Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
adadf5c7
Commit
adadf5c7
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
8ceb4baf
Changes
1
Hide whitespace changes
Inline
Side-by-side
Showing
1 changed file
with
36 additions
and
0 deletions
+36
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia184.txt
...gual-corpora/vikaspedia.in/vikashpedia_health_odia184.txt
+36
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia184.txt
0 → 100644
View file @
adadf5c7
ରଙ୍ଗରେ ରଙ୍ଗୀନ ହେବେ, ଚର୍ମ ବି ଚମକିବ
ହୋଲି
ହୋଲି ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ ।
ଏଥିପାଇଁ ସମସ୍ତେ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।
ବିଶେଷ କରି ଯୁବବର୍ଗ ରସାୟନିକ ରଙ୍ଗ ଅଧିକ ବ୍ୟବହାର କରିଥାନ୍ତି ।
ଏହି ରସାୟନିକ ରଙ୍ଗ ପ୍ରଭାବରେ ଚର୍ମରୋଗ ହେବାର ଆଶଙ୍କା ବହୁତ ରହିଥାଏ ।
ରଙ୍ଗ ଖେଳିବା ବେଳେ ନିଜ ଶରୀର ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ ।
ରଙ୍ଗ ଖେଳିବା ପୂର୍ବରୁ କିପରି ନେବେ ଆପଣଙ୍କ ଚର୍ମର ଯତ୍ନ ।
ଚର୍ମର ଯତ୍ନ
ରଙ୍ଗ ଖେଳିବା ପୂର୍ବରୁ ସୋରିଷ ତେଲ ଓ ନଡ଼ିଆ ତେଲକୁ ମୁହଁ,କାନ,ବେକ ଓ ହାତରେ ଲଗାନ୍ତୁ ।
ତେଲ ଯୋଗୁଁ ତ୍ୱଚାରୁ ରଙ୍ଗ ଶୀଘ୍ର ଛାଡ଼ିଯାଇଥାଏ ।
ରଙ୍ଗର ପ୍ରଭାବ ତ୍ୱଚା ଉପରେ ପଡ଼ି ନଥାଏ ।
ରଙ୍ଗ ଖେଳିବା ପୂର୍ବରୁ ତ୍ୱଚାରେ କୋଲ୍ଡ କ୍ରିମ୍ ଲଗାନ୍ତୁ ।
ଏହା ତ୍ୱଚାକୁ ସୁରକ୍ଷା ଦେଇଥାଏ ।
ଆପଣଙ୍କର ଯଦି ସମ୍ଭେଦନଶୀଳ ତ୍ୱଚା ହୋଇଥାଏ, ତାହେଲେ ରଙ୍ଗ ଖେଳିବା ପୂର୍ବରୁ ତ୍ୱଚାରେ ଲେମ୍ବୁ ରସ ଲଗାନ୍ତୁ ।
ଫୁଲ୍ ସ୍ଳିଭ୍ ସାର୍ଟ ଓ ପ୍ୟାଣ୍ଟ ପିନ୍ଧି ରଙ୍ଗ ଖେଳିବାକୁ ଯାଆନ୍ତୁ ।
ଆପଣ ଯଦି ଖରାରେ ରଙ୍ଗ ଖେଳୁଛନ୍ତି ତାହାହେଲେ ଆପଣ ହାତରେ ସନସ୍କ୍ରିଂନ୍ ଲୋସନ୍ ଲଗାନ୍ତୁ ।
ଏହାଦ୍ୱାରା ଆପଣଙ୍କ ତ୍ୱଚାକୁ ଟାନିଂରୁ ରକ୍ଷା ପାଇଥାଏ ।
ଆଖିର ଚାରିପାଖରେ ମଧ୍ୟ ଆପଣ ସନସ୍କ୍ରିଂନ୍ ଲୋସନ୍ ଲଗାଇ ପାରିବେ ।
ରଙ୍ଗ ଖେଳିବା ପୂର୍ବରୁ ଓ ପରେ ପ୍ରଚୁର ପାଣି ପିଅନ୍ତୁ ।
ପାଣି ପିଇବା ଦ୍ୱାରା ବିଷାକ୍ତ ରଙ୍ଗ ଆପଣଙ୍କ ତ୍ୱଚାକୁ ଶୁଷ୍କ କରି ନଥାଏ ।
ରଙ୍ଗ ଖେଳିବା ପୂର୍ବରୁ ବେକ ପଛପଟ ଓ ନଖକଣରେ ତେଲ ଓ ପେଟ୍ରୋଲିୟମ ଜେଲି ଲଗାନ୍ତୁ ।
ଏହା ଲଗାଇବା ଦ୍ୱାରା ରଙ୍ଗ ସହଜରେ ଛାଡ଼ି ଥାଏ ।
ପେଟ୍ରୋଲିୟମ ଜେଲିକୁ ଆପଣ ଦାନ୍ତରେ ଲଗାଇପାରିବେ ।
ରଙ୍ଗ ଶୀଘ୍ର ଛାଡ଼ି ଯିବ ।
ରଙ୍ଗ ଖେଳିବାର ୨ରୁ୩ ଦିନ ପୂର୍ବରୁ ଆପଣ ୱାକ୍ସିଂ ଓ ଥ୍ରେଡିଂ କରନ୍ତୁ ନାହିଁ ।
ଏହା କରିବା ଦ୍ୱାରା ରଙ୍ଗ ଖେଳିଲେ ଆପଣଙ୍କ ତ୍ୱଚା ଉପରେ ପ୍ରଭାବ ପକାଇଥାଏ ।
ଡ୍ରାଏ ସ୍କିନ୍, ଅଏଲି ସ୍କିନ୍ ଓ ନରମାଲ ସ୍କିନ୍ର କିପରି ନେବେ ଯତ୍ନ ଅଏଲି ସ୍କିନ୍ – ଦୁଇ ଚାମଚ ମୁଲତାନି ମାଟି ଓ ଗ୍ଲିସୋରିନକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଏହାକୁ ଆପଣ ତ୍ୱଚାରେ ୧୫ ମିନିଟ୍ ଲଗାଇ ରଖନ୍ତୁ ।
ପରେ ଧୋଇ ଦିଅନ୍ତୁ ।
ନରମାଲ ସ୍କିନ୍ – ଦୁଇ ଚାମଚ ମସୁର ଡାଲି ଗୁଣ୍ଡ , ଏକ ଚାମଚ ଚାଉଳ, ଅଟା ଗୁଣ୍ଡ, ହଳଦୀ ଓ ଗୋଲାପ ଜଳକୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।
ଏହାକୁ ଆପଣ ତ୍ୱଚାରେ ୧୦ମିନିଟ୍ ଲଗାଇ ରଖନ୍ତୁ ।
ପରେ ଧୋଇ ଦିଅନ୍ତୁ ।
ଡ୍ରାଏ ସ୍କିନ୍ -ସୟା ଅଟା ଗୁଣ୍ଡ, ଦୁଗ୍ଧ ଓ ଗ୍ଲିସୋରିନକୁ ମିଶାଇ ପେଷ୍ଟ ମିଶାଇ ପେଷ୍ଟ କରନ୍ତୁ ।
ପରେ ଏହାକୁ ତ୍ୱଚାରେ ୧୦ ମିନିଟ୍ ଲଗାଇ ରଖନ୍ତୁ ।
ପରେ ଧୋଇ ଦିଅନ୍ତୁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment