Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Gurpreet Singh Josan
HIMANGY Corpora
Commits
60d2740a
Commit
60d2740a
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
d2c3c5bf
Changes
1
Hide whitespace changes
Inline
Side-by-side
Showing
1 changed file
with
24 additions
and
0 deletions
+24
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia11.txt
...ngual-corpora/vikaspedia.in/vikashpedia_health_odia11.txt
+24
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia11.txt
0 → 100644
View file @
60d2740a
ତେଜପତ୍ରର ଔଷଧୀୟ ଗୁଣ
ତେଜପତ୍ର
ତେଜପତ୍ରକୁ ମସଲା ଭାବରେ ବ୍ୟବହାର କରାଯାଏ ।
ତେଜ ପତ୍ରରେ ପ୍ରତୁର ପରିମାଣର କପର୍,ପଟାସିୟମ୍ , କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ସେଲେନିୟମ୍ ଏବଂ ଆଇରନ୍ ଅଛି ।
ଲୋକମାନେ ତେଜପତ୍ରକୁ ଯଦିଓ ମସଲା ଭାବରେ ବ୍ୟବହାର କରନ୍ତି କିନ୍ତୁ ଏଥିରେ ରହିଛି ଅଗଣିତ ଔଷଧୀୟ ଗୁଣ ।
ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣନ୍ତି ।
ଅନେକ ରୋଗକୁ ମାତ୍ର କିଛି କ୍ଷଣ ମଧ୍ୟରେ ଭଲ କରିଦିଏ ତେଜପତ୍ର ।
ଏବେ ନଜର ଏହାର ଔଷଧୀୟ ଗୁଣ ଉପରେ ।
ଔଷଧୀୟ ଗୁଣ
ପାଚନ ପ୍ରକ୍ରିୟା : ତେଜପତ୍ର ଖାଇଲେ ପାଚନ ଜନିତ ଅନେକ ସମସ୍ୟା ଦୂର କରିଥାଏ ।
ଏସିଡିଟି,କୋଷ୍ଠକାଠିନ୍ୟ, ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ତେଜପତ୍ର ।
ମଧୁମେହ : ଯେଉଁ ବ୍ୟକ୍ତି ମାନେ ଟାଇପ୍ -୨ ମଧୁମେହରେ ପୀଡିତ ସେମାନଙ୍କ ପାଇଁ ତେଜପତ୍ର ଖୁବ୍ ଲାଭଦାୟକ ।
ଖାଦ୍ୟରେ ନିୟମିତ ତେଜପତ୍ର ବ୍ୟବହାର କଲେ ସୁଗାର୍ ସ୍ତର ନିୟନ୍ତ୍ରିତ ହୋଇଥାଏ ।
କିଡନୀ ସମସ୍ୟା : ପାଣିରେ ତେଜପତ୍ର ପକାଇ କିଛି ସମୟ ଫୁଟାନ୍ତୁ ।
ଥଣ୍ଡା ହୋଇସାରିବା ପରେ ଏହି ପାଣିକୁ ପିଅନ୍ତୁ ।
ନିୟମିତ ଏହି ପାଣି ପିଇଲେ କିଡନୀ ସମ୍ବନ୍ଧିତ ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ ।
ଆଂଟି କ୍ୟାନ୍ସର ତତ୍ୱ : ତେଜପତ୍ରରେ କେଫିକ୍ ଏସିଡ୍, କ୍ୱେରସେଟିନ୍ ଏବଂ ଇଉଗିନେଲ୍ ନାମକ ତତ୍ୱ ରହିଛି ।
ଯାହା ମେଟାବୋଲିଜିମ୍ ଏବଂ କ୍ୟାନ୍ସର୍ ଭଳି ରୋଗ ସହ ଲଢିବା ପାଇଁ ସାହାଯ୍ୟ କରିଥାଏ ।
ପୀଡା ପାଇଁ ଲାଭଦାୟକ : ଆଣ୍ଠୁ ଗଣ୍ଠି ତଥା ଅନ୍ୟ ପ୍ରକାର ପୀଡାରେ ତେଜପତ୍ରର ତେଲ ମାଲିସ୍ କଲେ ତୁରନ୍ତ କଷ୍ଟ ଦୂର ହୋଇଯାଇଥାଏ ।
ନିଦ ଭଗାଏ : ଅଧିକାଂଶ ଲୋକଙ୍କୁ ଖୁବ୍ ନିଦ ଲାଗିଥାଏ ।
ଏଭଳି ବ୍ୟକ୍ତିଙ୍କ ପାଇଁ ଲାଭଦାୟକ ହେଉଛି ତେଜପତ୍ର ।
ରାତିରେ ପାଣିରେ ତେଜପତ୍ରକୁ ଭିଜାଇ ରଖନ୍ତୁ ।
ପ୍ରତିଦିନ ସକାଳୁ ଉଠି ଏହି ପାଣି ପିଅନ୍ତୁ ।
ଏପରି କଲେ ଅଳସୁଆ ପଣ ବା ନିଦୁଆ ଲାଗି ନଥାଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment