Skip to content
GitLab
Projects
Groups
Snippets
Help
Loading...
Help
Help
Support
Community forum
Keyboard shortcuts
?
Submit feedback
Sign in / Register
Toggle navigation
H
HIMANGY Corpora
Project overview
Project overview
Details
Activity
Releases
Repository
Repository
Files
Commits
Branches
Tags
Contributors
Graph
Compare
Issues
0
Issues
0
List
Boards
Labels
Service Desk
Milestones
Merge Requests
0
Merge Requests
0
CI / CD
CI / CD
Pipelines
Jobs
Schedules
Operations
Operations
Environments
Packages & Registries
Packages & Registries
Package Registry
Analytics
Analytics
CI / CD
Repository
Value Stream
Wiki
Wiki
Snippets
Snippets
Members
Members
Collapse sidebar
Close sidebar
Activity
Graph
Create a new issue
Jobs
Commits
Issue Boards
Open sidebar
Mukund Roy
HIMANGY Corpora
Commits
81039d66
Commit
81039d66
authored
2 years ago
by
Nayan Ranjan Paul
Browse files
Options
Browse Files
Download
Email Patches
Plain Diff
Upload New File
parent
dc1a1377
Changes
1
Hide whitespace changes
Inline
Side-by-side
Showing
1 changed file
with
37 additions
and
0 deletions
+37
-0
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia108.txt
...gual-corpora/vikaspedia.in/vikashpedia_health_odia108.txt
+37
-0
No files found.
Data Collected/Odia/IIIT-BH/Monolingual-corpora/vikaspedia.in/vikashpedia_health_odia108.txt
0 → 100644
View file @
81039d66
କିଡନୀ ସମସ୍ୟା
ଉପକ୍ରମ
ଖରାଦିନେ ତାପମାତ୍ରା ବୃଦ୍ଧି ଯୋଗୁଁ କିଡନୀ ସମସ୍ୟ ବୃଦ୍ଧି ହୁଏ ।
ସାଧାରଣତଃ ଜଳବାୟୁ ପରିବର୍ତ୍ତନ
କ୍ଷେତ୍ରରେ ୫ ରୁ ୭ ଡିଗ୍ରୀ ତାପମାତ୍ରା ବୃଦ୍ଧି କିଡନୀ ଷ୍ଟୋନ୍ ସମସ୍ୟାକୁ ୩୦ ପ୍ରତିଶତ ବଢାଇ ଦିଏ ।
ପ୍ରବଳ ଗରମ ହେତୁ ଦେହରୁ ଝାଳ ବାହାରେ ।
ଏହାଦ୍ଵାରା ଶରୀରରେ ଜଳାୟଅଂସ ହ୍ରାସ ଯାଏ ।
ଏହା ମଧ୍ୟ କିଡନୀ ଷ୍ଟୋନ୍ କୁ ବୃଦ୍ଧି କରିବାରେ ସହାୟକ ହୁଏ ।
ତେଣୁ କିଡନୀ ସମସ୍ୟାରୁ ଦୂରେଇବା ପାଇଁ
ନିରାକରଣ
ଖରାଦିନେ ଅଧିକରୁ ଅଧିକ ପାଣି ପିଅନ୍ତୁ ।
କିଡନୀ ଷ୍ଟୋନ୍ ର ଆଶଙ୍କାକୁ କମାଇବା ପାଇଁ ଲେମ୍ବୁ ପାଣି ପିଆନ୍ତୁ ।
କ୍ୟାଲସିୟମ୍ ଅକ୍ସାଲେଟ୍ ଯାହାକି ମୃହୁ ପାନୀଯ, ଥଣ୍ଡା ଚା, ଚକୋଲେଟ୍ ଇତ୍ୟାଦିରୁ ମିଳିଥାଏ ।
ଏହା ରୋଗ ସୃଷ୍ଟିରେ ସହାୟକ ହୋଇଥାଏ ।
ତେଣୁ ଏସବୁଠାରୁ ଦୂରେଇ ରହନ୍ତୁ ।
ଲୁଣା କମ୍ ଖାଆନ୍ତୁ ଏବଂ ଏହାକୁ ଏକ ଅଭ୍ୟାସ କରନ୍ତୁ ।
ମାଛ, ମାଂସ ଥଣ୍ଡା ଏ ସମସ୍ତ ଖାଦ୍ୟରେ ପ୍ୟୁରିନ୍ସ ଥାଏ ।
ଯାହାକି ପ୍ରକୃତିକ ପଦାର୍ଥକୁ ୟୁରିକ୍ ଅମ୍ଳରେ ପରିଣତ କରିଥାଏ ।
ତେଣୁ ଏସବୁ ଖାଦ୍ୟ କମ୍ ଖାଇବା ଭଲ ।
ଅତ୍ୟଧିକ ସାଲାଡ୍ ଖାଆନ୍ତୁ ।
ଏହା ଶରୀରରେ ଜଳୀୟଅଂଶ ବଢାଇଥାଏ ।
ବ୍ୟାୟାମ୍ ଶରୀରର ଓଜନ କମାଇବା ସହ ଶରୀରକୁ ସମସ୍ତ ପ୍ରକାର ରୋଗ ଦାଉରୁ ରକ୍ଷା କରିଥାଏ ।
ତେଣୁ ପ୍ରତିଦିନ ବ୍ୟାୟାମ କରନ୍ତୁ ।
ଡାକ୍ତର ପରାମର୍ଶ କ୍ରମେ ଠିକ୍ ଭାବେ ଔଷଧ ସେବନ ଫଳରେ ଏହି ରୋଗରୁ ମଧ୍ୟ ରକ୍ଷା ମିଳିପାରିବ ।
କିଡନୀ କାର୍ଯ୍ୟ ଦକ୍ଷତା ହ୍ରାସ ପାଏ
କ୍ଷରରଦିନେ ଅଧିକ ମାତ୍ରାରେ ଝାଳ ବାହାରିବା ହେତୁ ଶରୀରର ଜଳୀୟ ଅଂଶ ହ୍ରାସ ପାଏ ।
ଫଳରେ ଉତ୍ତମ ରୂପରେ କିଡନୀକୁ ରକ୍ତସଞ୍ଚାଳନ ହୋଇପାରେ ନାହିଁ ।
ଏହା ବାହାରି ପାରେ ନାହିଁ ।
ଏହା କିଡନୀରେ ଜମି ରହେ ।
ଫଳରେ କିଡନୀ ଉତ୍ତମ ରୂପେ କାର୍ଯ୍ୟ କରିପାରେ ନାହିଁ ।
ଏହାଯୋଗୁଁ ଅନେକଙ୍କ କିଡନୀ ଅକାମୀ ହୋଇଥାଏ ।
ଯେଉଁ ବ୍ୟକ୍ତିର କିଡନୀ ଭଲ ଥାଏ, ସେମାନଙ୍କର ଖରାଯୋଗୁଁ ୧୫ ପ୍ରତିଶତ ନିଷ୍କ୍ରିୟ ହୋଇଯାଏ ।
ଯେଉଁମାନଙ୍କର କିଡନୀ ଖରାପ ଥାଏ, ଯଦି ସେମାନଙ୍କର କିଡନୀ ଫେଲ୍ ନହୁଏ , ତେବେ କିଡନୀର କାର୍ଯ୍ୟ କରିବାର କ୍ଷମତା ଆହୁରି କମିଯାଏ ।
ଏଥିରୁ ରକ୍ଷା ପାଇବା ପାଇଁ ଖରାଦିନେ ପ୍ରଚୁର ପାଣି ପିଇବା ଦରକାର ।
ଲୁଣ , ଲେମ୍ବୁ ମିଶା ପାଣି ପିଇଲେ ଭଲ ।
ସନ୍ତୁଳିତ ଆହାର ଖାଆନ୍ତୁ ।
ଅଧିକ ତୈଳାକ୍ତ ଖାଦ୍ୟ ଖାଆନ୍ତୁ ନାହିଁ ।
This diff is collapsed.
Click to expand it.
Write
Preview
Markdown
is supported
0%
Try again
or
attach a new file
Attach a file
Cancel
You are about to add
0
people
to the discussion. Proceed with caution.
Finish editing this message first!
Cancel
Please
register
or
sign in
to comment