Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
4c5a36ff
Commit
4c5a36ff
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
06bd1ae6
Changes
1
Hide whitespace changes
Inline
Side-by-side
Showing
1 changed file
with
26 additions
and
0 deletions
+26
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia86.txt
...ngual-corpora/vikaspedia.in/vikashpedia_health_odia86.txt
+26
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia86.txt
0 → 100644
View file @
4c5a36ff
ଯୌନ ଶକ୍ତି ବଢାଇବାର ୫ ଆୟୁର୍ବେଦୀୟ ଉପଚାର
ଉପକ୍ରମ
ଯୌନ ଶକ୍ତି ବଢାଇବା ପାଇଁ ବିଭିନ୍ନ ଗବେଷଣାମାନ ଚାଲୁ ରହିଛି ।
ହେଲେ ଆମ ଭାରତୀୟ ସ୍ୱାସ୍ଥ୍ୟ ବିଜ୍ଞାନରେ ଆୟୁର୍ବେଦରେ ଏପରି ଉପାୟମାନ ଅଛି, ଯାହା ବୈଜ୍ଞାନିକଙ୍କ ଗବେଷଣାକୁ ପଛରେ ପକାଇ ଦେଇଛି ।
ଏପରି ୫ଟି ଆୟୁର୍ବେଦୀୟ ଉପଚାର, ଯାହା ଯୌନ ଶକ୍ତି ବଢାଇବାରେ ସାହାୟକ ହେବ ।
ଉପଚାର
ତୁଳସୀ
୫ ଗ୍ରାମ୍ ତୁଳସୀ ମଞ୍ଜି ଓ ୩୦ ଗ୍ରାମ୍ ମୁସଲୀ ନେଇ ଚୂର୍ଣ୍ଣ କରନ୍ତୁ ।
୬୦ ଗ୍ରାମ୍ ମିଶ୍ରି ଚୂର୍ଣ୍ଣ କରି ଏଥିରେ ମିଶାନ୍ତୁ ।
ଏହାକୁ ଏକ ବୋତଲରେ ଭର୍ତ୍ତି କରି ରଖନ୍ତୁ ।
ସକାଳ ଓ ସନ୍ଧ୍ୟାରେ ଏହି ଚୂର୍ଣ୍ଣରୁ ୫ ଗ୍ରାମ୍ ଲେଖାଏଁ ଗାଈ କ୍ଷୀରରେ ଖାଆନ୍ତୁ ।
ଏହାଦ୍ଵାରା ଯୌନ ଦୁର୍ବଳତା ଦୂର ହେବ ।
ରସୁଣ
୨୦୦ ଗ୍ରାମ୍ ରସୁଣକୁ ପେଷ୍ଟ କରି ଏଥିରେ ମହୁ ମିଶାଇ ଏକ ସଫା ବୋତଲରେ ଏହାକୁ ଭର୍ତ୍ତି କରନ୍ତୁ ଓ ବୋତଲ ବନ୍ଦ କରି ୩୧ ଦିନ ପର୍ଯ୍ୟନ୍ତ ରଖନ୍ତୁ ।
ଏହା ପରେ ଦିନକୁ ୧୦ ଗ୍ରାମ୍ ଲେଖା ୪୦ ଦିନ ଖାଆନ୍ତୁ ।
ଏହାଦ୍ଵାରା ଯୌନ ଶକ୍ତି ବଢିପାରିବ ।
ଡାଲଚିନି
ଦୁଇଗ୍ରାମ୍ ଡାଳିଚିନି ଚୂର୍ଣ୍ଣ ସକାଳେ- ସନ୍ଧ୍ୟାରେ କ୍ଷୀରରେ ମିଶାଇ ପିଅନ୍ତୁ ।
ଏହାଦ୍ଵାରା ବୀର୍ଯ୍ୟ ବଢିବା ସହିତ ଯୌନ ଦୁର୍ବଳତା ଦୂର ହୋଇଥାଏ ।
ଜାଇଫଳ
ଏକ ଗ୍ରାମ୍ ଜାଇଫଳ ଚୂର୍ଣ୍ଣ କରି ସକାଳେ ଥଣ୍ଡା ପାଣିରେ ଖାଆନ୍ତୁ ।
କିଛି ଦିନ ପରେ ଯୌନ ଦୁର୍ବଳତା ଦୂର ହେବ ।
ଖଜୁରୀ
ଶୀତଦିନେ ସକାଳେ ଦୁଇତିନିଟି ଖଜୁରୀ ଘିଅରେ ଭାଜି ନିୟମିତ ଖାଆନ୍ତୁ ।
ଏହାପରେ ଅଳେଇଚ ଚିନି କ୍ଷୀରରେ ମିଶାଇ ଫୁଟାନ୍ତୁ ଏବଂ କିଛି ସମୟ ପରେ ପିଅନ୍ତୁ ।
ଏହା ଉତ୍ତମ ଯୌନ ଶକ୍ତି ବର୍ଦ୍ଧକ ଭାବେ କାର୍ଯ୍ୟ କରିବ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment