Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
4a1849e3
Commit
4a1849e3
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
1156ca3b
Changes
1
Hide whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_22
...lingual-corpora/odiasahitya.com/sent_odiasahitya_lekha_22
+37
-0
No files found.
Data Collected/Odia/IIIT-BH/Monolingual-corpora/odiasahitya.com/sent_odiasahitya_lekha_22
0 → 100644
View file @
4a1849e3
ଅନୁରକ୍ତି
ଲକ୍ଷ୍ମୀନାରାୟଣ ମହାନ୍ତି
ତା: ଅକ୍ଟୋବର୍ ୮, ୨୦୧୫
ମୂଳ ପୃଷ୍ଠା → ସ୍ମରଣୀୟ ଲେଖା → ଗଳ୍ପ →
ବୈଶାଖର ପ୍ରଚଣ୍ଡ ରୌଦ୍ର ।
ବାବାଙ୍କ ଅସୁସ୍ଥତାରେ ବିବ୍ରତ ହୋଇ ମୋ ସ୍ତ୍ରୀ ଓ ପିଲାମାନେ ଘରକୁ ଚାଲି ଯାଇଛନ୍ତି ।
ମୁଁ ଏଠି ଏକା ।
ହୋଟେଲ୍ରେ ଖାଉଥାଏଁ ।
ମନ ଭଲ ନଥାଏ ।
ନିତି ଡାକକୁ ଅନାଇ ବସିଥାଏଁ ।
ହଠାତ୍ ଦିନେ ତାର ପାଇଲି – ବାବା ଆଉ ନାହାଁନ୍ତି ।
ଚାକର ହୋଟେଲ୍ରୁ ଭାତ ଧରି ପହଞ୍ଚିଲା ।
କହିଦେଲି “ ଫୋପାଡ଼ି ଦେ ।”
କ୍ଷୁତ୍ପ୍ରପୀଡ଼ିତ ଜରାବ୍ୟାଧିଗ୍ରସ୍ତ କୁକୁରଟି ମହା ଆନନ୍ଦରେ ସେତକ ଉଦରସ୍ଥ କରିଦେଲା ।
ସେହି ଦିନଠାରୁ ବୁଲା କୁକୁରଟି ମୋ ଦାଣ୍ଡ ପିଣ୍ଡାରେ ଶୋଇ ରହିଥାଏ ।
ମୁଁ ଥାଏ ବା ନ ଥାଏଁ ।
ବାବାଙ୍କ ଅନ୍ତେଷ୍ଟି- କ୍ରିୟା ସମାପନ କରି କର୍ମକ୍ଷେତ୍ରକୁ ପୁନରାଗମନ କଲି ।
ଅନ୍ଧାର ଦ୍ରୁତ ଗତିରେ ମାଡ଼ି ଆସୁଥାଏ ।
ଦୁଆର ମୁହଁରେ କୁକୁରଟି ‘ଭୋ’ ‘ଭୋ’ ରଡ଼ି କଲା ।
ମତେ ଚିହ୍ନିପାରି ସେଟା ତୁନି ହେଲା ।
ଭାଇଟି ମୋର ଏତେ ଦିନେ ସବ୍ଡେପୁଟି ଚାକିରି ପାଇଛି ।
ମୋର ଅଜସ୍ର ଅର୍ଥ ବ୍ୟୟ ସାର୍ଥକ ହୋଇଛି ।
ରବିବାର ।
ଗସ୍ତରେ ଯିବାଲାଗି ତରତର ହେଉଛି ।
ଖାଇ ବସିଛି ।
ଚାକର ଖଣ୍ଡେ ଚିଠି ବଢ଼େଇ ଦେଲା ।
ଭୋଜନ ଶେଷ ନକରି କୁତୁହଳ ପରବଶ ହୋଇ ଚିଠିଟି ତୁରନ୍ତ ଖୋଲି ପକାଇଲି ।
ଗୃହିଣୀ ଲେଖିଛନ୍ତି-“ ପ୍ରବୃଦ୍ଧକୁ ଏତେ ଟଙ୍କା ଖର୍ଚ୍ଚ କରି ପଢ଼ାଇଥିବାର ଭାବ ପାଅ ।
ଦି ଦିନ ହେଲା ଆସି ସମ୍ପତ୍ତି ବାଡ଼ି ଭାଗବଣ୍ଟା କରିଦେବା ଲାଗି ମୋ ସାଙ୍ଗରେ ଜିଗର ଧରି ବସିଛି ।
ମତେ ଶୋଇ ବସେଇ ଦଉ ନାହିଁ ।
ତୁମେ ଛୁଟି ନେଇ ଶୀଘ୍ର ଆସିବ ।”
ଅଲକ୍ଷ୍ୟରେ ମୋ ଆଖିରୁ ଦୁଇ ଟୋପା ଲୁହ ଗଡ଼ି ପଡ଼ିଲା ।
ଆଉ ଖାଇ ହେଲା ନାହିଁ ।
ହାତ ଧୋଇ ପକାଇଲି ।
କୁକୁରଟି ଦୁଆର ମୁହଁରେ ଶୋଇ ରହି ଲାଙ୍ଗୁଡ଼ ହଲାଉଥାଏ ।
୧୯୪୪ ମସିହାରେ ସେତେବେଳର ଚର୍ଚ୍ଚିତ ସାହିତ୍ୟ ପତ୍ରିକା ‘ସହକାର’ରେ ପ୍ରଥମେ ଏହି କୁନି ଗପଟି ପ୍ରକାଶିତ ହୋଇ ପାଠକ ମହଲରେ ବେଶ୍ ଚର୍ଚ୍ଚିତ ହୋଇଥିଲା ।
ପରବର୍ତ୍ତୀ ସମୟରେ ଏହାର ହିନ୍ଦୀ ଓ ଇଂରାଜୀ ଅନୁବାଦ ମଧ୍ୟ ପ୍ରକାଶିତ ହୋଇଥିଲା ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment