Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
64c293d0
Commit
64c293d0
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
43933fcd
Changes
1
Hide whitespace changes
Inline
Side-by-side
Showing
1 changed file
with
60 additions
and
0 deletions
+60
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia152.txt
...gual-corpora/vikaspedia.in/vikashpedia_health_odia152.txt
+60
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia152.txt
0 → 100644
View file @
64c293d0
ଡାଇବେଟିସର ପ୍ରାଥମିକ ଲକ୍ଷଣ
ବ୍ରଣ ଓ ଦାଗ
ଆଜିକାଲି ଡାଇବେଟିସ୍ ସମସ୍ୟା ଅଧିକ ଦେଖାଯାଉଛି ।
ବିଶେଷଜ୍ଞଙ୍କ ମତରେ ବହୁ ପୁର୍ବରୁ ବିଭିନ୍ନ ସ୍ଵାସ୍ଥ୍ୟ ସମସ୍ୟା ମାଧ୍ୟମରେ ଡାଇବେଟିସ୍ ହେବାର ସଂକେତ ଦେଖାଯାଇଥାଏ ।
ଏହି ଲକ୍ଷଣ ଉପରେ ଧ୍ୟାନ ଦେଇ ଉପଯୁକ୍ତ ସମୟରେ ଚିକିତ୍ସା ହେଲେ ରୋଗ ନିୟନ୍ତ୍ରଣରେ ରହିପାରିବ ।
ଥକ୍କା ଅନୁଭବ ହେବା
ଥକ୍କା ଲାଗୁଛି କି! ଶୋଇ ଉଠିବା ପରେ ବି ନିନ୍ଦ ଆସୁଛି ।
ଏପରି ହେଉଥଲେ, ରକ୍ତରେ ଶୁଗାର ସ୍ତର ବଢ଼ିଥାଇପାରେ ।
ଯାହା ଡାଇବେଟିସ୍ ହେବାର ପ୍ରାଥମିକ ଲକ୍ଷଣ ।
ବାରମ୍ବାର ପରିସ୍ରା ଲାଗିବା
ଶରୀରରୁ ସୁଗାର ଅଂଶ ପରିସ୍ରା ଦେଇ ବାହାରିଲେ , ବାରମ୍ବାର ପରିସ୍ରା ଲାଗେ ।
ପରିସ୍ରା ଦେଇ ସୁଗାର ବାହାରିବା , ଡାଇବେଟିସ ହେବାର ଏକ ପ୍ରାଥମିକ ଲକ୍ଷଣ ।
ଏଣୁ ବାରମ୍ବାର ପରିସ୍ରା ଲାଗୁଥିଲେ ଡାଇବେଟିସ ଚେକଅପ କରନ୍ତୁ ।
ବାରମ୍ବାର ଶୋଷ ଲାଗିବା
ଡାଇବେଟିସ ଯୋଗୁଁ ବାରମ୍ବାର ପରିସ୍ରା ହୋଇଥାଏ ।
ପରିସ୍ରାରେ ଶରୀରରୁ ପାଣି ଓ ସୁଗାର ବାହାରିଯାଇଥାଏ ।
ଏଥିପାଇଁ ବାରମ୍ବାର ଶୋଷ ଲାଗିଥାଏ ।
ଏଣୁ ଏପରି ଲକ୍ଷଣ ଦେଖାଯାଉଥିଲେ ଡାଇବେଟିସ ପରୀକ୍ଷା କରିବା ଜରୁରୀ ।
ଆଖି ଦୁର୍ବଳ ହେବା
ଡାଇବେଟିସ୍ ହୋଇଥିଲେ ଆଖିର ରେଟିନା ଉପରେ ପ୍ରଭାବ ପଡ଼ିଥାଏ ।
ଏହାଦ୍ଵାରା ଦିନକୁ ଦିନ ଆଖି ଦୁର୍ବଳ ହୋଇଯାଏ ଓ ଦୃଷ୍ଟିଶକ୍ତି ହ୍ରାସ ପାଏ ।
ଯଦି ଆଖିକୁ ଝାପ୍ସା ଦେଖାଯାଏ, ତାହାଲେ ଡାଇବେଟିସ୍ ପରୀକ୍ଷା କରିବା ଏକାନ୍ତ ଆବଶ୍ୟକ ।
ନଚେତ୍ ଡାଇବେଟିସ୍ର ମାତ୍ରା ବୃଦ୍ଧି ପାଇ ଦୃଷ୍ଟିଶକ୍ତି ସଂପୂର୍ଣ୍ଣ ନଷ୍ଟ ହୋଇଯିବାର ଆଶଙ୍କା ଥାଏ ।
ଓଜନ କମିଯିବା
ଡାଇଟ କିମ୍ବା ଏକ୍ସଅରସାଇଜରେ ଓଜନ କମିବା ଅଲଗା କଥା ।
ହେଲେ ଅଚାନକ ଓଜନ କମୁଥିଲେ ଜାଣିବେ ଏହା ଡାଇବେଟିସର ପ୍ରାଥମିକ କାରଣ ।
ଏଣୁ ଏପରି କିଛି କାରଣ ନଥାଇ ଓଜନ ତୀବ୍ର ବେଗରେ ହ୍ରାସ ପାଉଥିଲେ ଡାଇବେଟିସ ପରୀକ୍ଷା କରନ୍ତୁ ।
ଭୋକ ଅଧିକ ଲାଗୁଥିଲେ
ଅଚାନକ ଭୋକ ବଢ଼ିଗଲେ, ବାରମ୍ବାର ଖାଇବାକୁ ମନ ହେଲେ, ଖାଇବାର କିଛି ସମୟ ପରେ ଭୋକ ହେଉଥଲେ, ଜାଣିବେ ଏହା ଡାଇବେଟିସ୍ର ପ୍ରାଥମିକ ଲକ୍ଷଣ ।
ଏଣୁ ଏପରି ସମସ୍ୟା ଦେଖାଗଲେ ବିଳମ୍ବ ନ କରି ଡାଇବେଟିସ୍ ପରୀକ୍ଷା କରନ୍ତୁ ।
କ୍ଷତ, ନ ଶୁଖୁବା
ଶରୀରରେ କ୍ଷତ କିମ୍ବା ଘାଆ ସହଜରେ ଶୁଖେ ନାହିଁ ।
ଏଥିପାଇଁ ଛୋଟମୋଟ କ୍ଷତ କିମ୍ବା ଘାଁ ଶୁଖିବା ପାଇଁ ବହୁତ ସମୟ ଲାଗିଥାଏ ।
ଏଣୁ ଶରୀରରେ ଏପରି ସମସ୍ୟା ଦେଖାଦେଉଥଲେ,ଡାଇବେଟିସ୍ ପରୀକ୍ଷା ନିଶ୍ଚୟ କରନ୍ତୁ ।
ରୋଗ ଲାଗି ରହିବା
ଡାଇବେଟିସ୍ ଯୋଗୁଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଏ ।
ଫଳରେ ଶରୀର ରୋଗକୁ ପ୍ରତିରୋଧ କରିପାରେ ନାହିଁ ।
ଏଥି ପାଇଁ ସର୍ବଦା ଅସୁସ୍ଥତା ଲାଗିରହେ ।
ଯଦି ଏପରି ହେଉଥାଏ , ତେବେ ଡାଇବେଟିସ ପରୀକ୍ଷା କରାନ୍ତୁ
ହାତ ଓ ଗୋଡ଼ ପୋଡ଼ିବା
ହାତ ପାପୁଲି ଅବା ଗୋଡ଼ର ପାଦରେ ଯଦି ପୋଡ଼ାଜଳା ହୁଏ କିମ୍ବା ପିମ୍ପୁଡ଼ି କାମୁଡ଼ି ପକାଇଲା ଭଳି ଲାଗେ, ଜାଣିବେ ଯେ ଏହା ଡାଇବେଟିସ୍ର ପ୍ରାଥମିକ ଲକ୍ଷଣ ।
ଏପରି ହେଉଥଲେ ।
ଏହାକୁ ସାମାନ୍ୟ ମନେ ନକରି ଡାଇବେଟିସ୍ ପରୀକ୍ଷା କରନ୍ତୁ ।
କାନକୁ କମ୍ ଶୁଭିବା
ଡାଇବେଟିସ୍ ହୋଇଥିଲେ କାନକୁ କମ୍ ଶୁଭେ ।
କାରଣ ଏହାର ପ୍ରଭାବରେ କାନ ଭିତର କୋଷ ଖରାପ ହୋଇଯାଏ ।
ଫଳରେ ଶୁଣିବା କ୍ଷମତା ହ୍ରାସ ପାଏ ।
ଏଣୁ ବ୍ୟକ୍ତି ଭଲ ଭାବରେ ଶୁଣିପାରେ ନାହିଁ ।
ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ ।
ତ୍ଵଚା ଅସୁସ୍ଥ ହେବା
ବିଶେଷ କରି ବେକର ପଛ ଭାଗ, କହୁଣୀ ଓ ଆଶୁ କଳା ପଡ଼ିଯାଏ ।
ରକ୍ତରେ ଶୁଗାର ସ୍ତର ବଢ଼ିଲେ, ଏହି ସମସ୍ୟା ଦେଖାଯାଏ ।
ଏହା ମଧ୍ୟ ଡାଇବେଟିସ୍ର ଏକ ଲକ୍ଷଣ ।
ଏପରି ସମସ୍ୟା ଦେଖାଦେଲେ ଡାଇବେଟିସ୍ ପରୀକ୍ଷା କରନ୍ତୁ ।
ବ୍ରଣ ଓ ଦାଗ
ରକ୍ତରେ ଶୁଗାର ସ୍ତର ବଢ଼ିଲେ ମୁହଁରେ ବ୍ରଣ ଓ ଦାଗ ହୋଇଥାଏ ।
ଏହା ଆଦୌ କମେ ନାହିଁ ।
ଏଣୁ ଏପରି ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ।
କାରଣ ଡାଇବେଟିସ୍ର ଏହା ଏକ ଲକ୍ଷଣ ।
ଏଣୁ ଏହି ସମୟରେ ଡାଇବେଟିସ୍ ପରୀକ୍ଷା କରିବା ଦରକାର ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment