Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
c2c44f8d
Commit
c2c44f8d
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
2236bb1b
Changes
1
Hide whitespace changes
Inline
Side-by-side
Showing
1 changed file
with
51 additions
and
0 deletions
+51
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia71.txt
...ngual-corpora/vikaspedia.in/vikashpedia_health_odia71.txt
+51
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia71.txt
0 → 100644
View file @
c2c44f8d
ବାଡିର ଗଛଲତା ଓ ଔଷଧୀୟ ଗୁଣ
ଉପକ୍ରମ
ଆମ ବାଡିବଗିଚା ଓ ହାତପାଆନ୍ତାରେ ଥିବା ଅନେକ ବୃକ୍ଷଳତାର ଔଷଧୀୟ ଗୁଣ ରହିଛି ।
ସେ ସମ୍ପର୍କରେ ଜାଣି ତାକୁ ଜୀବନ ଶୈଳୀରେ ଉପଯୋଗ କରିପାରିଲେ ବହୁ ଉପକାର ମିଳିଥାଏ ।
ଅରଖ
ସାପ କାମୁଡିଥିଲେ ଧଳା ଅରଖ ଗାଛର ମୂଳକୁ ଛେଚି ପାଣି ସହ ସେବନ କାଲେ ସାପ ବିଷ ନଷ୍ଟ ହୋଇଥାଏ ।
ସେହିପରି ଦଂଶନର କ୍ଷତ ଜାଗାରେ ଅରଖ ଗଛର କ୍ଷୀର ବୋଲିଲେ ବିଷ ନଷ୍ଟ ହୋଇଥାଏ ।
ଯଦି ଏହି ସମୟରେ ରୋଗିର ଚେତା ନଥାଏ, ତେବେ ଅରଖ ପତ୍ରର ରସକୁ ନାକରେ ୩/୪ ବୁନ୍ଦା ପକାଇଲେ ତା’ର ଚେତା ଫେରିଆସିବ ।
ଯଦି ବିଲେଇ କିମ୍ବା କୁକୁଡ଼ା କାମୁଡିଥାଏ ତେବେ ଅରଖ କ୍ଷୀର ଲଗାଇ ଗରମ ସେକ ଦେଲେ ଉପସମ ମିଳିଥାଏ ।
କରଞ୍ଜ
କରଞ୍ଜ ଦାନ୍ତକାଠିରେ ଅନେକେ ଦାନ୍ତ ଘଷିଥାନ୍ତି ।
କରଞ୍ଜ ପ୍ରତି ୧୦ ଟି ସହ ନିମ୍ବ ପାତ୍ର ୧୦ ଟି ମିଶାଇ ବାଟି ଦେହରେ ଲଗାଇଲେ, ଧଲାଛଊ, କାଛୁକୁଣ୍ଡିଆ ଓ ଚର୍ମ ଉକୁଣୀ ଆଦି ଭଲ ହୋଇଥାଏ ।
ଯଦି ମୁଣ୍ଡରୁ ବାଲ ଝାଡୁଥାଏ, ତେବେ କରଞ୍ଜ ଗଛର ଛେଲି ସହ କନିଅର ଗଛର ଛେରକୁ ମିଶାଇ ସେଥିରେ ରାଶି ତେଲ ଦେଇ ଗରମ କରି ଛାଣି ଦୈନିକ ଲଗାଇଲେ ଏଥିରୁ ଉପଶମ ମିଳେ ।
ତେନ୍ତୁଳି
ତେନ୍ତୁଳି ମଞ୍ଜିକୁ ଗୁଣ୍ଡା କରି ଚାମଚେ ଗୁଣ୍ଡ ସହ ଏକ ଗ୍ଳାସ କ୍ଷୀରରେ ମିଶାଇ ପିଇଲେ କୋଷ୍ଠ କାଠିନ୍ୟ ଦୂର ହୋଇଥାଏ ।
ସେହିପରି ଅର୍ଶ କିମ୍ବା ମଳ କଣ୍ଟକରୁ ରକ୍ତ ନିର୍ଗତ ହେଉଥିଲେ, ତାହା ଭଲ ହୋଇଥାଏ ।
ଜ୍ଵର ହୋଇଥିଲେ, ତେନ୍ତୁଳିରୁ ମଞ୍ଜି ବାହାର କରି ୧୦୦ ଗ୍ରାମ ତେନ୍ତୁଳିକୁ ବାଟି ରସୁଣ, ଗୋଲମରିଚ ଓ ଗୁଡ ସହ ମିଶାଇ ପିଇଲେ, ଜ୍ଵରରୁ ଉପଶମ ମିଳିଥାଏ ।
ତେନ୍ତୁଳିରେ ଲୌହ, ରିବୋଫ୍ଲାବିନ ଓ କ୍ୟାଲସିୟମ ବହୁଳ ଭାବରେ ରହିଥାଏ ।
ମେଥି
ମେଥି ଶାଗ ଯକୃତ ପାଇଁ ମହୌଷଧି ।
ଦୈନିକ ମେଥି ଗୁଣ୍ଡା ୧/୪ ଚାମଚ ସେବନ କାଲେ ଅଗ୍ନିମାନ୍ଦ୍ୟ ଦୂର ହୋଇଥାଏ ।
କଦଳୀ
ଦୈନିକ ଦୁଇଟି ଲେଖାଏଁ ପାଚିଲା କଦଳୀ ସେବନ କାଲେ ଶରୀରରେ ଲୋହିତ ରକ୍ତ କଣିକା ବା ହିମୋଗ୍ଲୋବିନ ସୃଷ୍ଟି ହୋଇଥାଏ ।
ଏହାଛଡା ପେଟ ଭିତରେ ସାହାଯ୍ୟକାରୀ ବ୍ୟାକ୍ଟେରିଆ ସୃଷ୍ଟି କରିଥାଏ ।
ଖାଦ୍ୟ ନଳୀରେ ଘା କିମ୍ବା ଗ୍ଯାସ ହୋଇଥିଲେ ଦୈନିକ ପାଚିଲା କଦଳୀ ସେବନ କାଲେ ତାହା ଦୂର ହୋଇଥାଏ ।
ଯକ୍ଷ୍ମା ରୋଗରେ ଦୈନିକ ସକାଳେ ଖାଲିପେଟରେ ଅଧାଚାମଚ ଲେଖାଏଁ କଦଳୀ ରସ ସେବନ କାଲେ ଆରୋଗ୍ୟ ମିଳିଥାଏ ।
ମଞ୍ଜୁଆତି
ମଞ୍ଜୁଆତି ପତ୍ରକୁ ସିଝାଇ ସେହି ପାଣିକୁ କୁଳି କଲେ ମାଢି ମଜବୁତ ହୋଇ ପାୟୋରିଆ ରୋଗ ଦୂର ହୋଇଥାଏ ।
ମଞ୍ଜୁଆତି ପତ୍ରକୁ ଖରାରେ ଶୁଖାଇ ଚୂର୍ଣ୍ଣ କାରୀ ୨୫୦ ଗ୍ରାମରେ ରାଶିତେଲ ୨୫୦ ଗ୍ରାମ ମିଶାଇ ଦୈନିକ ମୁଣ୍ଡରେ ଲଗାଇଲେ, କେସ ଝଡା ବନ୍ଦ ହୋଇ କେଶର ସୌନ୍ଦର୍ଯ୍ୟ ବୃଦ୍ଧି ହୋଇଥାଏ ।
ଶୁଖିଲା ମଞ୍ଜୁଆତି ପତ୍ର ୧୫ଟି ନେଇ ଏକ ପାତ୍ରରେ ଗୋଟିଏ ରାତି ଭେଦାଇ ତହିଁ ପରିଦୀନ ସକାଳୁ ଛାଣି ପିଇଲେ ଜଣ୍ଡିସ ବା କାମଳରୋଗ ଦୂର ହୋଇଥାଏ ।
ଆହୁରି ମଧ୍ୟ ଅତ୍ୟଧିକ କାମଳ ରୋଗ ଆକ୍ରାନ୍ତ ହୋଇଥିଲେ, ମଞ୍ଜୁଆତି ଗଛର ଚେର ଏବଂ ଅରୁଆ ଚାଉଳ ପାଣିରେ ଭେଦାଇ ତା’ର ଚକଟା ଅଂଶକୁ ମିଶାଇ ଦିନକୁ ୨ ଥର ଚାମଚେ ଲେଖାଏଁ ସେବନ କଲେ ଖୁବ୍ ଶୀଘ୍ର ଆରୋଗ୍ୟ ହୋଇଥାଏ ।
ପିପ୍ପଳି
ପିପ୍ପଳିଗୁଣ୍ଡାକୁ ୨ ଗ୍ରାମ୍ ସେବନ କଲେ ଲାଳ ଝାଡ଼ାରେ ଉପକାରୀ ହୋଇଥାଏ ।
ହଜମ ହେଉ ନଥିଲେ ପିପ୍ପଳି ଗୁଣ୍ଡା ୪ ଗ୍ରାମ ସହିତ ସୈନ୍ଧବ ଲବଣ ମିଶାଇ ସେବନ କଲେ, ଏହା ଉପକାରୀ ହୋଇଥାଏ ।
ନିଦ ହେଉ ନଥିଲେ ଦୈନିକ ରାତିରେ ୫ ଗ୍ରାମ୍ ପିପ୍ପଳି ଗୁଣ୍ଡ ସହ ଏକ ଚାମଚ ମିଶାଇ ସେବନ କଲେ ତାହା ଫଳପ୍ରଦ ହୋଇଥାଏ ।
କାଗେଜି ଲେମ୍ବୁ
କାଗେଜି ଲେମ୍ବୁ, ଲୁଣ, ଚିନି, ପାଣି ମିଶାଇ ପିଇଲେ ଶରୀର ନିରୋଗ ରହିଥାଏ ।
ପାକସ୍ଥଳୀରେ ଅନ୍ୟ ରୋଗ ସୃଷ୍ଟି ହୋଇପାରେ ନାହିଁ ।
ଲେମ୍ବୁ ରସ ନକାରାତ୍ଜକ ବ୍ୟାକ୍ଟେରିଆଙ୍କୁ ନଷ୍ଟ କରିଦେଇଥାଏ ।
ଆଣ୍ଠୁଗଣ୍ଠି ବାତ ରୋଗରେ ମଧ୍ୟ ଲେମ୍ବୁ ରସ ସେବନରେ ଉପକାର ମିଳିଥାଏ ।
ଲେମ୍ବୁରେ ଭିଟାମିନ୍ ଗ ଓ ପୋଟାସିୟମ ସାଇଟ୍ରେଟ ଥାଏ ।
ପାତାଳଗରୁଡ
ଏହି ଗଛକୁ ସର୍ପଗନ୍ଧା ବୋଲି ମଧ୍ୟ କୁହାଯାଏ; କିନ୍ତୁ ଗାଁ ଗହଳିରେ ଏକ ଭ୍ରାନ୍ତ ଧାରଣା ରହିଛି ଯେ, ଏହି ଗଛକୁ ବାଡିରେ ଲଗାଇଲେ ସାପ ଆସନ୍ତି ନାହିଁ ।
ଏହି ସାପକୁ ଗାନ୍ଧୀଉଥିବାରୁ ତା;ର ନାମ ସର୍ପଗନ୍ଧା ରଖିଯାଇଛି ।
ଏହି ଗଛର ମୂଳ ଅଂଶକୁ ଗୋଲମରିଚ ସହ ବାଟି ସାମାନ୍ୟ ହଳଦୀ ମିଶାଇ ସାପ କାମୁଡାର ଶିକାର ହୋଇଥିବା ଲୋକଙ୍କ ସେବନ କରିବାକୁ ଦେଲେ ଶରୀରରୁ ବିଷ ନାଶ ହୋଇଥାଏ ।
ଏହି ସହିତ ମୂଷା କାମୁଡିଥିଲେ , ଏହାର ଚେରକୁ ବାଟି ସାମାନ୍ୟ ହଳଦୀ ମିଶାଇ ସେବନ କଲେ ବିଷ ନାଶ ହୋଇଥାଏ ।
ବଚ
ଏହି ଉଦ୍ଭିଦଟି ବହୁ ଶାଖା ବିଶିଷ୍ଟ ହୋଇଥିବାବେଳେ ସୁଗନ୍ଧଯୁକ୍ତ ।
ଏହି ଉଦ୍ଭିଦକୁ ସୁଖାଯାଇ ବଚ ଭାବେ ବ୍ୟବହାର କରାଯାଏ ।
ଏଥିରେ ତାନିନ୍ ଥାଏ, ଯାହାକି ଅତିସାର ରୋଗରେ ବ୍ୟବହାର କରାଯାଏ ।
ଏହାକୁ ସୈନ୍ଧବ ଲବଣ ସହ ମିଶାଇ ଖାଇଲେ ପେଟ ଫମ୍ପା, ଶ୍ଵାସନଳୀ ସଂକ୍ରମଣରୁ ଉପକାର ମିଳିଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment