Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
d9499d87
Commit
d9499d87
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
986063a5
Changes
1
Hide whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia43.txt
...ngual-corpora/vikaspedia.in/vikashpedia_health_odia43.txt
+37
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia43.txt
0 → 100644
View file @
d9499d87
ଡେଙ୍ଗୁ ଜ୍ଵରର ଆୟୁର୍ବେଦ ଚିକିତ୍ସା
ଡେଙ୍ଗୁ ଜ୍ଵର
ସଂପ୍ରତି ପାରିପାର୍ଶ୍ୱିକ କାରଣ ଯୋଗୁଁ ବିଭିନ୍ନ ରୋଗ ଦେଖାଦେଉଛି ।
ଏହା ମଧ୍ୟରେ ଡେଙ୍ଗୁଜ୍ଵର ମୁଖ୍ୟ ଭୂମିକା ଗ୍ରହଣ କରିଛି ।
ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଏହାକୁ ଦଣ୍ଡକ ଜ୍ଵର ବୋଲି କୁହାଯାଏ ।
ଏହାର କାରଣ ଓ ପ୍ରତିକାର ସମ୍ପର୍କରେ ସଚେତନତା ଅଭାବରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ।
ଏଣୁ ଏହାର ଲକ୍ଷଣ ପ୍ରକାଶ ପାଇବା କ୍ଷଣି ଚିକିତ୍ସା କରିବା ଆବଶ୍ୟକ ।
ବହୁ ପୁରୁଣା କାଳରୁ ଡେଙ୍ଗୁ ଜ୍ଵରର ଚିକିତ୍ସା ଆମଦେଶରେ ରହିଛି ।
ଏଣୁ ରୋଗୀ ଭୟଭୀତ ନ ହୋଇ ଡେଙ୍ଗୁ ଜ୍ଵରର ଲକ୍ଷଣ ଦେଖିବା କ୍ଷଣି ଆୟୁର୍ବେଦ ଚିକିତ୍ସକଙ୍କ ପରାମର୍ଶ ନେବା ଆବଶ୍ୟକ ।
ଏଡିସ୍ ଇଜିପ୍ଟ ନାମକ ମଶା କାମୁଡିଲେ ଏହି ରୋଗ ହୁଏ ।
ଶିଶୁ ଓ ବୟସ୍କଙ୍କୁ ଏହି ରୋଗ ହୁଏ ।
ସୁସ୍ଥ ବ୍ୟକ୍ତିକୁ ଡେଙ୍ଗୁ ଭୁତାଣୁ ବାହକ ମଶା କାମୁଡିଲେ, ଭୂତାଣୁ ରକ୍ତକୁ ଯାଇ ଏହି ରୋଗ ସୃଷ୍ଟିକରେ ।
ପ୍ରତିବର୍ଷ ପ୍ରାୟ ୧୦୦ ମିଲିୟନ ଲୋକ ଏଥିରେ ଆକ୍ରାନ୍ତ ହୋଇ ପୃଥିବୀରେ ପ୍ରାଣ ହରାଇଥାନ୍ତି ।
ମଶା କାମୁଡିବାର ତିନିଦିନ ପରେ ଏହି ରୋଗ ଆରମ୍ଭ ହୋଇଯାଏ ।
ଅତିଦୁର୍ବଳ ବୋଧ ହୁଏ ।
ଅତ୍ୟଧିକ ଜ୍ଵର ହୁଏ ।
ତୀବ୍ର ମୁଣ୍ଡବ୍ୟଥା, ଚକ୍ଷୁର ପଛ ଭାଗ ତୀବ୍ର ବ୍ୟଥା ହୁଏ ।
ଅରୁଚି, ବାନ୍ତି, ଅଗ୍ନିମାଦ୍ୟ, ପାଦ , ଗୋଡ ଓ ଦେହରେ ନାଲି ଦାଗ ଦେଖାଯାଏ ।
ଜ୍ଵରର ତିନି ଚାରି ଦିନ ପରେ ଗଣ୍ଠି ଦରଜ ଓ ଫୁଲା ହୁଏ ।
ଦଶ ଦିନ ବେଳକୁ ଡେଙ୍ଗୁର ସମସ୍ତ ଲକ୍ଷଣ ପ୍ରକାଶ ପାଇଥାଏ ।
ଯେଉଁ ସବୁ ନାଲି ଦାଗ ଦେଖା ଯାଏ , ତାହାର କାରଣ ଶିରା ଜାଲକ ଫାଟି ରକ୍ତ ସ୍ରାବ ହେବା ।
ଏହି ଭୂତାଣୁ ରକ୍ତ କଣାରେ ଥିବା ଅଣୁ ଚକ୍ରିକାକୁ ନଷ୍ଟ କରିଦିଅନ୍ତି ।
ଶରୀରର ସବୁ ମାର୍ଗରୁ ରକ୍ତସ୍ରାବ ହୋଇ ମୃତ୍ୟୁ ହୁଏ ।
ଏଣୁ ରୋଗ ଆରମ୍ଭରୁ ଏହାରଚିକିତ୍ସା ଆବଶ୍ୟକ ।
ପ୍ରତିକାର
ମଶା ଜନ୍ମ ନ ନେବା ପାଇଁ ପରିବେଶ ସଫା ରଖିବା ଉଚିତ ।
ମଶାକାମୁଡାରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ମଶାରୀ ଟାଣି ଶୋଇବା ଆବଶ୍ୟକ ।
ଚିକିତ୍ସା
ଏହା ଭଲ ହେବାକୁ ଦୁଇ ସପ୍ତାହ ଲାଗେ ।
ଭୟ ଓ ମୂର୍ଚ୍ଛା ଦେଖାଗଲେ ଇଲେକ୍ଟ୍ରୋଲାଇଟ ଘୋଳ ଯଥେଷ୍ଟ ଦେବାକୁ ହୁଏ ।
ଜର କମିବା ଯାଏଁ ମୁଣ୍ଡକୁ ଧୋଇବେ କିମ୍ବା ଥଣ୍ଡା ଲୁଗା ମୁଣ୍ଡରେ ରଖିବେ ।
୨ଗ୍ରାମ ଶୁଣ୍ଠି ଚୂର୍ଣ୍ଣ ସହ ହିଙ୍ଗୁଳେଶ୍ଵର ରସ ୧୨୫ ମି.ଗ୍ରା, ମହା ସୁଦର୍ଶନ, ଘନ ବଟି ଦୁଇଟି ମନ୍ଦୁ ଓ ଫୁଟା ପାଣି ସହ ଦେବେ ।
ତୁଳସୀ ରସ ବାରମ୍ବାର ଦେବେ ।
ଅମୃତାରିଷ୍ଟ ୨୦ ମିଲି.ଲେଖାଏଁ ଥଣ୍ଡା ପାଣି ସହ ପାଞ୍ଚଥର ଦିନରେ ଖାଇବେ ।
ରକ୍ତ ସ୍ରାବ ହେଲା, ଦୂବରସ କିମ୍ବା ଅଁଳାରସ ବା ଉଭୟ ୨୦ ମିଲି ଲେଖୋଏଁ ଦେବେ ।
ଅଣୁ ଚକ୍ରିକା ବଢିବା ପାଇଁ ଅମୃତଭଣ୍ଡା ପତ୍ରରସ ୫୦ ମିଲି ଲେଖାଏଁ ଦୁଇ ତିନିଥର ଦେବେ ।
ଶୁଖିଲା ଖାଦ୍ୟ, ଦହି, ରାଗ, ଖଟା ଦେବେନାହିଁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment