Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
7e418d4b
Commit
7e418d4b
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
cf405cc3
Changes
1
Hide whitespace changes
Inline
Side-by-side
Showing
1 changed file
with
29 additions
and
0 deletions
+29
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia121.txt
...gual-corpora/vikaspedia.in/vikashpedia_health_odia121.txt
+29
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia121.txt
0 → 100644
View file @
7e418d4b
ହାଡଫୁଟି
ଉପକ୍ରମ
ଭାରିସେଲ ଯୁଷ୍ଟର ନାମକ ଭୂତାଣୁ ଦ୍ଵାରା ହାଡଫୁଟି ବ୍ୟାପିଥାଏ ।
ସାଧାରଣ ଭାବେ ରୋଗୀର ଲୁଗାପଟା ଓ ବାୟୁଦ୍ଵାରା ଏହା ପ୍ରସାରିତ ହୋଇଥାଏ ।
ଲକ୍ଷଣ
ଏହି ରୋଗରେ ଶରୀରରେ ଛୋଟ ଛୋଟ ଦାନା ବାହାରେ ଓ ଦାନା ବାହାରିବାର ୨ ରୁ ୩ ଦିନ ପୂର୍ବରୁ ତୀବ୍ର ଜ୍ଵର ଆସିଥାଏ ।
ଜ୍ଵର ହେବ, ନାକରୁ ପାଣି ବହିବ, ଗଲା ଦରଜ, ଦେହ ଦରଜ ହେବ, ମୁଣ୍ଡବିନ୍ଧା ହେବ, ଭୋକ ନଲାଗିବା ଓ ଦୁର୍ବଳ ଲାଗିବା ପରି ଲକ୍ଷଣମାନ ଦେଖାଯାଏ ।
୨ ଦିନ ମଧ୍ୟରେ ନାଲି ନାଲି ଦାଗ ଛାତି ଓ ପିଠିରେ ଦେଖାଯାଏ ।
କିଛି ଘଣ୍ଟା ମଧ୍ୟରେ ଦାଗଗୁଡିକ ଫୋଟକା ଭଳି ହୋଇଯାଏ ଏବଂ ତା ମଧ୍ୟରେ ପାଣି ଜମିଯାଏ ।
ଦାଗଗୁଡିକ କୁଣ୍ଡାଇ ହୁଏ ।
ଦିନେ ଦୁଇଦିନ ମଧ୍ୟରେ ଫୋଟକା ଭିତରେ ଥିବା ପାଣି ହଳଦିଆ ଦେଖାଯାଏ ।
ଜ୍ଵର ପାୟତଃ ୨/୩ ଦିନ ରହିଥାଏ ଓ ୧୦୨ ଡିଗ୍ରୀରୁ ଅଧିକ ଜ୍ଵର ଦେଖାଯାଏ ।
ଏହାପରେ ଘା’ ଶୁଖି ବକଳ ଛାଡେ ।
ନିରାକରଣ
ଏଥିରୁ ମୁକ୍ତ ପାଇବା ପାଇଁ ଉପୟୁକ୍ତ ଔଷଧ ସେବନ କରିବା ଜରୁରି ।
ଯଦି ଉପୟୁକ୍ତ ଔଷଧ ସେବନ ନକରାଯାଏ, ତେବେ ଏହା ଇନଫେକ୍ସନ ହୋଇ ଅଧିକ କ୍ଷତି କରିଥାଏ ।
ହାଡଫୁଟି ଦେବାର ପ୍ରାୟ ୨ ସପ୍ତାହ ପର୍ଯ୍ୟନ୍ତ ରୋଗୀକୁ ଅନ୍ୟମାନଙ୍କ ସଂସ୍ପର୍ଶରେ ଆସିବାକୁ ଦିଅନ୍ତୁ ନାହିଁ ।
ଏହା ମୁଖ୍ୟତଃ ବାୟୁ ଦ୍ଵାରା ପ୍ରସାରିତ ହୋଇଥାଏ ।
ପିଲାମାନଙ୍କୁ ଏହି ସମୟରେ ସ୍କୁଲକୁ ଛାଡନ୍ତୁ ନାହିଁ , ନଚେତ ଅନେକ ପିଲା ଏହି ରୋଗରେ ଆକ୍ରାନ୍ତ ହେବେ ।
ଏଥିପାଇଁ ସତର୍କ ରହିବା ଦରକାର ।
ଅତି ବାଇଗଣି ରଶ୍ମି ତ୍ଵଚାକୁ ପ୍ରଭାବିତ କରେ
ଖରାଦିନେ ସୂର୍ଯ୍ୟ କିରଣରେ ଅତ୍ୟଧିକ ମାତ୍ରାର ଅତି ବାଇଗଣି ରଶ୍ମି (ଅଲଟ୍ରାଭାଓଲେଟ୍ ରେ) ପ୍ରଭାବରେ ତ୍ଵଚାରେ ଟ୍ୟାନ୍ ପଡିଯାଏ ।
ଏଥିପାଇଁ ଦିନ ୧୧ ଟାରୁ ୩ ତା ପର୍ଯ୍ୟନ୍ତ ଖରାକୁ ବାହାରନ୍ତୁ ନାହିଁ ।
ଯଦି ବାହାରୁଛନ୍ତି ତାହାହେଲେ ଛତା, ଗ୍ଲୋପ୍ସ ଫୁଲ ହାତର ପୋଷାକ ଚଉଡାଧାର ଥିବା ଟୋପି ସାଙ୍ଗେରେ ନେବାକୁ ଭୁଲିବେ ନାହିଁ ।
ଏହା ସହିତ ଏସପିଏଫ୍ ୧୫ ବା ତତ୍ତ୍ୱୋଧିକ ମାତ୍ରା ଥିବା ସନସ୍କ୍ରିନ ଲୋସନ ପ୍ରତି ଦୁଇରୁ ତିନି ଘଣ୍ଟା ବ୍ୟବଧାନରେ ଶରୀରର ଖୋଲା ସ୍ଥାନରେ ଲଗାଇବା ଦରକାର ।
ଏହିଦିନେ ଶରୀରରୁ ଜଳୀୟ ଅଂସ ହ୍ରାସ ପାଇବା ଯୋଗୁଁ ତ୍ଵଚା ଶୁଖିଯାଏ ।
ଏଣୁ ପ୍ରଚୁର ମାତ୍ରାରେ ପାଣି ପିଇବା ଦରକାର ।
ଏହାସହିତ ସଲାଡ୍ ଓ ସବୁଜ ପନିପରିବା ଖାଆନ୍ତୁ ।
ଘିମିରି ଓ ଅନ୍ୟାନ୍ୟ ଖରାଦିନିଆ ରୋଗରୁ ରକ୍ଷା ପାଇବାକୁ ହେଲେ ପରିଷ୍କାର ପରିଚ୍ଛନ୍ନ ରହିବା ଦିଗରେ ଚେଷ୍ଟା କରିବା ଜରୁରି ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment