Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
854dc565
Commit
854dc565
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
079201b7
Changes
1
Hide whitespace changes
Inline
Side-by-side
Showing
1 changed file
with
31 additions
and
0 deletions
+31
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia211.txt
...gual-corpora/vikaspedia.in/vikashpedia_health_odia211.txt
+31
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia211.txt
0 → 100644
View file @
854dc565
ଜାତୀୟ ସ୍ୱାସ୍ଥ୍ୟ ମିଶନ
ଜାତୀୟ ସ୍ୱାସ୍ଥ୍ୟ ମିଶନର ଲକ୍ଷ୍ୟ
ଜାତୀୟ ସ୍ୱାସ୍ଥ୍ୟ ମିଶନ ନିମ୍ନଲିଖିତ ଦିଗ ଗୁଡ଼ିକ ପ୍ରତି ଲକ୍ଷ୍ୟ ସାଧନ ନିମନ୍ତେ ନିଶ୍ଚିନ୍ତ କରେ -
ମାତୃ ମୃତ୍ୟୁ ହ୍ରାସ (MMR) ୧/୧୦୦ ।
ଶିଶୁ ମୃତ୍ୟୁ ହାର ହ୍ରାସ ୨୫/୧୦୦ ଜନ୍ମିତ ଶିଶୁ ।
ଫଟିଲିଟି ହ୍ରାସ କରିବା ୨.୧ ।
୧୫ – ୪୯ ବର୍ଷ ବୟସ ମଧ୍ୟରେ ଥିବା ମହିଳାଙ୍କ ମଧ୍ୟରେ ରକ୍ତହୀନତା ସମସ୍ୟା ହ୍ରାସ ।
ସଂକ୍ରମଣ, ଅଣସଂକ୍ରମଣ ରୋଗରୁ ମୃତ୍ୟୁ, ମୃତ୍ୟୁ ଆଶଙ୍କାକୁ କମାଇବା ।
ସ୍ୱାସ୍ଥ୍ୟ ପାଇଁ ପ୍ରତ୍ୟେକ ଘରୁ ଖର୍ଚ୍ଚ ହେଉଥିବା ରାଶିକୁ କମ କରିବା ।
ଟିବିରେ ବର୍ଷକୁ ହେଉଥିବା ମୃତ୍ୟୁ ସଂଖ୍ୟାକୁ ଅଧା କରିବା ।
ପ୍ରତ୍ୟେକ ଜିଲ୍ଲାରେ ଲେପରସି ରୋଗୀ ସଂଖ୍ୟା ଶୂନକୁ ଆଣିବା ଓ ମୃତ୍ୟୁ ସଂଖ୍ୟା < ୧/୧୦୦୦ ।
ମେଲେରିଆରେ ମୃତ୍ୟୁ ସଂଖ୍ୟା <୧/୧୦୦୦ କରିବ ।
ପ୍ରତ୍ୟେକ ଜିଲ୍ଲାରେ ଫାଇଲେରିଆ ରୋଗୀ ସଂଖ୍ୟା ୧ ପ୍ରତିଶତରୁ କମ କରିବା ।
କଳାଜ୍ଵରକୁ ପ୍ରତ୍ୟେକ ବ୍ଲକକୁ ୨୦୧୫ ସୁଦ୍ଧା ହଟାଇବା ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ଅଂଶ
ଜାତୀୟ ସ୍ୱାସ୍ଥ୍ୟ ମିଶନର ଗଠନ ୨ଟି ମିଶନକୁ ନେଇ ଗଠନ କରାଯାଇଛି ।
ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ଏବଂ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ।
ଜାତୀୟ ସ୍ୱାସ୍ଥ୍ୟ ମିଶନର ଆର୍ଥିକ ଅଂଶ
NRHM – RCH ଆର୍ଥିକ ବ୍ୟବସ୍ଥା
NUHM ଆର୍ଥିକ ବ୍ୟବସ୍ଥା
ସଂକ୍ରମଣ ରୋଗ ପାଇଁ ଆର୍ଥିକ ବ୍ୟବସ୍ଥା
ଅଣସଂକ୍ରମଣ ରୋଗ, ଆକ୍ସିଡେଣ୍ଟ ପାଇଁ ଆର୍ଥିକ ବ୍ୟବସ୍ଥା ।
ଭିତ୍ତିଭୂମିର ପରିଚାଳନା
ପରିବାର କଲ୍ୟାଣ ଅଂଶ
ପ୍ରମୁଖ କାର୍ଯ୍ୟକ୍ରମ
ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ତ୍ୱରାନିତ୍ଵ କରିବା ।
ପ୍ରଜନନ, ମାତୃ – ନବଜାତଶିଶୁ ଏବଂ କିଶୋରୀ ସ୍ୱାସ୍ଥ୍ୟ ।
ସଂକ୍ରମଣ ଏବଂ ଅଣସଂକ୍ରମଣ ରୋଗ ।
ରାଜ୍ୟ ମାନଙ୍କୁ ଯୋଜନା କରିବା ଏବଂ ତାକୁ କାର୍ଯ୍ୟକାରୀ କରାଇବା ପାଇଁ ସ୍ଵାଧିନତା ଦିଆଯାଇଛି ।
ଏହା ଦ୍ଵାରା ଅନେକ ସୁବିଧା ରହିଛି ପ୍ରଥମତ ଜିଲ୍ଲା, ବ୍ଲକ ସ୍ତରରେ ଆଞ୍ଚଳିକ ଯୋଜନାକୁ ସଂଶକ୍ତ କରିବା, ଦ୍ଵିତୀୟରେ ଏହା ଦ୍ଵାରା ଅତ୍ୟଧିକ ଆବଶ୍ୟକ ଥିବା ଜିଲ୍ଲାରେ ଯୋଜନା କରିବା ସୁବିଧା ହୁଏ ।
ତୃତୀୟରେ ଜିଲ୍ଲା ଏବଂ ରାଜ୍ୟରେ ଯୋଗାଯୋଗ ସୁବିଧା ହୁଏ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment