Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
94e3de4b
Commit
94e3de4b
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
d1105dbf
Changes
1
Hide whitespace changes
Inline
Side-by-side
Showing
1 changed file
with
36 additions
and
0 deletions
+36
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia157.txt
...gual-corpora/vikaspedia.in/vikashpedia_health_odia157.txt
+36
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia157.txt
0 → 100644
View file @
94e3de4b
ଦୁର୍ଘଟଣାର ସମ୍ମୁଖୀନ ହେଉଥିଲେ
ଦୁର୍ଘଟଣା
ଦୁର୍ଘଟଣା ସ୍ଥାନ , କାଳ ଓ ପାତ୍ର ଦେଖି ଆସି ନଥାଏ ।
ଏହା ସର୍ବଦା ଆକସ୍ମିକ ।
ପୂର୍ବ ପ୍ରସ୍ତୁତି ଓ ସଚେତନତା ଦ୍ଵାରା ହିଁ ଦୁର୍ଘଟଣାକୁ ଏଡାଇ ଦେଇ ହୁଏ ବା ଦୁର୍ଘଟଣାର ପରବର୍ତ୍ତୀ ପୀଡାକୁ ଯଥାଶୀଘ୍ର ଲାଘବ କରିହୁଏ ।
ଦେଶରେ ବର୍ଷକୁ ଦେଢ ଲକ୍ଷ ଲୋକ ସଡକ ଦୁର୍ଘଟଣାର ପ୍ରାଣ ହରାଉଥିବା ବେଳେ ଅର୍ଦ୍ଧାଧିକ ଲୋକ ପ୍ରାଥମିକ ଚିକିତ୍ସା ମିଳିବାରେ ବିଳମ୍ବ ହେତୁ ପ୍ରାଣ ହରାଇଥାନ୍ତି ।
ତେବେ ଏହି ସମୟରେ କେତେକ କଥା ଜାଣିଥିଲେ , ଜୀବନକୁ ମୃତ୍ୟୁ କବଳରୁ ରୋକି ହୋଇଥାଏ ।
ପ୍ରତିଶୋଧକ
ଦୁର୍ଘଟଣାସ୍ଥଳରେ ଥିଲେ ବା ନିଜେ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ , ପ୍ରଥମେ ନିଜକୁ ସୁରକ୍ଷିତ ମଣିବା ପରେ ଅନ୍ୟକୁ ସାହାଯ୍ୟ କରିବାକୁ ଚେଷ୍ଟା କରନ୍ତୁ ।
ଟ୍ରାଫିକକୁ ନିୟନ୍ତ୍ରଣ କରି ଦୁର୍ଘଟଣାଗ୍ରସ୍ତ ଲୋକକୁ ରାସ୍ତାକଡକୁ ନେଇ ଆସନ୍ତୁ ।
ଶରୀରର ରକ୍ତ ବାହାରୁଥିବା ସ୍ଥାନରେ କପଡା ଗୁଡାଇ ସଙ୍ଗେ ସଙ୍ଗେ ବାନ୍ଧି ଦିଅନ୍ତୁ ।
ଅତ୍ୟଧିକ ରକ୍ତଶାବ ଯୋଗୁଁ ମଧ୍ୟ ପୀଡିତ ଲୋକଟି ମୃତ୍ୟୁମୁଖରେ ପଡିପାରେ ।
ପୀଡିତ ଲୋକକୁ ଆଶ୍ଵାସନା ଦେଇ ମନୋବଳ ଦୃଢ କରାନ୍ତୁ ।
ବେଳେ ବେଳେ କିଛି ହୋଇ ନଥିଲେ ବି ଭୟଭୀତ ହୋଇ ହୃଦ୍ ଘାତର ପ୍ରାଣହାନୀ ଘଟିପାରେ ।
ବେହୋସ ହୋଇଯାଇଥିଲେ ମୁହଁରେ ସାମାନ୍ୟ ପାଣି ଛିଞ୍ଚିବା ସହ କାନ ଓ ପାଟିରେ ଫୁକାନ୍ତୁ ।
ତଥାପି ହୋସ ନଆସିଲେ , ଆପଣଙ୍କ ଦୁଇ ପାପୁଲିକୁ ଛନ୍ଦି ପୀଡିତର ଛାତିରେ ସାମାନ୍ୟ ଚାପ ସୃଷ୍ଟି କଲେ ଚେତା ଫେରିଆସିବ ।
ଏହା ମଧ୍ୟରେ ଆମ୍ବୁଲାନ୍ସ ଓ ପୁଲିସକୁ ଟୋଲ ଫ୍ରି ନମ୍ବର ୧୦୮ ଓ ୧୦୦ ରେ ଦୁର୍ଘଟଣାସ୍ଥଳର ସ୍ଥାନ ଓ କ୍ଷୟକ୍ଷତି ସମ୍ପର୍କରେ କୁହନ୍ତୁ ।
ଦୁର୍ଘଟଣାଗ୍ରସ୍ତଙ୍କ ପରିଚୟ ଜାଣିବାକୁ ଚେଷ୍ଟା କରି ଘରକୁ ଖବରଟି ଜଣାନ୍ତୁ
ସରକାରୀ ଗାଡି ଆସିବା ଡେରି ହେଲେ ଅପେକ୍ଷା ନକରି ବେସରକାରୀ ଗାଡିରେ ଡାକ୍ତରଖାନା ଆଣିବାକୁ ଚେଷ୍ଟା କରନ୍ତୁ ।
ଭାଙ୍ଗି ଯାଇଥିବା ଶରୀର ସହିତ ଯୋଡି ରଖନ୍ତୁ ।
ନଚେତ ଶିରଗୁଡିକ ଛିଡିଗଲେ ଅଙ୍ଗଟି ଯୋଡାଯିବାରେ ସମସ୍ୟା ଉପୁଜିପାରେ ।
ମସ୍ତିସ୍କ ବା ଶରୀରର ଆଭ୍ୟନ୍ତରୀଣ ଅଙ୍ଗରେ ଆଘାତ ହୋଇଥିଲେ ଲୋକକୁ ମୁହଁ ତଳକୁ କରି ଶୁଆଇ ଦିଅନ୍ତୁ ।
ରକ୍ତ ଜମାଟ ନବାନ୍ଧି ବାହାରିଯିବ ।
ମସ୍ତିସ୍କରେ ରକ୍ତ ଜମାଟ ବାନ୍ଧିଗଲେ ପୀଡିତ ଲୋକ କୋମାକୁ ଚାଲିଯିବାର ସମ୍ଭାବନା ଥାଏ ।
ସମ୍ପୂର୍ଣ୍ଣ କଟିଯାଇଥିବା ଅଙ୍ଗକୁ ମଧ୍ୟ ଲୋକଟି ସହିତ ଡାକ୍ତରଖାନା ପଠାନ୍ତୁ ।
ରାସ୍ତାରୁ ସମ୍ଭବପର ଜିନିଷ ହଟାଇ ଦେଇ ରାସ୍ତା ଅବରୋଧକୁ ସ୍ଵାଭାବିକ କରନ୍ତୁ ।
ପାଇଥିବା ଜିନିଷକୁ ପୁଲିସକୁ ହସ୍ତାନ୍ତର କରି ସହଯୋଗ କରନ୍ତୁ ।
ସର୍ବଦା ନିଜର ପରିଚୟ ପତ୍ର ସହିତ ଫୋନ ନମ୍ବର ଲେଖି ପାଖରେ ରଖନ୍ତୁ ।
ଭାଙ୍ଗି ଯାଇଥିବା ଅଙ୍ଗକୁ କୌଣସି ପରିସ୍ଥିତିରେ ଝୁଲାଇ ରଖନ୍ତୁ ନାହିଁ ।
କିଏ ମୃତ ଓ ଜୀବିତ ନବିଚାରି ଯଥାଶୀଘ୍ର ଡାକ୍ତରଖାନା ପଠାନ୍ତୁ ।
ପରିଚୟ ପତ୍ରରେ ବ୍ଲଡଗ୍ରୁପ ଲେଖିବାକୁ ଭୁଲନ୍ତୁ ନାହିଁ ।
ଦୁର୍ଘଟଣାଗ୍ରସ୍ତ ଲୋକକୁ ଚାରିପଟୁ ଘେରି ରହି ମୁକ୍ତ ପବନ ଆସିବାରେ ବାଧା ସୃଷ୍ଟି କରନ୍ତୁନି ।
ଅସହାୟତାର ସୁଯୋଗ ନେଇ ଲୁଟପାଟ ପରି ବିବେକହୀନ କାମ କରନ୍ତୁ ନାହିଁ ।
ଦୁର୍ଘଟଣା ଘଟାଇଥିବା ଲୋକଙ୍କୁ ଆକ୍ରମଣ ନକରି ତାଙ୍କୁ ପୁଲିସ ଜିମା ଦିଅନ୍ତୁ ।
ଆବଶ୍ୟକ ନଥିଲେ ମୋବାଇଲ ସୁଇଚ ଅଫ କରି ରଖନ୍ତୁ ନାହିଁ ।
ଏଥିଯୋଗୁଁ ଆପଣଙ୍କ ପରିଚୟ ଓ ଘରକୁ ଖବର ଦେବାରେ ବିଳମ୍ବ ହୋଇପାରେ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment