Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Anuradha Sharma
HIMANGY Corpora
Commits
f08af4c0
Commit
f08af4c0
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
e480b10a
Changes
1
Hide whitespace changes
Inline
Side-by-side
Showing
1 changed file
with
46 additions
and
0 deletions
+46
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt
...gual-corpora/vikaspedia.in/vikashpedia_health_odia171.txt
+46
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia171.txt
0 → 100644
View file @
f08af4c0
ମଧୁମେହ ରୋଗୀ କିଭଳି କରିବେ ଉପବାସ
ଉପକ୍ରମ
ଓଷା ଓ ବ୍ରତ ଆଦି ଦୃଷ୍ଟିରୁ ଅନେକ ଲୋକ ଉପବାସ କରିଥାନ୍ତି ।
ଏହାଦ୍ଵାରା ଅନେକାଂଶରେ ଶରୀର ପାଇଁ ଉପକାର ମିଳିଥାଏ ।
ସମଗ୍ର ପୃଥିବୀରେ ପ୍ରାୟ 5 କୋଟି ମଧୁମେହ ରୋଗୀଅଛନ୍ତି ।
ଏହି ରୋଗୀମାନେ ଉପବାସ ସମୟରେ କିପ୍ରକାର ସତର୍କତା ଅବଲମ୍ଭନ କରିବେ ।
ଆଠ ଘଣ୍ଟା ଉପବାସ ପରେ ଆମ ଶରୀର ଗଚ୍ଛିତ ଶର୍କରାକୁ ବ୍ୟବହାର କରି ରକ୍ତର ଶର୍କରା ସ୍ତରକୁ ସ୍ଥିର ରଖିଥାଏ ।
ପରବର୍ତ୍ତୀ କାଳରେ ଶରୀର ଚର୍ବିକୁ ଶକ୍ତିସ୍ରୋତ ରୂପେ ଉପଯୋଗ କରିଥାଏ ।
ଏହା ସାଧାରଣ ଲୋକଙ୍କ ପାଇଁ କ୍ଷତି ଘଟାଏ ନାହିଁ ।
ବଟିକା ବା ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀଙ୍କ ପାଇଁ ହାଇପୋଗ୍ଲାଇସେମିଆ ପରି କ୍ଷତି ଘଟାଇଥାଏ ।
ହାଇପୋଗ୍ଲାଇସେମିଆର ଲକ୍ଷଣ
ଶରୀରରେ କମ୍ପନ ହେବା, ଝାଳ ବାହାରିବା, ଭଲଭାବରେ ଆଖିକୁ ଦେଖା ନ ଯିବା, ଓଠଓ ହାତ ଥରିବା, ଚିଡଚିଡା ଲାଗିବା, ମଥା ଭାରି ଲାଗିବା, ଛାତି ଧଡଧଡ ହେବା, ଧଇଁସଇଁ ଲାଗିବା ଆଦି ।
ଏହି ସମୟରେ କଠିନ ପରିଶ୍ରମ କଲେ ହାଇପୋଗ୍ଲାଇସେମିଆ ବଢିଯିବାର ସମ୍ଭାବନା ଥାଏ ।
ଦୀର୍ଘ ସମୟ ଧରି ଉପବାସ ରହିବା ଯୋଗୁଁ ହାଇପୋଗ୍ଲାଇସେମିଆ ଓ ଜାଲିୟ ଅଂଶର ଅଭାବ ଅଧିକ ମାତ୍ରାରେ ଦେଖାଯିବାର ସମ୍ଭାବନା ରହିଛି ।
ଜଳୀୟ ସ୍ତର ହ୍ରାସର ଲକ୍ଷଣ
ଜଳୀୟ ସ୍ତର ହ୍ରାସ ପାଇଲେ ଶୋଷ, ପରିସ୍ରା କମିବା, ଶୁଷ୍କ ଓଠ, ମୁଖ ଏବଂ ଚର୍ମ ଆଦିରେ ଶୁଷ୍କତା ଅନୁଭୂତ ହୋଇଥାଏ ।
ଏହା ଯୋଗୁଁ ଶିରାରେ ରକ୍ତ ଜମାଟ ବାନ୍ଧିଥାଏ ।
ଏହାର ଲକ୍ଷଣ ହେଉଛି, ଯନ୍ତ୍ରଣା, ଫୁଲା ଏବଂ ନାଲିପଡିବା କଣ୍ଡିଆ ଏବଂ ଗରମ ଲାଗିବା ।
ବେଳେ ବେଳେ ଜମାଟ ଥିବା ଧନନୀ ସୁସ୍ପଷ୍ଟ ଦିଶିଥାଏ ।
ମଧୁମେହ ରୋଗୀଙ୍କ ଠାରେ ଉପବାସ ପୂର୍ବରୁ ଓ ଉପବାସ ପରେ ଅଧିକ ମାତ୍ରାରେ ଭୋଜନ ହେତୁ ରକ୍ତରେ ଶର୍କରାର ଅଂସ ଅତିମାତ୍ରାରେ ବଢିଯାଇ ଶରୀରରେ କ୍ଷତି ଘଟାଇଥାଏ ।
ରକ୍ତରେ ଶର୍କରା ମାତ୍ରା ଅଧିକ ବଢିବାର ଲକ୍ଷଣ
ଶୋଷ ଲାଗିବା, ବାରମ୍ବାର ପରିସ୍ରା ଲାଗିବା, ମଣ୍ଡବ୍ୟଥା, ବହୁମାତ୍ରାରେ ଥକ୍କା ଲାଗିବା ଆଦି ।
ଉପବାସ ସମୟରେ ଆପଣଙ୍କ ରକ୍ତରେ ଶର୍କରାର ମାତ୍ରା ନିୟମିତ ପରକ୍ଷା କରିବା ଉଚିତ୍ ।
ଏହା ରୋଗୀଙ୍କୁ ନିରାପଦ ରଖିଥାଏ ।
ଏହାଦ୍ଵାରା ଆପଣଙ୍କ ଉପବାସ ଭଙ୍ଗ ହୋଇ ନ’ ଥାଏ ।
ମଧୁମେହ ରୋଗୀ ଉପବାସ ନକରିବା ଭଲ ।
ଡାକ୍ତରଙ୍କ ଠାରୁ ପରାମର୍ଶ ନେଇ ଉପବାସ କରିବା ଉଚିତ୍ ।
ଏମାନଙ୍କ କ୍ଷେତ୍ରରେ ଉପବାସ କରିବା ବିପଦପୂର୍ଣ୍ଣ ଏବଂ ସ୍ୱାସ୍ଥ୍ୟହାନି ଘଟିଥାଏ ।
ପିଲାମାନେ (ଯୌବନାବସ୍ଥା ପୂର୍ବରୁ), ବୁଦ୍ଧ ବ୍ୟକ୍ତି, ଶାରୀରିକ ଅକ୍ଷମ, ଶାରୀରିକ ଅସୁସ୍ଥ ବ୍ୟକ୍ତି, ପର୍ଯ୍ୟଟକ, ଗର୍ଭାବସ୍ଥା ଆଦି ସମୟରେ ଉପବାସ କରିବା ଅନୋବଶ୍ୟକ ।
ଇନସୁଲିନ୍ ବ୍ୟବହାର କରୁଥିବା ମଧୁମେହ ରୋଗୀମାନେ ବିଶେଅସ ସତର୍କତା ଅବଲମ୍ଭନ କରିବା ଆବଶ୍ୟକ ।
ମଧୁମେହ ଦ୍ଵାରା ଆକ୍ରାନ୍ତ ରୋଗୀମାନେ ଉପବାସ ଦ୍ଵାରା ପ୍ରଚଣ୍ଡ ହାଇପୋଗ୍ଲାଇସେମିଆ ଶିକାର ହୋଇଥାନ୍ତି ।
ଯଦି କୌଣସି ବ୍ୟକ୍ତି ଉପବାସ କରି ନପାରନ୍ତି ସେମାନେ ଗରିବଙ୍କୁ ଖାଦ୍ୟା ପ୍ରଦାନ କରି ତାଙ୍କ କର୍ତ୍ତବ୍ୟନିଷ୍ଠାର ପ୍ରତିପାଦନ କରିପାରିବେ ଅଥବା ପରବର୍ତ୍ତୀ ସମୟରେ ଉପବାସ ରହି ସଂପୂର୍ଣ୍ଣ କରିପାରିବେ ।
ମଧୁମେହ ରୋଗୀମାନେ ଉପବାସ ଆରମ୍ଭ ପୂର୍ବରୁ ମଧୁମେହ ଡାକ୍ତର କିମ୍ବା ନର୍ସଙ୍କ ଠାରୁ ସଂପୂର୍ଣ୍ଣ ଭାବରେ ମଧୁମେହର ଉପଚାର ଉପରେ ପରାମର୍ଶ ନେବା ଆବଶ୍ୟକ ।
ମଧୁମେହ ରୋଗୀଙ୍କ ଖାଦ୍ୟ ସ୍ୱାସ୍ଥ୍ୟକର ହେବା ଉଚିତ୍ ।
ଅତ୍ୟଧିକ ଖାଦ୍ୟ ଏବଂ ଅସ୍ଵାସ୍ଥ୍ୟକର ଖାଦ୍ୟ ଓଜନ ବଢାଇବା ସହିତ ରକ୍ତରେ- ଶର୍କରା ସ୍ତର ଅସନୁଳ ଅବସ୍ଥାକୁ ଆଣିଥାଏ ।
ଉପବାସ ସମୟରେ ଶ୍ଵେତସାର ସମ୍ଭାନ୍ଧୀୟ ଖାଦ୍ୟ ତଥା ଧୀରେ ଧୀରେ ଅବେଶୋକ୍ଷିତ ହେବା ଖାଦ୍ୟ ଯାହାକି ଧୀରେ ଧୀରେ ଶକ୍ତି ପ୍ରଦାନ କରିଥାଏ, ଖାଇବା ଉଚିତ୍ ।
ପାଉଁରୁଟି, ଯଅ, ବାସମତୀ ଚାଉଳ ତଥା ବିନସ, ଶିମ୍ବ, ଚନା ତଥା ଡାଲିଜାତୀୟ ଖାଦ୍ୟ ଏବଂ ଫଳ ଓ ପାଣିବାରିବା ଆଦି ଖାଇବା ଆବଶ୍ୟକ ।
ଏହି ସବୁ ଖାଦ୍ୟ, ତନ୍ତୁଅଥବା ଫାଇବାର୍ ଯୋଗୁଁ ଧୀରେ ଅବଶୋଷିତ ହୁଅନ୍ତି ।
ଚପାତି, ରୁଟି, ଖଜୁରି, ଦହି, ସିଝା ପନିପାରିବା, ବୀଜ ଏବଂ ଚଣା ଜାତୀୟ ଖାଦ୍ୟ ଖାଇବା ଦ୍ଵାରା ରକ୍ତରେ ଶର୍କରା ସ୍ତର ସ୍ଥିର ରହିଥାଏ ।
ବିବିଧ ଏବଂ ସୁଷମ ଖାଦ୍ୟ ଖାଇବା ଗୁରୁତ୍ଵପୂର୍ଣ୍ଣ ଅତ୍ୟଧିକ ମିଠା ଏବଂ ଚର୍ବି ଜାତୀୟ ଖାଦ୍ୟ ( ପରଟା, ପୁରି, ପକୋଡା, ସିଙ୍ଗଡା) ଆଦି ଖାଇବା ଉଚିତ୍ ନୁହେଁ ।
ଯଥା ପରିମାଣରେ ପାଣି ପିଇବା ଆବଶ୍ୟକ ।
ଘରେ ତିଆରି ଖାଦ୍ୟ ଖାଇବା ଭଲ ।
ବହୁ ସମୟ ଧରି ନ ଖାଇବା ଯୋଗୁଁ ହାଇପୋଗ୍ଲାଇସେମିଆ କ୍ଷତି ହୋଇଥାଏ ।
ଯଦି ଉଚ୍ଚ ଶର୍କରା ସ୍ତର ଥିବା ମଧୁମେହ ରୋଗୀ ଅଧିକ ସମୟ ଉପବାସ କରନ୍ତି, ତେବେ ଶରୀରରୁ ଜଳୀୟ ଅଂସ କମିଯାଇ କ୍ଷତି ହୋଇଥାଏ ।
ଉପବାସ ଭଙ୍ଗ ସମୟରେ ବହୁତ ମାତ୍ରାରେ ପାନୀୟ ପଦାର୍ଥ ଶୁଦ୍ଧ ପାଣି ଫଳରସ ଆଦି ସେବନ କଲେ ଜଳୀୟ ଅଂଶ ହ୍ରାସ ପାଇବା ପରି କ୍ଷତିକୁ ଏଡାଇ ଦେଇହୋଇଥାଏ ।
ଡାକ୍ତରଙ୍କ ପରାମର୍ଶ ଅନୁସାରେ ଇନସୁଲିନ୍ ର ମାତ୍ରା ତଥା ସମୟ ନିର୍ଘଣ୍ଟ ପ୍ରଣାଳୀ ବଦଳାଇବା ଜରୁରୀ ମଧୁମେହ ରୋଗୀମାନେ ସିଗାରେଟ୍ ଟାଣିବା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment