Commit a23ef9be authored by Nayan Ranjan Paul's avatar Nayan Ranjan Paul

Upload New File

parent 8f943c51
ସୂତିକାତିସାର
ସୂତିକା ପରେ ପାଣିଆ ବା ଲାଳରକ୍ତଯୁକ୍ତ ଝାଡା ବା ବାରମ୍ଭାର ଝାଡା ହୁଏ ।
ତାକୁ ସୂତିକାତିସାର କୁହାଯାଏ ।
କାରଣ
ଜ୍ଵରତିସାର ସହ ସମାନ
ଅତି ଗରିଷ୍ଠ ଖାଦ୍ୟସେବନ
ଅତି ରାତ୍ରି ଅନିଦ୍ରା
ଅତି ଚିନ୍ତା
ଅତି ଦୁର୍ବଳ
ସଂକ୍ରମଣ
ଅତି ଭୟଦ୍ଵାରା ହୁଏ ।
ଚିକିତ୍ସା
ଅନ୍ନ ସହ ଶୁଣ୍ଠି ଓ ଜୀରା ଚୂର୍ଣ୍ଣ ½ ଚାମଚ ଲେଖାଏଁ ସେବନୀୟ ।
ମସଲାଯୁକ୍ତ ବାକ ଗରିଷ୍ଠ ଖାଦ୍ୟ ନିଷେଧ ।
ଗୋଘୃତ ଉଷୁମ କରି ସକାଳ ସନ୍ଧ୍ୟା 30 ଗ୍ରାମ ଲେଖାଏଁ ବା ୨ ଚାମଚ ଲେଖାଏଁ ଖାଇବ ଅନ୍ନ ସହ ।
ଶୁଦ୍ଧ ସିଝା ଜଳ ପାନହ କରିବ ଓ ସର୍ବଦା ସଫାସୁତୁରା ରହିବ ।
ତୁଟିକା ଚିକିତ୍ସା
ଜିରା – ୫ ଗ୍ରାମ୍ ଓ ଶୁଣ୍ଠି – ୫ ଗ୍ରାମ୍ ଶୁଦ୍ଧ ଜଳ ସହ ଦିନକୁ ୨ ଥର ସେବନୀୟ ।
ମୁଥାମୂଳ ୫ଟିସହ ଜିରା – ୫ ଗ୍ରାମ୍ ମିଶାଇ ବାଟିଦିନକୁ ଚାରିଥର ସେବନୀୟ
ଡାଳିମ୍ବ ଚୋପା ୧୦ ଗ୍ରା . ବାଟି ସେଥିରେ ୫ ଗ୍ରା. ଜିରା ମିଶାଇ ଦିନକୁ ୩ ଥର ସେବନୀୟ ।
ମୂଳାମୂଳ – ୪ଟି, ଡାଳିମ୍ବ – ୧୦ ଗ୍ରାମ୍ ବାସଙ୍ଗପତ୍ର ରସ – ୧/୨ ଚାମଚ, ଜିରା ୧/୨ ଚାମଚ ମିଶାଇ ଦିନକୁ ୨ ଥର ସେବନ କଲେ ସୂତିକାତିସାର ଭଲ ହୁଏ ।
ଔଷଧ
କଦଳୀ – ୧୦ ଗ୍ରାମ୍, ତାମ୍ର ଭସ୍ମ – ୧୦ ଗ୍ରାମ୍, ଅଭ୍ରଭସ୍ମ – ୧୦ ଗ୍ରାମ୍ ମିଶାଇ ଅଦା ରସରେ ଭାବନା ଦେଇ ୨୫୦ ମି. ଗ୍ରା. ଲେଖାଏଁ ବଟିକା କରିବ ।
୧ ଟି ଲେଖାଏଁ ବଟିକା ଦିନକୁ ୨ ଥର ଖାଇବ , ।
ଜିରା ୫ ଗ୍ରାମ୍ ସହ ।
ଶାସ୍ତ୍ରୟ ଔଷଧ
ବୃହତ୍ ଗର୍ଭ ଚିନ୍ତାମଣିରସ, ମହାଭ୍ରବଟୀ, ଜିରକାଦିମୋଦକ , ମେଥିମୋଦକ ବିସ୍ମୃତ ଆୟୁର୍ବେଦ ଚିକିତ୍ସା
ସୂତିକାତିସାର ନିମନ୍ତେ
ମେଥିମୋଦକ – ୧ ଚାମଚ ଲେଖାଏଁ ଦିନକୁ ୨ ଥର ଉଷୁମ ଜଳ ସହ ।
ଜିରକାଦି ମୋଦକ – ୧ ଚାମଚ ବା ୧ ଗ୍ରାମ୍ ଲେଖାଏଁ ଦିନକୁ ୨ ଥର ।
ଦଶମୁଳାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର ।
Markdown is supported
0% or
You are about to add 0 people to the discussion. Proceed with caution.
Finish editing this message first!
Please register or to comment