Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
d679c367
Commit
d679c367
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
94e3de4b
Changes
1
Hide whitespace changes
Inline
Side-by-side
Showing
1 changed file
with
21 additions
and
0 deletions
+21
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia137.txt
...gual-corpora/vikaspedia.in/vikashpedia_health_odia137.txt
+21
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia137.txt
0 → 100644
View file @
d679c367
କେତେ ସମୟ ଅନ୍ତରରେ ଗର୍ଭ ଧାରଣ
ମୁଖବନ୍ଧ
ଭାରତରେ ପ୍ରତି ବର୍ଷ ହଜାର ଶିଶୁ ନିଜର ପଞ୍ଚମ ଜନ୍ମଦିନ ପାଳନ କରିବା ପୂର୍ବରୁ ଏମିତି ସବୁ କାରଣରୁ ମୃତ୍ୟୁବରଣ କରନ୍ତି ଯେଉଁଥିରୁ କି ସେମାନଙ୍କୁ ବଞ୍ଚାଯାଇପାରିଥାନ୍ତା ।
ଏଥି ମଧ୍ୟରୁ ଅଧିକାଂଶ ମୃତ୍ୟୁ କେବଳ ୫ଟି କାରଣରୁ ହିଁ ହୋଇଥାଏ, ଯଥା: - ନିମୋନିଆ, ତରଳ ଝାଡା, ମିଳିମିଳା, ମ୍ୟାଲେରିଆ ଓ ପୁଷ୍ଟିହୀନତା ।
ଏହି ବ୍ୟତୀତ ଜୀବନ ଥିବା ଲକ୍ଷ ଲକ୍ଷ ଶିଶୁ ଦୁର୍ବଳତାର ସହ ବଞ୍ଚନ୍ତି ଓ କେବେ ବି ନିଜ କ୍ଷମତାର ସମ୍ପୂର୍ଣ୍ଣ ବିକାଶ କରିପାରନ୍ତି ନାହିଁ ।
ଶୈଶବରେ ଏହି ୫ଟି କାରଣ ଜନିତ ମୃତ୍ୟୁରୁ ଶିଶୁଙ୍କ ବଞ୍ଚାଇବା ଏବଂ ଏହାର ଚିକିତ୍ସା କରିବାର ଜ୍ଞାନ ଓ ସାଧନ ଦୁଇଟା ଯାକ ହିଁ ଗଚ୍ଛିତ ଅଛି ।
ଶିଶୁଙ୍କ ମୃତ୍ୟୁ ଓ ରୋଗର ବଞ୍ଚାଇବା ତଥା ମହିଳାମାନଙ୍କ ଗର୍ଭାବସ୍ଥା ଓ ପ୍ରସବ ପାଇଁ ସୁରକ୍ଷା ଦେବା ବିଷୟରେ କେତେକ ଅତ୍ୟନ୍ତ ଜରୁରୀ କଥା ବର୍ଣ୍ଣନା କରାଯାଇଛି ।
ସିଧା ଏବଂ ସରଲ ଭାଷାରେ ଦିଆଯାଇଥିବା ଏହି ବାର୍ତ୍ତାକୁ ପ୍ରତ୍ୟେକ ବ୍ୟକ୍ତି ଆପଣେଇ ପାରିବେ ।
କେତେ ସମୟ ଅନ୍ତରରେ ଗର୍ଭ ଧାରଣ
କ’ଣ ଆପଣ ଜାଣନ୍ତି କି ?
ଅଧିକ ଥର, କମ୍ ବ୍ୟବଧାନରେ ବାରମ୍ବାର ଗର୍ଭ ଧାରଣ କିମ୍ବା କିଶୋରାବସ୍ଥାରେ ବା ୩୫ ବର୍ଷରୁ ଅଧିକ ବୟସରେ ମା’ ହେବା ମହିଳାମାନଙ୍କ ଜୀବନ ପାଇଁ ବିପଦ ସୃଷ୍ଟି କରିଥାଏ ।
ପ୍ରାୟ ଏକ ତୃତୀୟାଂଶ ଶିଶୁ ଏହି କାରଣରୁ ମୃତ୍ୟୁବରଣ କରିଥାନ୍ତି ।
ମହିଳା ଏବଂ ଶିଶୁମାନଙ୍କର ସ୍ୱାସ୍ଥ୍ୟ ସୁଧାରିବା ପାଇଁ ସବୁଠାରୁ ସୁବିଧାଜନକ ଉପାୟ ମଧ୍ୟରେ ପରିବାର ନିୟୋଜନ ଅନ୍ୟତମ ପରିବାର ନିୟୋଜନରୁ ବହୁତ ମା’ ଓ ଶିଶୁଙ୍କ ମୃତ୍ୟୁ ଓ ଅକ୍ଷମ ହେବାରୁ ରକ୍ଷା କରାଯାଇପାରୁଛି ।
ମୁଖ୍ୟ ସୂଚନା
୧୮ ବର୍ଷ ବୟସ ପୂର୍ବରୁ ବା ୩୫ ବର୍ଷ ବୟସ ପରେ ଗର୍ଭଧାରଣ କଲେ ମା’ ଏବଂ ତାର ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ବହୁତ ବଢିଯାଏ ।
ଏଥିପାଇଁ ଭାରତ ସରକାର ଆଇନଗତ ବିବାହ ପାଇଁ ଝିଅଟିର ବୟସ ଅତି କମ୍ ରେ ୧୮ ବର୍ଷ ରହିବା ଦରକାର ବୋଲି ସ୍ଥିର କରିଛନ୍ତି ।
ମା’ ଓ ଶିଶୁଙ୍କୁ ପାଇଁ ୨ଟି ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ ଅତି କମ୍ ରେ ୨ ବର୍ଷ ରଖିଯିବା ଉଚିତ୍ ।
ଚାରି ଥର ମା’ ହେବା ପରେ ଗର୍ଭାବସ୍ଥା ଓ ପ୍ରସବ ଯୋଗୁଁ ମା’ର ସ୍ୱାସ୍ଥ୍ୟ ପାଇଁ ବିପଦ ବଢିଯାଏ ।
କେତେବେଳେ ଶିଶୁ ଜନ୍ମ କରିବା ଉଚିତ୍, କେତୋଟି ଶିଶୁ ଜନ୍ମ କରିବା ଦରକାର, ଦୁଇ ଶିଶୁଙ୍କ ମଧ୍ୟରେ ଜନ୍ମର ବ୍ୟବଧାନ କେଟ ରହିବା ଦରକାର ଓ କେବେ ଶିଶୁ ଜନ୍ମ ବନ୍ଦ କରିବା ଦରକାର ତାହା ପରିବାର ନିଯୋଜନ ସେବାର ସାହାଯ୍ୟ ନେଇ ଲୋକମାନେ ନିର୍ଣ୍ଣୟ କରିବା ଦରକାର ।
ଗର୍ଭଧାରଣ ନ କରିବା ପାଇଁ ମଧ୍ୟ ଅନେକ ସୁରକ୍ଷିତ ଉପାୟମାନ ଅଛି ।
ପରିବାର ନିୟୋଜନ ଉଭୟ ପୁରୁଷ ଓ ମହିଳା ଦୁହିଁଙ୍କର ବାୟିତ୍ଵ ଅଟେ ଏବଂ ପତ୍ୟେକ ବ୍ୟକ୍ତି ଏହା ଯୋଗୁଁ ସେମାନଙ୍କର ସ୍ୱାସ୍ଥ୍ୟକ୍ଷେତ୍ରର ହେଉଥିବା ଲାଭ ବିଷୟରେ ଜାଣିବା ଉଚିତ୍ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment