଯଦି ପିଲାମାନେ ବିଷ ପିଇ ଦେଇଥାନ୍ତି ତେବେ ତାଙ୍କୁ ବାନ୍ତି କରାଇବା ନାହିଁ ।
ଏଥି ଯୋଗୁଁ ଶିଶୁ ଆହୁରି ଅସୁସ୍ଥା ହୋଇଥାଏ ।
ଶିଶୁକୁ ଶୀଘ୍ର ସ୍ୱାସ୍ଥ୍ୟ କେନ୍ଦ୍ର ବା ଡାକ୍ତରଖାନା ନେଇଯିବ, ଯଦି ସମ୍ଭବ ହୁଏ ତା ହେଲେ ନିଜ ସହିତ ବିଷ ବା ଔଷଧ ନମୁନା କିମ୍ବା ତାର ଡବା ମଧ୍ୟ ନେଇଯିବ ।
ଶିଶୁକୁ ସ୍ଥିର ରଖିବା ଯେତେଦୂର ସମ୍ଭବ ତାକୁ ଦୋହଲାଇବେ ନାହିଁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment