Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
37cfce9d
Commit
37cfce9d
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
528bb288
Changes
1
Hide whitespace changes
Inline
Side-by-side
Showing
1 changed file
with
38 additions
and
0 deletions
+38
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia35.txt
...ngual-corpora/vikaspedia.in/vikashpedia_health_odia35.txt
+38
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia35.txt
0 → 100644
View file @
37cfce9d
ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର
ଓଜନ ହ୍ରାସ ଏବଂ ଓଜନ ବୃଦ୍ଧି
ଯେପରି " ଦିନକୁ ଗୋଟିଏ ସେଓ ଡାକ୍ତର ଟୋ ଦୂର ରଖି ଥାଏ" ସେପରି " ଗୋଟିଏ ନାସପାତି ମୋଟାପା ଟୋ ଦୂର ରଖି ଥାଏ"
ଓଜନ ହ୍ରାସ ପାଇଁ ବହୁତ ଲୋକ ସର୍ଜରୀ କରନ୍ତି ଏବଂ କିଛି ଲୋକ ଏଲୋପାଥିକ ମେଡ଼ିସିନ ଖାନ୍ତି ।
ଏଥିରେ ପାର୍ଶ୍ୱ ପ୍ରତିକ୍ରିୟା ଦେବାର ସମ୍ଭାବନା ଥାଏ ଏବଂ ପଇସା ବି ଖର୍ଚ ହୁଏ |ତେଣୁ କିଛି ଘରୋଇ ଉପଚାର କରିବା ଭଲ ରହିବ ।
ଯଦି ଆପଣ ବ୍ୟାୟାମ କରୁଛନ୍ତି ତାହେଲେ ଉପବାସ କିମ୍ବା କମ ଖାଦ୍ୟ ଖାଇବା ଦେହ ପାଇଁ ଭଲ ନୁହଁ ,କାରଣ ଏହା ଆପଣଙ୍କ ଦେହକୁ କମଜୋର କରିଦେବ ।
ତେଣୁ ବ୍ୟୟାମ କରିବା ସହ କ୍ୟାଲରିକ ଥିବା ଖାଦ୍ୟ ଖାଇବା ଦରକାର ।
ଦୈନିକ ପୁରୁଷମାନଙ୍କ ପାଇଁ ୨୫୦୦ କ୍ୟାଲୋରୀ ଏବଂ ସ୍ତ୍ରୀ ମାନଙ୍କ ପାଇଁ ୨୦୦୦ କ୍ୟାଲୋରୀ ଖାଦ୍ୟ ଖାଇବା ଦରକାର ।
ଦେହର ଚର୍ବିରେ ଭିଟାମିନ ଇ ଥାଏ ।
ତେଣୁ ଯେତେବେଳେ ଜଣେ ଲୋକ ମୋଟାପା କମେଇବା ପାଇଁ ଚେଷ୍ଟା କରେ ଦେହରୁ ଭିଟାମିନ ଇ କମ ହୋଇ ଯାଏ ଯା ଫଳରେ କ୍ୟାନ୍ସସର, ହୃଦରୋଗ ଏବଂ ଆଲ୍ଜ଼ହିମର ରୋଗ ହେବାର ଆଶଙ୍କା ଥାଏ |ତେଣୁ ସେମାନେ ଭିଟାମିନ ଇ ଥିବା ଖାଦ୍ୟ ଖାଇବା ଦରକାର ଯେମିତି କି ବାଦାମ ,ବ୍ରୋକୋଲି ,ଅମୃତଭଣ୍ଡା ଏବଂ ଧନିଆ ଇତ୍ୟାଦି ।
ଓଜନ ହ୍ରାସ ପାଇଁ ଘରୋଇ ଉପଚାର
ସକାଳୁ ଉଠି ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ଲେମ୍ବୁ ରସ ଆଉ ଅଧା ଚାମଚ ମହୁମିଶାଇ ପିଅନ୍ତୁ.
ଗୋଟିଏ କପ ପାଣି ଏବଂ ୨-୩ ଖଣ୍ଡ ଅଦାକୁ ୧୦ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ |ପାଣିକୁ ଛାଣି ଚା ଭଳିଆ ପିଅନ୍ତୁ ।
ଦିନକୁ ଏମିତି ୨-୩ ଥର ପିଇଲେ ଓଜନ ହ୍ରାସ ପାଇଁ ଭଲ କାମ ଦିଏ|
କିଛି ଧନିଆ ପତ୍ର ତାସହ କିଛି ପୁଦିନା ପତ୍ର ବାଟି ଚଟଣି ବନାନ୍ତୁ| ସେଥିରେ କିଛି ଲେମ୍ବୁ ରସ ଏବଂ ଲୁଣ ମିଶାଇ ଖାଇବା ସହ ଖାଆନ୍ତୁ ।
୨ ଚାମଚ ଘିକୁଆଁରି ରସ ସହିତ ୧ ଚାମଚ ଜିରା ଗୁଣ୍ଡକୁ ଗୋଟିଏ ଗ୍ଲାସ ପାଣିରେ ମିଶାନ୍ତୁ ।
ସକାଳୁ ଏହି ମିଶ୍ରଣକୁ ଖାଲି ପେଟରେ ପିଅନ୍ତୁ ।
ଏକ ଘଣ୍ଟା ପରେ କିଛି ଖାଇ ନିଅନ୍ତୁ ।
୧୦-୧୫ଟି ଚୀନ ବାଦାମକୁ ରାତିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଖାଆନ୍ତୁ ।
ପ୍ରତିଥର ଖାଇ ସାରିବା ପରେ ଖଣ୍ଡେ ବରଫ କୁ ଚୋବାଇ ଖାଆନ୍ତୁ ।
ଗୋଟିଏ ପାନ ପତ୍ରରେ ୫-୬ଟି ଗୋଲମରିଚ ରଖନ୍ତୁ ।
ଏହାକୁ ପାଟିରେ ରଖି ତାର ରସ କୁ ପିଅନ୍ତୁ ।
ଧ୍ୟାନ ଦେବଦରକାର ଜେ ପାନ ପତ୍ରଟି ସବୁଜ ଏବଂ ତାଜା ହୋଇ ଥିବା ଦରକାର ନହେଲେ ଏହା ପେଟ ରୋଗ ବାହାର କରି ଥାଏ ।
୮-୧୦ ସପ୍ତାହ ଏମିତି କଲେ ଏହା ବହୁତ ଭଲ ଫଳ ଦେଇଥଏ ।
କ୍ୟାପସିକମରେ ଥିବା କ୍ୟାପସିନ ଓଜନ ହ୍ରାସ କରିବାରେ ସାହାଯ୍ୟ କରି ଥାଏ | ତେଣୁ ଯେତେ ସମ୍ଭବ କ୍ୟାପସିକମ ଖାଆନ୍ତୁ |
ଦିନକୁ ଗୋଟିଏ ନାସପାତି ଖାଆନ୍ତୁ ଏହା ଓଜନ ହ୍ରାସ କରି ଥାଏ ।
ସକାଳ ସୂର୍ଯ୍ୟ କିରଣ ଓଜନ ହ୍ରାସ କରି ଥାଏ | ସବୁଦିନ ସକାଳୁ ଅଧା ଘଣ୍ଟା ସୂର୍ଯ୍ୟ କିରଣରେ ବୁଲିଲେ ଓଜନ ହ୍ରାସ ହୋଇଥାଏ |କିନ୍ତୁ ୮ଟା ପରେ ସୂର୍ଯ୍ୟ କିରଣ ଓଜନ ବୃଦ୍ଧି କରିଥାଏ ।
ଗଧ କ୍ଷୀର ଓଜନ ହ୍ରାସ ପାଇଁ ସବୁଠୋ ଅଧିକ ଉପକାରୀ | ଗଧ କ୍ଷୀର ପିଇଲେ ଥଣ୍ଡା, କାଶ ହେବନି ଏବଂ ଏଥିରେ ବହୁତ ଭିଟାମିନ ଥାଏ |
ଯଦି ଆପଣ ବାହାରେ କାମ କରୁଛନ୍ତି, ତାହେଲେ ଦିନକୁ ୫-୬ ଘଣ୍ଟା ଛିଡା ହୋଇ ରହିଲେ ଓଜନ ଜଲଦି କମ ହୁଏ |
ପ୍ରତିଦିନ ଏକ ଗ୍ଲାସ ଆଲୋଭେର ଜୁସ ପିଇଲେ ଏହା ଓଜନ କମେଇବାରେ ଭଲ କାମ ଦିଏ ।
କିଛି ଅଦା ଖଣ୍ଦ କୁ ପାଣିରେ ଫୁଟାଇ ଥଣ୍ଡା କରି ସବୁଦିନ ପେଇଲେ, ଓଜନ ହ୍ରାସ ହୁଏ ।
ସବୁଦିନ ତରଭୁଜ ଖାଇଲେ ଓଜନ ହ୍ରାସ ହୁଏ ।
ସବୁଦିନ କାଳର ରସ ଏବଂ ଲେମ୍ବୁ ରସ ମିଶାଇ ପିଇଲେ ଓଜନ ହ୍ରାସ ହୁଏ ।
ମାଛ ତେଲ ଖାଇଲେ ଓଜନ ହ୍ରାସ ପାଇଁ ଭଲ ଫଳ ଦିଏ |
ଓଜନ ବୃଦ୍ଧି ପାଇଁ ଘରୋଇ ଉପଚାର
ଓଜନ ବୃଦ୍ଧି କରିବା ବହୁତ ସହଜ କିନ୍ତୁ ଓଜନ କମାଇବା ବହୁତ କଷ୍ଟ | ଓଜନ ବୃଦ୍ଧି ପାଇଁ ପ୍ରତିଦିନ କ୍ୟାଲୋରୀ ଖାଦ୍ୟ ଖାଆନ୍ତୁ ;ଏହା ଆପଣଙ୍କ ଓଜନ ବୃଦ୍ଧି କରିବ ।
ଦିନକୁ ୨୦-୨୫ ଗ୍ରାମ ଭଜା ଚଣା ଖାଆନ୍ତୁ ଏହା ଆପଣଙ୍କ ଓଜନ ବୃଦ୍ଧି କରାଇବ ।
ଦିନକୁ ୩-୪ ଟି କଦଳୀ ଖାଆନ୍ତୁ ଏବଂ ସକାଳ ଟିଫିନରେ ଗୋଟିଏ କଦଳୀ ଖାଆନ୍ତୁ ; ଏହା ମଧ୍ୟ ଆପଣଙ୍କ ଓଜନ ବୃଦ୍ଧି କରାଇବ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment